ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ସାଂସଦଙ୍କ ତାଲିକା
ଦେଖଣା
ରାଜ୍ୟସଭାକୁ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ସମସ୍ତ ସଦସ୍ୟଙ୍କ ତାଲିକା (୧୯୫୨ ମସିହାଠାରୁ ୨୦୧୨)
[ସମ୍ପାଦନା]| ସଂ. | ନାମ | ଦଳ | ପାଳି | କାର୍ଯ୍ୟକାଳ ଆରମ୍ଭ | କାର୍ଯ୍ୟକାଳ ଶେଷ |
|---|---|---|---|---|---|
| ୧ | ଅକ୍ଷୟ ପଣ୍ଡା | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୨ ଜୁଲାଇ ୧୯୮୦ | ୦୧ ଜୁଲାଇ ୧୯୮୬ |
| ୨ | ଅନନ୍ତ ସେଠୀ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୯୬ | ୦୨ ଅପ୍ରେଲ ୨୦୦୨ |
| ୩ | ଅଭିମନ୍ୟୁ ରଥ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୫୬ | ୦୨ ଅପ୍ରେଲ ୧୯୬୨ |
| ୪ | ଆର. ପି. ଦୁବେ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୫୨ | ୦୨ ଅପ୍ରେଲ ୧୯୬୦ |
| ୫ | ଇଲା ପଣ୍ଡା | ଜନତା ଦଳ | ୧ | ୦୨ ଜୁଲାଇ ୧୯୯୨ | ୦୧ ଜୁଲାଇ ୧୯୯୮ |
| ୬ | ଏସ. ଆର. ବୋମାଇ | ଜନତା ଦଳ | ୧ | ୦୨ ଜୁଲାଇ ୧୯୯୨ | ୦୧ ଜୁଲାଇ ୧୯୯୮ |
| ୭ | କାମାକ୍ଷା ପ୍ରସାଦ ସିଂଦେଓ | ଅନ୍ୟ | ୧ | ୨୮ ଜାନୁଆରୀ ୧୯୭୨ | ୦୨ ଅପ୍ରେଲ ୧୯୭୬ |
| ୮ | କିଶୋର କୁମାର ମହାନ୍ତି | ବିଜୁ ଜନତା ଦଳ | ୧ | ୦୬ ଅଗଷ୍ଟ ୨୦୦୯ | ୦୩ ଅପ୍ରେଲ ୨୦୧୨ |
| ୯ | କୃଷ୍ଣ ଚନ୍ଦ୍ର ପଣ୍ଡା | ଅନ୍ୟ | ୧ | ୦୩ ଅପ୍ରେଲ ୧୯୬୮ | ୦୨ ଅପ୍ରେଲ ୧୯୭୪ |
| ୧୦ | କୃଷ୍ଣ ଚନ୍ଦ୍ର ଲେଙ୍କା | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୮୮ | ୦୨ ଅପ୍ରେଲ ୧୯୯୪ |
| ୧୧ | କେ. ବାସୁଦେବ ପାନିକର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୮୪ | ୦୨ ଅପ୍ରେଲ ୧୯୯୦ |
| ୧୨ | ଗଣେଶ୍ୱର କୁସୁମ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୮୪ | ୦୨ ଅପ୍ରେଲ ୧୯୯୦ |
| ୧୩ | ଗୟାଚାନ୍ଦ ଭୂୟାଁ | JAN | ୧ | ୦୩ ଅପ୍ରେଲ ୧୯୮୨ | ୦୨ ଅପ୍ରେଲ ୧୯୮୮ |
| ୧୪ | ଗୋବିନ୍ଦ ଚନ୍ଦ୍ର ମିଶ୍ର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୬ ଡିସେମ୍ବର ୧୯୫୬ | ୦୨ ଅପ୍ରେଲ ୧୯୬୦ |
