Jump to content

ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଉଇକିପିଡ଼ିଆ‌ରୁ
ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
କାହା ନିମନ୍ତେ ପୁରସ୍କାରଓଡ଼ିଆ କଥାଚିତ୍ରରେ ଶ୍ରେଷ୍ଠତା ନିମନ୍ତେ
ଦାତାସଂସ୍କୃତି ବିଭାଗ, ଓଡ଼ିଶା ସରକାର
ଦେଶ ଭାରତ
ପ୍ରଥମ ପୁରସ୍କାର୧୯୬୮

ଜୟଦେବ ପୁରସ୍କାର

[ସମ୍ପାଦନା]

ଓଡ଼ିଆ କଥାଚିତ୍ରକୁ ଜୀବନ ବ୍ୟାପି ଅବଦାନ ନିମନ୍ତେ ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ।

ଶ୍ରେଷ୍ଠ କଥାଚିତ୍ର: ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର

[ସମ୍ପାଦନା]
ବର୍ଷକଥାଚିତ୍ରପ୍ରଯୋଜକନିର୍ଦ୍ଦେଶକ
୨୦୧୮ଭିଜା ମାଟିର ସ୍ୱର୍ଗଅକ୍ଷୟ କୁମାର ପରିଜା--
୨୦୧୬ଚିନିକୁମୁଦ ପ୍ରକାଶ ପଣ୍ଡାପ୍ରଦୀପ ଭୋଳ
୨୦୧୫କେହି ନୁହେଁ କାହାରଅକ୍ଷୟ କୁମାର ପରିଜାସୁଶାନ୍ତ ମଣି
୨୦୧୪କ୍ରାନ୍ତିଧାରାଇତି ସାମନ୍ତହିମାଂଶୁ ଖଟୁଆ
୨୦୧୩ଶଲାବୁଢ଼ାସୁଶାନ୍ତ ମହାପାତ୍ରସବ୍ୟସାଚୀ ମହାପାତ୍ର
୨୦୧୧ଏକା ଏକା[]ସୁବାସ ଦାସନିର୍ଦ୍ଦେଶକ
୨୦୧୦ସ୍ୱୟଂସିଦ୍ଧାପ୍ରଯୋଜକସୁଧାଂଶୁ ମୋହନ ସାହୁ
୨୦୦୯ସାତସୁରେ ବନ୍ଧା ଏ ଜୀବନମନ୍ମଥ ମିଶ୍ର, ଦିଲିପ ଦାସଏସ. କେ. ମୁରଲିଧରନ
୨୦୦୮ଜୀଅନ୍ତା ଭୂତଅକ୍ଷୟ କୁମାର ପରିଜାପ୍ରଶାନ୍ତ ନନ୍ଦ
୨୦୦୭ଧଉଳି ଏକ୍ସପ୍ରେସ୍ଚିତ୍ତରଞ୍ଜନ ତ୍ରିପାଠୀଚିତ୍ତ ରଞ୍ଜନ ତ୍ରିପାଠୀ
୨୦୦୬କଥାନ୍ତରଇତି ସାମନ୍ତହିମାଂଶୁ ଖଟୁଆ
୨୦୦୫ପୂଜା ପାଇଁ ଫୁଲଟିଏପଦ୍ମିନୀ ପୁଟୀଗଦାଧର ପୁଟୀ
୨୦୦୦ବୋଉସବ୍ୟସାଚୀ ମହାପାତ୍ର
୧୯୯୮ଶୂନ୍ୟସ୍ୱରୂପହିମାଂଶୁ ଖଟୁଆହିମାଂଶୁ ଖଟୁଆ
୧୯୯୩ଇନ୍ଦ୍ରଧନୁର ଛାଇଯୁଗଳ ଦେବତାସୁଶାନ୍ତ ମିଶ୍ର
୧୯୮୮ଯାହାକୁ ରଖିବେ ଅନନ୍ତବସନ୍ତ ନାୟକଅସୀମ କୁମାର
୧୯୮୬ତ୍ରିସନ୍ଧ୍ୟାଜ୍ୟୋତି ଦାସମନମୋହନ ମହାପାତ୍ର
୧୯୮୫ହାକିମ ବାବୁଅମିୟ ପଟ୍ଟନାୟକପ୍ରଣବ ଦାସ
୧୯୮୪କାବେରୀନଗେନ ସାହୁଗୋବିନ୍ଦ ତେଜ
୧୯୮୦ଦଣ୍ଡା ବାଳୁଙ୍ଗାବସନ୍ତ ନାୟକମହମ୍ମଦ ମହସୀନ
୧୯୭୭ନାଗଫାଶବସନ୍ତ ନାୟକବସନ୍ତ ନାୟକ
୧୯୭୩ଅଦିନ ମେଘବାବୁଲାଲ ଦୋଶୀଅମିତ ମୈତ୍ର

