ସୁନାବେଡ଼ା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସୁନାବେଡ଼ା
ସହର
ଦେଶଭାରତ
Stateଓଡ଼ିଶା
Districtକୋରାପୁଟ
Population
 (2001)
 • Total୫୮,୬୪୭
Languages
 • Officialଓଡ଼ିଆ
Time zoneUTC+5:30 (IST)
PIN
୭୬୩ ୦୦୨
Telephone code06853
Websitewww.sunabeda.com

ସୁନାବେଡ଼ା କୋରାପୁଟ ଜିଲ୍ଲାର ଏକ ସହର। କୋରାପୁଟଠାରୁ ଏହା ୧୮ କି.ମି. ଦୂରରେ ଅବସ୍ଥିତ। ଏଠାରେ ମିଗ୍ ୨୨ ଓ ସୁଖୋଇ ଯୁଦ୍ଧ ବିମାନ ଇଂଜିନ ଓ ଯନ୍ତ୍ରାଂଶ ତିଆରି କାରଖାନା ଅବସ୍ଥିତ। ଏହି ନଗରୀଟି ଋଷୀୟ ପ୍ରଣାଳୀରେ ନିର୍ମିତ ଓ ଖୁବ୍ ମନଲୋଭା। ପିଲାମାନଙ୍କପାଇଁ ଉଦ୍ଦିଷ୍ଟ ଶିଶୁ ଉଦ୍ୟାନ ଓ ମୃଗ ବିହାରଏଠାକାର ମୁଖ୍ୟ ଆକର୍ଷଣ।ସମୁଦ୍ର ପତନଠାରୁ ଏହା ୩୦୦୦ ଫୁଟ୍ ଉପରେ ଅବସ୍ଥିତ. ଏହାର୍ ଜଳବାୟୁ ଅତିବ ମନୋରମ ଏବଂ ସ୍ୱାସ୍ଥ୍ୟ ଅନୁକୁଳ । ଯଦିଓ ହାଲ୍ ବିମାନ୍ କାରଖାନା ଏଠାକାର ମୁଖ୍ୟ ପରିଚୟ, ଏଠାରେ ବର୍ତ୍ତମାନ୍ ଏକ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇଛି । ଆହୁରି ମଧ୍ୟ ଏଠାରେ ସି.ଆର୍.ପି.ଏଫ୍ କୋବ୍ରା ବାଟାଲିୟନ୍ ମୁଖ୍ୟାଳୟ ଏବ୍ଂ ନାଭାଲ୍ ଆର୍ମାମେଣ୍ଟ ଡିପୋ ରହିଛି . ତଦ୍ ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ରହିଛି । ସେମିଳିଗୁଡା ସୁନାବେଡା ସହରର ଏକ ଉପାନ୍ତ ଅଞ୍ଚଳ ଏବଂ ସୁନାବେଡା ଏ.ନ୍.ଏ.ସି ଅନ୍ତର୍ଗତ । ଏଠାରେ ଏକ ଯାନ୍ତ୍ରିକ ବିଦ୍ୟାଳୟ (ସିତମ୍) ରହିଛି ।

ଭୂଗୋଳ[ସମ୍ପାଦନା]

ଇତିହାସ[ସମ୍ପାଦନା]

ପର୍ଯ୍ୟଟନ[ସମ୍ପାଦନା]

ସୁନାବେଡାର ଆକର୍ଷଣ ମଧ୍ୟରେ ଅନ୍ୟତମ ହେଲା ହାଲ୍ର ଏଭିଏସନ୍ ମ୍ୟୁଜିୟମ୍. ହରିଣ ପାର୍କ୍, ଟିମ୍ବର୍ ବ୍ରିଜ୍ଠାରେ କୋଲାବ୍ ଜଳ ଭଣ୍ଡାରର ମନଲୋଭା ଦ୍ରୁଶ୍ୟ । ସୁନାବେଡ଼ାର ଆରମ୍ଭ ବିସୟରେ ଅନେକ କିମ୍ବଦନ୍ତୀ ରହିଛି ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]

  • Koraput travel guide from Wikivoyage