Jump to content

ପ୍ରଶାନ୍ତ ନନ୍ଦ

ଉଇକିପିଡ଼ିଆ‌ରୁ
(Prasanta Nandaରୁ ଲେଉଟି ଆସିଛି)
ପ୍ରଶାନ୍ତ ନନ୍ଦ
ଜନ୍ମ (1947-05-02) ୨ ମଇ ୧୯୪୭ (ବୟସ ୭୭)
କଟକ
ଶିକ୍ଷାସ୍ନାତକୋତ୍ତର., ଏଲ.ଏଲ.ବି.
ବୃତ୍ତି(ସମୂହ)ଅଭିନେତା, ନିର୍ଦ୍ଦେଶକ
ସକ୍ରିୟ ବର୍ଷ୧୯୬୦-ଏବେଯାଏଁ
ବୈବାହିକ-ସାଥୀଅନୁପମା ନନ୍ଦ
ପିତାମାତାଜଗନ୍ନାଥ ନନ୍ଦ[]
ପୁରସ୍କାରଜୟଦେବ ପୁରସ୍କାର, ୧୯୯୮

ପ୍ରଶାନ୍ତ ନନ୍ଦ (ଜନ୍ମ ୨ ମଇ ୧୯୪୭)[] ଓଡ଼ିଶାର ଜଣେ କଥାଚିତ୍ର ଅଭିନେତା, ନିର୍ଦ୍ଦେଶକ, କାହାଣୀକାର, ଗୀତିକାର, ପ୍ରଚ୍ଛଦପଟ ଗାୟକ ଓ ରାଜନେତା । ସେ ଓଡ଼ିଶାର ଶିକ୍ଷାମନ୍ତ୍ରୀ ଭାବରେ ମଧ୍ୟ କାମ କରିଥିଲେ ।[][]

ଫିଲ୍ମରେ ଭୂମିକା

[ସମ୍ପାଦନା]

ପ୍ରଶାନ୍ତ ନନ୍ଦ, ସ୍କୁଲରେ ପଢ଼ିବା ବେଳଠୁଁ ଆକାଶବାଣୀ ଶିଶୁସଂସାର କାର୍ଯ୍ୟକ୍ରମରେ ଭାଗନେଉଥିଲେ । ମଞ୍ଚରେ ଶିଶୁକଳାକାର ଭାବରେ ମଧ୍ୟ ଅଭିନୟ କରୁଥିଲେ । ଗୋଟିଏ ନାଟକରେ ଅଭିନୟ ଦେଖି ଧୀର ବିଶ୍ୱାଳକବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ତାଙ୍କୁ ଦସ୍ୟୁ ରତ୍ନାକର କଥାଚିତ୍ରରେ ଅଭିନୟ କରିବାର ସୁଯୋଗ ଦେଇଥିଲେ ।[] ସେ ଏଯାବତ ୪୦ଟି ଚଳଚ୍ଚିତ୍ରରେ ଅଭିନୟ କରିବା ସହ, ୨୪ଟି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି ।

ନିର୍ଦ୍ଦେଶନା

[ସମ୍ପାଦନା]

ସାହିତ୍ୟ ରଚନା

[ସମ୍ପାଦନା]

ରାଜନୀତି ଓ ଅଭିନୟ ବ୍ୟତୀତ ପ୍ରଶାନ୍ତ ନନ୍ଦ ବିଭିନ୍ନ ଖବରକାଗଜରେ ସ୍ତମ୍ଭ ଲେଖନ୍ତି । ତାଙ୍କର ୪ଟି ଉପନ୍ୟାସ ଓ ୩ଟି ଗଳ୍ପ ସଂକଳନ ମଧ୍ୟ ପ୍ରକାଶିତ ହୋଇସାରିଛି ।