ଶ୍ରେଷ୍ଠ ନିର୍ଦ୍ଦେଶକ

[ସମ୍ପାଦନା]
ବର୍ଷନିର୍ଦ୍ଦେଶକକଥାଚିତ୍ର
୨୦୧୮ମନମୋହନ ମହାପାତ୍ରଭିଜା ମାଟିର ସ୍ୱର୍ଗ
୨୦୧୧ପ୍ରଶାନ୍ତ ନନ୍ଦଥୁକୁଲ୍[]
୨୦୦୯ସଞ୍ଜୟ ନାୟକପାଗଳ କରିଛି ପାଉଁଜି ତୋର
୨୦୦୮ପ୍ରଶାନ୍ତ ନନ୍ଦଜୀଅନ୍ତା ଭୂତ
୨୦୦୭ଚକ୍ରଧର ସାହୁତୁମକୁ ପାରୁନିତ ଭୁଲି
୨୦୦୬ହିମାଂଶୁ ଖଟୁଆକଥାନ୍ତର
୨୦୦୫ଗଦାଧର ପୁଟୀପୂଜା ପାଇଁ ଫୁଲଟିଏ
୨୦୦୦ସବ୍ୟସାଚୀ ମହାପାତ୍ରବୋଉ
୧୯୯୮ହିମାଂଶୁ ଖଟୁଆଶୂନ୍ୟସ୍ୱରୂପ
୧୯୯୩ସୁଶାନ୍ତ ମିଶ୍ରଇନ୍ଦ୍ରଧନୁର ଛାଇ
୧୯୮୬ମନମୋହନ ମହାପାତ୍ରତ୍ରିସନ୍ଧ୍ୟା
୧୯୮୫ଗୋବିନ୍ଦ ତେଜସ୍କୁଲ ମାଷ୍ଟର
୧୯୮୪ଗୋବିନ୍ଦ ତେଜକାବେରୀ
୧୯୮୨ମହମ୍ମଦ ମହସୀନଫୁଲ ଚନ୍ଦନ

ଶ୍ରେଷ୍ଠ ଅଭିନେତା

[ସମ୍ପାଦନା]
ବର୍ଷଅଭିନେତାକଥାଚିତ୍ର
୨୦୧୮ମିହିର ଦାସଭିଜା ମାଟିର ସ୍ୱର୍ଗ
୨୦୧୬ସମରେଶ ରାଉତରାୟକଥାଚିତ୍ର ନାମ
୨୦୧୫ସୌମ୍ୟ ରଞ୍ଜନ ଦାସକଥାଚିତ୍ର ନାମ
୨୦୧୪ଅଟଳ ବିହାରୀ ପଣ୍ଡାକଥାଚିତ୍ର ନାମ
୨୦୧୩ଅଟଳ ବିହାରୀ ପଣ୍ଡାକଥାଚିତ୍ର ନାମ
୨୦୧୨ସବ୍ୟସାଚୀ ମିଶ୍ରକଥାଚିତ୍ର ନାମ
୨୦୧୧ସିଦ୍ଧାନ୍ତ ମହାପାତ୍ରଏକା ଏକା[]
୨୦୧୦ବାବୁଶାନ୍ପ୍ରେମ ଅଢେଇ ଅକ୍ଷର
୨୦୦୯ଅନୁଭବ ମହାନ୍ତିଆକାଶେ କି ରଙ୍ଗ ଲାଗିଲା
୨୦୦୮ଆକାଶ ଦାସନାୟକକଳିଙ୍ଗ ପୁତ୍ର[]
୨୦୦୭ସବ୍ୟସାଚୀ ମିଶ୍ରପାଗଳ ପ୍ରେମୀ
୨୦୦୬ସିଦ୍ଧାନ୍ତ ମହାପାତ୍ରଶାଶୁଘର ଚାଲିଯିବି
୨୦୦୫ମିହିର ଦାସଫେରିଆ ମୋ ସୁନାଭଉଣୀ
୨୦୦୦ସିଦ୍ଧାନ୍ତ ମହାପାତ୍ରବୋଉ
୧୯୯୬ମୀନକେତନନୀଳ ମାଷ୍ଟ୍ରାଣୀ
୧୯୯୪ବିଜୟ ମହାନ୍ତିଭାଇ ହେଲା ଭଗାରୀ
୧୯୯୩ବିଜୟ ମହାନ୍ତିଭୀଷ୍ମ ପ୍ରତିଜ୍ଞା
୧୯୯୧ବିଜୟ ମହାନ୍ତିଆମ ଘର ଆମ ସଂସାର
୧୯୮୬ବିଜୟ ମହାନ୍ତିଏଇ ଆମ ସଂସାର
୧୯୮୫ଅଜିତ ଦାସହାକିମ ବାବୁ
୧୯୮୪ଉତ୍ତମ ମହାନ୍ତିଦଣ୍ଡା ବାଳୁଙ୍ଗା
୧୯୮୩ଉତ୍ତମ ମହାନ୍ତିଝିଅଟି ସୀତା ପରି
୧୯୮୨ଉତ୍ତମ ମହାନ୍ତିଫୁଲ ଚନ୍ଦନ
୧୯୮୧ବିଜୟ ମହାନ୍ତିଆରତୀ

ଶ୍ରେଷ୍ଠ ଅଭିନେତ୍ରୀ

[ସମ୍ପାଦନା]
ବର୍ଷଅଭିନେତ୍ରୀକଥାଚିତ୍ର
୨୦୧୮ଅର୍ଚ୍ଚିତା ସାହୁଚମ୍ପିଆନ
୨୦୧୬ସଙ୍ଗୀତା ମହାପାତ୍ରକଥାଚିତ୍ର ନାମ
୨୦୧୫ବର୍ଷା ନାୟକକଥାଚିତ୍ର ନାମ
୨୦୧୪ଗାର୍ଗୀ ମହାନ୍ତିକଥାଚିତ୍ର ନାମ
୨୦୧୩ଅର୍ଚ୍ଚିତା ସାହୁକଥାଚିତ୍ର ନାମ
୨୦୧୨ବର୍ଷା ପ୍ରିୟଦର୍ଶିନୀକଥାଚିତ୍ର ନାମ
୨୦୧୧ଅର୍ଚ୍ଚିତା ସାହୁଚକ୍‌ଲେଟ୍‌[]
୨୦୦୯ଅର୍ଚ୍ଚିତା ସାହୁପାଗଳ କରିଛି ପାଉଁଜି ତୋର
୨୦୦୮ରାଲି ନନ୍ଦକଥାଚିତ୍ର
୨୦୦୭ଆମେଲି ପଣ୍ଡାତୁମକୁ ପାରୁନି ତ ଭୁଲି
୨୦୦୬ଅନୁ ଚୌଧୁରୀଶାଶୁଘର ଚାଲିଯିବି
୨୦୦୫ଜିନା ସାମଲଫେରିଆ ମୋ ସୁନା ଭଉଣୀ
୨୦୦୦ମହାଶ୍ୱେତା ରାୟବୋଉ
୧୯୮୫ଜୟା ସ୍ୱାମୀହାକିମ ବାବୁ
୧୯୮୪ମହାଶ୍ୱେତା ରାୟକାବେରୀ
୧୯୮୨ଅପରାଜିତା ମହାନ୍ତିଫୁଲ ଚନ୍ଦନ
୧୯୭୭ଅନିତା ଦାସମୁକ୍ତି

ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା

[ସମ୍ପାଦନା]
ବର୍ଷଅଭିନେତାକଥାଚିତ୍ର
୨୦୧୮ମନୋଜ ମିଶ୍ରଚମ୍ପିଆନ
୨୦୦୭ମନୋଜ ମିଶ୍ରତୁମକୁ ପାରୁନି ତ ଭୁଲି
୨୦୦୬ହାଡୁକଥାନ୍ତର
୨୦୦୫ଅରିନ୍ଦମ ରାୟପ୍ରେମ ଋତୁ ଆସିଲାରେ
୧୯୯୧ଉତ୍ତମ ମହାନ୍ତିତୋ ବିନୁ ଅନ୍ୟଗତି ନାହିଁ
୧୯୮୪ହେମନ୍ତ ଦାସଦଣ୍ଡା ବାଳୁଙ୍ଗା


ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ

[ସମ୍ପାଦନା]
ବର୍ଷଅଭିନେତ୍ରୀକଥାଚିତ୍ର
୨୦୧୮ଶିବାନୀ ଖରାଫେରିଆ କମବ୍ୟାକ
୨୦୦୬ଭାସ୍ୱତୀ ବସୁକଥାନ୍ତର
୨୦୦୫ଅର୍ଚ୍ଚିତା ସାହୁବାବୁ ଆଇ ଲଭ ୟୁ
୧୯୯୩ମୁକ୍ତାବାଳା ରାଉତରାୟଇନ୍ଦ୍ରଧନୁର ଛାଇ
୧୯୮୪ବିଜୟା ଜେନାଜଗା ବଳିଆ

ଶ୍ରେଷ୍ଠ ହାସ୍ୟ କଳାକାର

[ସମ୍ପାଦନା]
ବର୍ଷଅଭିନେତାକଥାଚିତ୍ର
୨୦୧୮ରାକ୍ଷୀ ଦାଶଦିୱାନା ହେଲି ତୋ ପାଇଁ
୨୦୦୬ପିଣ୍ଟୁ ନନ୍ଦରଙ୍ଗ ନମ୍ବର
୨୦୦୫ପିଣ୍ଟୁ ନନ୍ଦପ୍ରେମ ଋତୁ ଆସିଲାରେ
୧୯୮୪ଜୟୀରାମ ସାମଲଜଗା ବଳିଆ

ଶ୍ରେଷ୍ଠ ଶିଶୁ କଳାକାର/ ଅଭିନେତା

[ସମ୍ପାଦନା]
ବର୍ଷଅଭିନେତାକଥାଚିତ୍ର
୨୦୧୮ସାର୍ଥକ ହୋତାଫେରିଆ କମବ୍ୟାକ
୨୦୦୬ପ୍ରକୃତି ମିଶ୍ରଶାଶୁଘର ଚାଲିଯିବି
୨୦୦୫ଆଦ୍ୟାଶା ମହାପାତ୍ରପୂଜା ପାଇଁ ଫୁଲଟିଏ
୧୯୮୪ଲିସା ମହାନ୍ତିବସନ୍ତ ରାସ

ଶ୍ରେଷ୍ଠ ଚିତ୍ରତ୍ତୋଳକ: ପ୍ରମୋଦ ପତି ସମ୍ମାନ

[ସମ୍ପାଦନା]
ବର୍ଷଚିତ୍ରତ୍ତୋଳକକଥାଚିତ୍ର
୨୦୧୮ଦିଲିପ କୁମାର ରାୟଭିଜା ମାଟିର ସ୍ୱର୍ଗ
୨୦୦୬ସମୀର ମହାଜନକଥାନ୍ତର
୨୦୦୫ଯୁଗଳ ଦେବତାପୂଜା ପାଇଁ ଫୁଲଟିଏ
୧୯୮୯ସୁଧୀର ପଲସନେଶୂନ୍ୟସ୍ୱରୂପ
୧୯୮୪ସୁରେନ୍ଦ୍ର ସାହୁଡୋରା
୧୯୮୨ରାଜନ କିନ୍ନାଗୀଫୁଲ ଚନ୍ଦନ