ଉପନ୍ୟାସ

[ସମ୍ପାଦନା]
  • ଅନୁସ୍ରବ
  • ପଲସା
  • କଳିଙ୍ଗ ଧାତା
  • ତ୍ରିକନ୍ୟା

ଗଳ୍ପ ସଂକଳନ

[ସମ୍ପାଦନା]
  • ଅକ୍ଷୟ ଅବକ୍ଷୟ
  • ଅଥଚ ଆମେ
  • ଓଲଟ ପାଲଟ[]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ଜୟଦେବ ପୁରସ୍କାର, ୧୯୮୮
  • ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
    • ଶ୍ରେଷ୍ଠ ନିର୍ଦ୍ଦେଶକ, ୨୦୧୧, (ଥୁକୁଲ୍ କଥାଚିତ୍ର) []
    • ଶ୍ରେଷ୍ଠ ନିର୍ଦ୍ଦେଶକ, ୨୦୦୪, ଓମ ଶାନ୍ତି ଓମ
    • ଶ୍ରେଷ୍ଠ ନିର୍ଦ୍ଦେଶକ, ୧୯୮୦, ମା ଓ ମମତା
    • ଶ୍ରେଷ୍ଠ ଅଭିନେତା, ୧୯୭୮, ଗୌରୀ
    • ଶ୍ରେଷ୍ଠ ଅଭିନେତା, ୧୯୭୫, ମନ ଆକାଶ
    • ଶ୍ରେଷ୍ଠ ଅଭିନେତା, ୧୯୭୪, ମମତା
  • ବାଇସ୍କୋପ ପୁରସ୍କାର, ୨୦୦୫ []
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ- ୨୦୧୪[୧୦]
  • ବିଗ୍ ବସ୍ ସମ୍ମାନ - ୨୦୧୬[୧୧]
  • ଓଡ଼ିଶା ଫିଲ୍ମଫେଆର ପୁରସ୍କାର, ୨୦୧୫ (ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ)[୧୨]
  • ପ୍ରମୋଦ ପତି ଚଳଚ୍ଚିତ୍ର ସମ୍ମାନ - ୨୦୨୪[୧୩]
  1. "ଆର୍କାଇଭ୍ କପି". Archived from the original on 2013-03-02. Retrieved 2015-01-31. {{cite web}}: Cite has empty unknown parameter: |1= (help)
  2. "Shri Prashanta Nanda". OdishaAssembly. Retrieved 3 February 2015.
  3. "Actor Prashanta new BJP vice-president". The Hindu. Chennai, India. March 13, 2007.
  4. "ଆର୍କାଇଭ୍ କପି". Archived from the original on 2008-06-03. Retrieved 2011-05-30. {{cite web}}: Cite has empty unknown parameter: |1= (help)
  5. ନଜର୍, ନିତିଦିନ: ସୁବର୍ଣ୍ଣ ସ୍ମୃତି (୧୨) Archived 2021-01-17 at the Wayback Machine., accessdate: May 19, 2016
  6. http://www.bollywoodhungama.com/movies/cast/5585/index.html
  7. ସମ୍ବାଦ ୨୫/୦୯/୨୦୧୬ ରବିବାର ସଂସ୍କରଣ ପୃଷ୍ଠା ୬ http://www.sambadepaper.com/Details.aspx?id=289384&boxid=594463. Retrieved 26 September 2016. {{cite news}}: Missing or empty |title= (help)[permanent dead link]
  8. "OdiaSite.Com". odiasite.com. Retrieved 16 November 2012. Veteran Actor and Director Prashanta Nanda has been adjudged the Best Director and Best Story Teller for the film 'Thukul'.
  9. "The Hindu : Other States / Orissa News : FitFat-2008 award for Uttam Mohanty". hindu.com. 2008. Archived from the original on 15 March 2014. Retrieved 21 January 2013. actor, director and producer Prashant Nanda received the award in 2005
  10. "୪ଜଣ ପାଇବେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ". ଧରିତ୍ରୀ. Retrieved 8 March 2017.
  11. ଧରିତ୍ରୀ ୦୪/୦୧/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧ http://www.dharitri.com/Bhubaneswar/040116/p11.htm. Retrieved 4 January 2016. {{cite news}}: Missing or empty |title= (help)
  12. "Prashant Nanda conferred with lifetime achievement award". No. 14 February 2016. Odisha Sun Times. Retrieved 7 January 2017.
  13. "ବରିଷ୍ଠ ଚଳଚ୍ଚିିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ପ୍ରଶାନ୍ତ ନନ୍ଦ ପାଇବେ ପ୍ରମୋଦ ପତି ଚଳଚ୍ଚିତ୍ର ସମ୍ମାନ". PRAMEYA. 11 March 2024. Retrieved 12 March 2024.

ଅଧିକ ତଥ୍ୟ

[ସମ୍ପାଦନା]