ଶ୍ରେଷ୍ଠ କାହାଣୀକାର

[ସମ୍ପାଦନା]
ବର୍ଷକାହାଣୀକାରକଥାଚିତ୍ର
୨୦୧୮ନିରଞ୍ଜନ ରେଡ୍ଡୀଓଲେ ଓଲେ ଦିଲ୍ ବୋଲେ
୨୦୦୬ହିମାଂଶୁ ଖଟୁଆକଥାନ୍ତର
୨୦୦୫ଗଦାଧର ପୁଟୀପୂଜା ପାଇଁ ଫୁଲଟିଏ
୧୯୯୭ଗୌରୀ ଶଙ୍କର ଦାସମୋକ୍ଷ
୧୯୯୬ଚକ୍ରଧର ସାହୁନୀଳ ମାଷ୍ଟ୍ରାଣୀ
୧୯୮୬ନନ୍ଦଲାଲ ମହପାତ୍ରତ୍ରିସନ୍ଧ୍ୟା
୧୯୮୪ଗାୟତ୍ରୀ ବସୁ ମଲ୍ଲିକକାବେରୀ
୧୯୮୦ପ୍ରତିଭା ରାୟଅପରିଚିତା

ଶ୍ରେଷ୍ଠ ଚିତ୍ରନାଟ୍ୟ

[ସମ୍ପାଦନା]
ବର୍ଷଚିତ୍ରନାଟ୍ୟ ଲେଖକକଥାଚିତ୍ର
୨୦୧୮ଆଶୁତୋଷ ମହାପାତ୍ରଭିଜା ମାଟିର ସ୍ୱର୍ଗ
୨୦୦୬ବିଜୟ ମିଶ୍ରଶାଶୁଘର ଚାଲିଯିବି
୨୦୦୫ରଣଜିତ ପଟ୍ଟନାୟକଫେରିଆ ମୋ ସୁନାଭଉଣୀ
୧୯୯୩ସୁଶାନ୍ତ ମିଶ୍ରଇନ୍ଦ୍ରଧନୁର ଛାଇ

ଶ୍ରେଷ୍ଠ ସଂଳାପ

[ସମ୍ପାଦନା]
ବର୍ଷସଂଳାପ ଲେଖକକଥାଚିତ୍ର
୨୦୧୮ନନ୍ଦଲାଲ ମହାପାତ୍ରଭିଜା ମାଟିର ସ୍ୱର୍ଗ
୧୯୯୩ଦେବଦାସ ଛୋଟରାୟଇନ୍ଦ୍ରଧନୁର ଛାଇ

ଶ୍ରେଷ୍ଠ ଗୀତିକାର

[ସମ୍ପାଦନା]
ବର୍ଷଗୀତିକାରକଥାଚିତ୍ରଗୀତ
୨୦୧୮ବସନ୍ତରାଜ ସାମଲସାଥୀ ତୁ ଫେରିଆଶ୍ରାବଣ ଅଛି ବରଷା ନାହିଁ
୨୦୦୭ନିର୍ମଳ ନାୟକତୁମକୁ ପାରୁନି ତ ଭୁଲି
୨୦୦୬ସ୍ୱରୂପ ନାୟକଜୀବନ ମୃତ୍ୟୁ
୨୦୦୫ରଜନୀ ରଞ୍ଜନଭାଗ୍ୟ ଚକ୍ର
୨୦୦୨ଶ୍ରୀକାନ୍ତ ଗୌତମରହିଛି ରହିବି ତୋରି ପାଇଁ

ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ: ବାଳକୃଷ୍ଣ ଦାସ ସମ୍ମାନ

[ସମ୍ପାଦନା]
ବର୍ଷସଙ୍ଗୀତ ନିର୍ଦ୍ଦେଶକକଥାଚିତ୍ର
୨୦୧୮ଶାନ୍ତିରାଜ ଖୋସଲାଫେରିଆ କମବ୍ୟାକ
୨୦୦୭ଚିତ୍ତରଞ୍ଜନ ତ୍ରିପାଠୀଧଉଳି ଏକ୍ସପ୍ରେସ୍
୨୦୦୬ସ୍ୱରୂପ ନାୟକଶାଶୁଘର ଚାଲିଯିବି
୨୦୦୫ଓମପ୍ରକାଶ ମହାନ୍ତିଭାଗ୍ୟ ଚକ୍ର
୧୯୯୮ବି. ଭି. କରନ୍ଥଶୂନ୍ୟସ୍ୱରୂପ
୧୯୯୦ଅକ୍ଷୟ ମହାନ୍ତିପରଦେଶୀ ଚଢ଼େଇ
୧୯୮୮ଅକ୍ଷୟ ମହାନ୍ତିପାପପୁଣ୍ୟ
୧୯୮୫ପ୍ରଫୁଲ୍ଲ କରସ୍କୁଲ ମାଷ୍ଟର
୧୯୮୪ବାଳକୃଷ୍ଣ ଦାସବସନ୍ତ ରାସ
୧୯୮୨ସରୋଜ ପଟ୍ଟନାୟକଫୁଲ ଚନ୍ଦନ
୧୯୮୦ପ୍ରଫୁଲ୍ଲ କରସୀତା ଲବକୁଶ
୧୯୭୯ବାଳକୃଷ୍ଣ ଦାସମଥୁରା ବିଜୟ
୧୯୭୮ପ୍ରଫୁଲ୍ଲ କରସତୀ ଅନସୂୟା
୧୯୭୭ପ୍ରଫୁଲ୍ଲ କରବନ୍ଧୁ ମହାନ୍ତି
୧୯୭୬ପ୍ରଫୁଲ୍ଲ କରଶେଷ ଶ୍ରାବଣ
୧୯୭୫ପ୍ରଫୁଲ୍ଲ କରମମତା

ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ

[ସମ୍ପାଦନା]
ବର୍ଷଗାୟକକଥାଚିତ୍ରଗୀତ
୨୦୧୮କରୁଣାକର ସେଠୀଫେରିଆ କମବ୍ୟାକମାଣକ ପୁରିଲା
୨୦୦୭ଚିତ୍ତରଞ୍ଜନ ତ୍ରିପାଠୀଧଉଳି ଏକ୍ସପ୍ରେସ୍
୨୦୦୬ସୌରଭ ନାୟକମୋମନ ଖାଲି ତୋରି ପାଇଁ
୨୦୦୫ରତିକାନ୍ତ ଶତପଥୀଭାଗ୍ୟଚକ୍ର
୧୯୯୬ଅକ୍ଷୟ ମହାନ୍ତିଲକ୍ଷ୍ମଣ ରେଖା
୧୯୯୧ଅକ୍ଷୟ ମହାନ୍ତିତୋ ବିନୁ ଅନ୍ୟଗତି ନାହିଁ
୧୯୯୦ଅକ୍ଷୟ ମହାନ୍ତି, ସିକନ୍ଦର ଆଲାମପରଦେଶୀ ଚଢ଼େଇ
୧୯୮୯ଅକ୍ଷୟ ମହାନ୍ତିମମତାର ଡୋରୀ
୧୯୮୮ତାନସେନ ସିଂ, ପ୍ରଣବ ପଟ୍ଟନାୟକକନ୍ୟାଦାନ
୧୯୮୭ଅକ୍ଷୟ ମହାନ୍ତିବଧୂ ନିରୁପମା
୧୯୮୬ଅକ୍ଷୟ ମହାନ୍ତିଏଇ ଆମ ସଂସାର
୧୯୮୫ଅଜୟ ଚକ୍ରବର୍ତ୍ତୀସ୍କୁଲ ମାଷ୍ଟର
୧୯୮୪ଅକ୍ଷୟ ମହାନ୍ତିଜାଇଫୁଲ
୧୯୮୩ପ୍ରଣବ ପଟ୍ଟନାୟକପ୍ରତିଧ୍ୱନୀ
୧୯୮୨ପ୍ରଣବ ପଟ୍ଟନାୟକଅସ୍ତରଙ୍ଗ
୧୯୮୧ପ୍ରଣବ ପଟ୍ଟନାୟକଝିଅଟି ସୀତା ପରି
୧୯୮୦ଅକ୍ଷୟ ମହାନ୍ତିମା ଓ ମମତା
୧୯୭୮ପ୍ରଫୁଲ୍ଲ କରବଳିଦାନ
୧୯୭୭ରଘୁନାଥ ପାଣିଗ୍ରାହୀମୁକ୍ତି
୧୯୭୭ପ୍ରଣବ ପଟ୍ଟନାୟକସୁନା ସଂସାର
୧୯୭୬ପ୍ରଣବ ପଟ୍ଟନାୟକସିନ୍ଦୂର ବିନ୍ଦୁ

ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା

[ସମ୍ପାଦନା]
ବର୍ଷଗାୟିକାକଥାଚିତ୍ରଗୀତ
୨୦୧୮ଅନ୍ତରା ଚକ୍ରବର୍ତ୍ତୀସାଥୀ ତୁ ଫେରିଆଶ୍ରାବଣ ଅଛି ବରଷା ନାହିଁ
୨୦୦୬ତପୁ ମିଶ୍ରଶାଶୁଘର ଚାଲିଯିବି
୨୦୦୫ଶ୍ରୀଜା ପଣ୍ଡାପୂଜା ପାଇଁ ଫୁଲଟିଏ
୧୯୮୫ଗୀତା ଦାସଗୃହଲକ୍ଷ୍ମୀ
୧୯୮୪ତୃପ୍ତି ଦାସଜଗା ବଳିଆ
୧୯୮୩ଇନ୍ଦ୍ରାଣୀ ମିଶ୍ରଧାରେ ଆଲୁଅ
୧୯୮୨ବାଣୀ ଜୟରାମଦେବଜାନୀ

ଶ୍ରେଷ୍ଠ ସମ୍ପାଦକ

[ସମ୍ପାଦନା]
ବର୍ଷସମ୍ପାଦକକଥାଚିତ୍ର
୨୦୧୮ଅମରେନ୍ଦ୍ର ମହାପାତ୍ରଫେରିଆ କମବ୍ୟାକ
୨୦୦୬ସୁଶାନ୍ତ ମଣିଶାଶୁଘର ଚାଲିଯିବି
୨୦୦୫ରାଜେନ୍ଦ୍ର ମହାପାତ୍ରଜୟ ଜଗନ୍ନାଥ
୧୯୯୬ରାଜେନ୍ଦ୍ର ମହାପାତ୍ରନୀଳ ମାଷ୍ଟ୍ରାଣୀ

ଶ୍ରେଷ୍ଠ କଳା ନିର୍ଦ୍ଦେଶକ

[ସମ୍ପାଦନା]
ବର୍ଷକଳା ନିର୍ଦ୍ଦେଶକକଥାଚିତ୍ର
୨୦୧୮ସଂଗ୍ରାମ ମହାରଣାଫେରିଆ କମବ୍ୟାକ
୨୦୦୭ଅମିୟ ମହାରଣାଧଉଳି ଏକ୍ସପ୍ରେସ୍
୨୦୦୬ପ୍ରଦୀପ ସ୍ୱାଇଁଶାଶୁଘର ଚାଲିଯିବି
୨୦୦୫ଅମିୟ ମହାରଣାବାବୁ ଆଇ ଲଭ ୟୁ
୧୯୯୮ଅମିୟ ମହାରଣାଶୂନ୍ୟସ୍ୱରୂପ
୧୯୮୪ନିଖିଳ ବରଣ ସେନଗୁପ୍ତାଜନନୀ

ଶ୍ରେଷ୍ଠ ଶବ୍ଦଗ୍ରହଣକାରୀ

[ସମ୍ପାଦନା]
ବର୍ଷଶବ୍ଦଗ୍ରହଣକାରୀକଥାଚିତ୍ର
୨୦୧୮ନିତ୍ୟଶ୍ରୀ ରଞ୍ଜନଜୀବନର ଚଲାପଥେ
୨୦୦୬ମାନସ ଚୌଧୁରୀ, ଗୀତିମୁଗ୍ଧା ସାହାଣୀକଥାନ୍ତର
୨୦୦୫ନିତ୍ୟଶ୍ରୀ ରଞ୍ଜନପ୍ରେମ ଋତୁ ଆସିଲାରେ
୧୯୯୬ସୁବାଶ ସାହୁନୀଳ ମାଷ୍ଟ୍ରାଣୀ
୧୯୮୫ନଗେନ ବାରିକସହରୀ ବାଘ
୧୯୮୪ନଗେନ ବାରିକଜନନୀ
୧୯୮୦ଗୋଲକ ବିହାରି ମିଶ୍ରଜୟ ମା ମଙ୍ଗଳା

ସ୍ୱତନ୍ତ୍ର ଜୁରୀ ପୁରସ୍କାର

[ସମ୍ପାଦନା]
ବର୍ଷବିଜେତାକଥାଚିତ୍ର
୨୦୦୬ରାକେଶ ଦାସତୁମକୁ ପାରୁନି ତ ଭୁଲି
୨୦୦୬ବସନ୍ତ ସାହୁଶାଶୁଘର ଚାଲିଯିବି
୨୦୦୫ସବ୍ୟସାଚୀ ମହାପାତ୍ରଜୟ ଜଗନ୍ନାଥ
୧୯୯୬ପ୍ରିୟଙ୍କା ମହାପାତ୍ରନୀଳ ମାଷ୍ଟ୍ରାଣୀ
୧୯୮୫ବିଦ୍ୟୁତମୟୀ ଦାସଶେଷ ପ୍ରତିକ୍ଷା
୧୯୮୪ରବି ନାରାୟଣ ମହାନ୍ତିବସନ୍ତ ରାସ

୨୨ତମ ରାଜ୍ୟ କଥାଚିତ୍ର ପୁରସ୍କାର:୨୦୧୦

[ସମ୍ପାଦନା]
  • ଜୟଦେବ ପୁରସ୍କାର: ଅପୂର୍ବ କିଶୋର ବୀର
  • ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର (ଶ୍ରେଷ୍ଠ କଥାଚିତ୍ର): ସ୍ୱୟଂସିଦ୍ଧା
  • ଶ୍ରେଷ୍ଠ ଅଭିନେତା: ବାବୁସାନ (କଥାଚିତ୍ର: ପ୍ରେମ ଅଢ଼େଇ ଅକ୍ଷର)
  • ଶ୍ରେଷ୍ଠ ଅଭିନେତ୍ରୀ: ରିୟା (କଥାଚିତ୍ର: ପ୍ରେମ ଅଢ଼େଇ ଅକ୍ଷର)
  • ଶ୍ରେଷ୍ଠ ନିର୍ଦ୍ଦେଶକ: ସୁଧାଂଶୁ ମୋହନ ସାହୁ (କଥାଚିତ୍ର: ସ୍ୱୟଂସିଦ୍ଧା)
  • ଶ୍ରେଷ୍ଠ କାହାଣୀ: ନମିତା ମଲିକ (କଥାଚିତ୍ର: ସ୍ୱୟଂସିଦ୍ଧା)
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ: ଅଭିଜିତ ମଜୁମଦାର (କଥାଚିତ୍ର: ତୁ ଥା ମୁଁ ଯାଉଛି ରୁଷି)
  • ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ: ବାବୁସାନ (କଥାଚିତ୍ର: ପ୍ରେମ ଅଢ଼େଇ ଅକ୍ଷର)
  • ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା: ଇରା ମହାନ୍ତି (କଥାଚିତ୍ର: ମେଘ ସବାରୀରେ ଆସିବ ଫେରି)
  • ଶ୍ରେଷ୍ଠ ଚିତ୍ରଗ୍ରହଣ: ସଞ୍ଜିବ କୁମାର ମହାପାତ୍ର (କଥାଚିତ୍ର: ସ୍ୱୟଂସିଦ୍ଧା)
  • ଶ୍ରେଷ୍ଠ ସମ୍ପାଦନା: ସୁକୁମାର ମଣି (କଥାଚିତ୍ର: ସଞ୍ଜୁ ଆଉ ସଞ୍ଜନା)
  • ଶ୍ରେଷ୍ଠ ଗୀତିକାର: ସ୍ୱରୂପ ନାୟକ (କଥାଚିତ୍ର: ସ୍ୱୟଂସିଦ୍ଧା)
  • ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା: ମିହିର ଦାସ (କଥାଚିତ୍ର: ପ୍ରେମ ଅଢ଼େଇ ଅକ୍ଷର)
  • ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ: ଉଶସୀ ମିଶ୍ର (କଥାଚିତ୍ର: ତୁ ଥା ମୁଁ ଯାଉଛି ରୁଷି)
  • ଶ୍ରେଷ୍ଠ ହାସ୍ୟ କଳାକାର: ଜୀବନ ପଣ୍ଡା
  • ଶ୍ରେଷ୍ଠ ଶିଶୁ ଅଭିନେତା: ମାଷ୍ଟର ଅଙ୍କିତ (କଥାଚିତ୍ର: ମେଘ ସବାରୀରେ ଆସିବ ଫେରି)
  • ଶ୍ରେଷ୍ଠ କଳା ନିର୍ଦ୍ଦେଶକ: ବୁଢ଼ା ମହାରଣା
  • ଶ୍ରେଷ୍ଠ ଶବ୍ଦାଙ୍କନ (ଶବ୍ଦ ଗ୍ରହଣକାରୀ): ଅଜୟ
  • ସ୍ୱତନ୍ତ୍ର ଜୁରୀ ପୁରସ୍କାର: ସିଦ୍ଧାନ୍ତ ମହାପାତ୍ର (କଥାଚିତ୍ର: ସ୍ୱୟଂସିଦ୍ଧା)

୨୦୦୯ରାଜ୍ୟ କଥାଚିତ୍ର ପୁରସ୍କାର

[ସମ୍ପାଦନା]
  • ଜୟଦେବ ପୁରସ୍କାର: ମହାଶ୍ୱେତା ରାୟ
  • ଶ୍ରେଷ୍ଠ କଥାଚିତ୍ର: ସାତସୁରେ ବନ୍ଧା ଏ ଜୀବନ (ମୋହନ ସୁନ୍ଦର ଗୋସ୍ୱାମୀ ପୁରସ୍କାର)
  • ଶ୍ରେଷ୍ଠ ନିର୍ଦ୍ଦେଶକ: ସଞ୍ଜୟ ନାୟକ (କଥାଚିତ୍ର: ପାଗଳ କରିଛି ପାଉଁଜି ତୋର)
  • ଶ୍ରେଷ୍ଠ ଅଭିନେତା: ଅନୁଭବ (କଥାଚିତ୍ର: ଆକାଶେ କି ରଙ୍ଗ ଲାଗିଲା)
  • ଶ୍ରେଷ୍ଠ ଅଭିନେତ୍ରୀ: ଅର୍ଚ୍ଚିତା (କଥାଚିତ୍ର: ପାଗଳ କରିଛି ପାଉଁଜି ତୋର)
  • ଶ୍ରେଷ୍ଠ ହାସ୍ୟ ଅଭିନେତା: ହରିହର ମହାପାତ୍ର (କ: )
  • ଶ୍ରେଷ୍ଠ ଶିଶୁ କଳାକାର: ଓଁକାର (କ: ସାତସୁରେ ବନ୍ଧା ଏ ଜୀବନ)
  • ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା: ମିହିର ଦାସ (କ: ଅଭିମନ୍ୟୁ)
  • ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ: ମଧୁସ୍ମିତା ମିଶ୍ର (କ: ସୁନା ଚଢ଼େଇ ମୋ ରୂପା ଚଢ଼େଇ)
  • ଶ୍ରେଷ୍ଠ ନିର୍ଦ୍ଦେଶକ: ସଞ୍ଜୟ ନାୟକ (କ: ପାଗଳ କରିଛି ପାଉଁଜି ତୋର)
  • ଶ୍ରେଷ୍ଠ କାହାଣୀ: ଭୁଲ୍ଗୁଲାନ (ସମ୍ବଲପୁରୀ କଥାଚିତ୍ର)
  • ଶ୍ରେଷ୍ଠ ଚିତ୍ରନାଟ୍ୟ: ବିଜୟ ମଲ୍ଲ (କ: ଆକାଶେ କି ରଙ୍ଗ ଲାଗିଲା)
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ: ମନ୍ମଥ ମିଶ୍ର (କ: )
  • ଶ୍ରେଷ୍ଠ ଗୀତିକାର: ବସନ୍ତ ରାଜ ସାମଲ
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ: ପଙ୍କଜ ଜାଲ (ଗୀ: )
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା: ଇରା ମହାନ୍ତି (ଗୀ: )
  • ଶ୍ରେଷ୍ଠ ସମ୍ପାଦନା: ଚନ୍ଦ୍ରଶେଖର ମିଶ୍ର (କ: )
  • ଶ୍ରେଷ୍ଠ ଚିତ୍ରଗ୍ରହଣ: ଶୁଭ୍ରାଂଶୁ ଦାସ (ପ୍ରମୋଦ ପତି ପୁରସ୍କାର)
  • ଶ୍ରେଷ୍ଠ କଳା ନିର୍ଦ୍ଦେଶକ: ମାଗୁଣି ପରିଡ଼ା (କ: )
  • ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ: ସ୍ୱପ୍ନଜିତ ସାବତ (କ: )
  • ସ୍ୱତନ୍ତ୍ର ଜୁରୀ: ତୃପ୍ତି ପଣ୍ଡା

୨୦୦୮ରାଜ୍ୟ କଥାଚିତ୍ର ପୁରସ୍କାର

[ସମ୍ପାଦନା]
  • ଜୟଦେବ ପୁରସ୍କାର: ସାଧୁ ମେହେର
  • ଶ୍ରେଷ୍ଠ କଥାଚିତ୍ର: ଜୀଅନ୍ତା ଭୂତ (ମୋହନ ସୁନ୍ଦର ଗୋସ୍ୱାମୀ ପୁରସ୍କାର)
  • ଶ୍ରେଷ୍ଠ ଅଭିନେତା: ଆକାଶ (କଥାଚିତ୍ର: କଳିଙ୍ଗ ପୁତ୍ର)
  • ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା: ବିଜୟ ମହାନ୍ତି (କ: ସତ୍ୟମେବ ଜୟତେ)
  • ଶ୍ରେଷ୍ଠ ଅଭିନେତ୍ରୀ: ରାଲି
  • ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ: ଅପରାଜିତା ମହାନ୍ତି (କ: ହସିବ ପୁଣି ମୋ ସୁନା ସଂସାର)
  • ଶ୍ରେଷ୍ଠ ହାସ୍ୟ ଅଭିନେତା: ହାଡୁ (କ: )
  • ଶ୍ରେଷ୍ଠ ଶିଶୁ କଳାକାର: ବୁଦ୍ଧନ (କ: କଳିଙ୍ଗପୁତ୍ର)
  • ଶ୍ରେଷ୍ଠ ନିର୍ଦ୍ଦେଶକ: ପ୍ରଶାନ୍ତ ନନ୍ଦ (କ: ଜୀଅନ୍ତା ଭୂତ)
  • ଶ୍ରେଷ୍ଠ କାହାଣୀ: ସତ୍ୟମେବ ଜୟତେ
  • ଶ୍ରେଷ୍ଠ ଚିତ୍ରନାଟ୍ୟ: ବିରଞ୍ଚି ନାରାୟଣ ପଣ୍ଡା (କ: କଳିଙ୍ଗପୁତ୍ର)
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ: ବୁବୁ ମିଶ୍ର (କ: ହସିବ ପୁଣି ମୋ ସୁନାସଂସାର)
  • ଶ୍ରେଷ୍ଠ ଗୀତିକାର: ଦେବୀଦତ୍ତ
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ: ବିଭୁ କିଶୋର (ଗୀ: ଜୀଇଁବାର ମାନେ)
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା:ଶୈଳଭାମା (ଗୀ: ଦିନ ସରେ ସରିଯାଏ)
  • ଶ୍ରେଷ୍ଠ ସମ୍ପାଦନା: ପ୍ରଶାନ୍ତ ନନ୍ଦ (କ: ଜିଅନ୍ତା ଭୂତ)
  • ଶ୍ରେଷ୍ଠ ଚିତ୍ରଗ୍ରହଣ: ଅପୂର୍ବ କିଶୋର (ପ୍ରମୋଦ ପତି ପୁରସ୍କାର)
  • ଶ୍ରେଷ୍ଠ କଳା ନିର୍ଦ୍ଦେଶକ: ବୁଢ଼ା ମହାରଣା (କ: )
  • ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ: ଅନୁପ ମୁଖାର୍ଜୀ(କ: )
  • ସ୍ୱତନ୍ତ୍ର ଜୁରୀ: ରିମଝିମ (କ: )

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. "Odisha 23rd state film awards announced". odishatv.in. Retrieved 16 November 2012. 'Eka Eka' also bagged the Mohan Sunder Goswami Dev Award as the best feature film for the year 2011.[permanent dead link]
  2. "OdiaSite.Com". odiasite.com. Retrieved 16 November 2012. Veteran Actor and Director Prashanta Nanda has been adjudged the Best Director and Best Story Teller for the film 'Thukul'.
  3. "Odisha 23rd state film awards announced". mbctv.co.in. Archived from the original on 16 August 2022. Retrieved 16 November 2012. Sidhanta Mohapatra was selected best actor for his film 'Eka Eka'
  4. Prasad, Ananta. "The character KALINGA has own the award in my disguise: Akash". orissadiary.com. Archived from the original on 2 May 2013. Retrieved 27 September 2015.
  5. "Odisha 23rd state film awards announced | Business Standard". business-standard.com. Retrieved 16 November 2012. Archita Sahu was selected for the best actress award for her performance in 'Chocolate'

ଅଧିକ ତଥ୍ୟ

[ସମ୍ପାଦନା]