| ୧୫ | ଘାସିରାମ ସାଣ୍ଡିଲ | ଅନ୍ୟ | ୧ | ୦୫ ମଇ ୧୯୫୯ | ୦୨ ଅପ୍ରେଲ ୧୯୬୦ |
| ୧୬ | ଛତ୍ରପାଲ ସିଂହ ଲୋଧା | ଭାରତୀୟ ଜନତା ପାର୍ଟି | ୧ | ୦୨ ଅପ୍ରେଲ ୨୦୦୪ | ୧୮ ଡିସେମ୍ବର ୨୦୦୫ |
| ୧୭ | ଜଗଦିଶ ଜାନୀ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୨ ଜୁଲାଇ ୧୯୮୦ | ୦୧ ଜୁଲାଇ ୧୯୮୬ |
| ୧୭.୧ | ଜଗଦିଶ ଜାନୀ | ଭାରତୀୟ ଜାତୀୟ କଂଗ୍ରେସ | ୨ | ୦୨ ଜୁଲାଇ ୧୯୮୬ | ୦୧ ଜୁଲାଇ ୧୯୯୨ |
| ୧୮ | ଜଗନ୍ନାଥ ଦାସ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୫୨ | ୦୨ ଅପ୍ରେଲ ୧୯୫୬ |
| ୧୯ | ଜୟନ୍ତୀ ପଟ୍ଟନାୟକ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୯୬ | ୦୨ ଅପ୍ରେଲ ୨୦୦୨ |
| ୨୦ | ଦିବାକର ପଟ୍ଟନାୟକ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୫୮ | ୦୨ ଅପ୍ରେଲ ୧୯୬୪ |
| ୨୧ | ଦିଲୀପ ତିର୍କି | ବିଜୁ ଜନତା ଦଳ | ୧ | ୦୪ ଅପ୍ରେଲ ୨୦୦୧୨ | ୦୩ ଅପ୍ରେଲ ୨୦୧୮ |
| ୨୨ | ଦିଲ୍ଲିପ ରାୟ | ବିଜୁ ଜନତା ଦଳ | ୧ | ୦୩ ଅପ୍ରେଲ ୧୯୯୬ | ୦୨ ଅପ୍ରେଲ ୨୦୦୨ |
| ୨୨.୧ | ଦିଲ୍ଲିପ ରାୟ | ସ୍ୱାଧୀନ | ୨ | ୦୩ ଅପ୍ରେଲ ୨୦୦୨ | ୦୨ ଅପ୍ରେଲ ୨୦୦୮ |
| ୨୩ | ଦେବାନନ୍ଦ ଅମାତ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୬ ମାର୍ଚ୍ଚ ୧୯୭୩ | ୦୨ ଅପ୍ରେଲ ୧୯୭୪ |
| ୨୪ | ଧନଞ୍ଜୟ ମହାନ୍ତି | ଭାରତୀୟ ଜାତୀୟ କଂଗ୍ରେସ | ୧ | ୨୨ ଅଗଷ୍ଟ ୧୯୬୧ | ୦୨ ଅପ୍ରେଲ ୧୯୬୪ |
| ୨୫ | ଧନେଶ୍ୱର ମାଝି | JAN | ୧ | ୦୩ ଅପ୍ରେଲ ୧୯୭୮ | ୦୨ ଅପ୍ରେଲ ୧୯୮୪ |
| ୨୬ | ନନ୍ଦ କିଶୋର ଦାସ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୬୦ | ୦୨ ଅପ୍ରେଲ ୧୯୬୬ |
| ୨୭ | ନନ୍ଦିନୀ ଶତପଥୀ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୬୨ | ୦୨ ଅପ୍ରେଲ ୧୯୬୮ |
| ୨୭.୧ | ନନ୍ଦିନୀ ଶତପଥୀ | ଭାରତୀୟ ଜାତୀୟ କଂଗ୍ରେସ | ୨ | ୦୩ ଅପ୍ରେଲ ୧୯୬୮ | ୦୨ ଅପ୍ରେଲ ୧୯୭୪ |
| ୨୮ | ନରସିଂହ ପ୍ରସାଦ ନନ୍ଦ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୭୬ | ୦୨ ଅପ୍ରେଲ ୧୯୮୨ |
| ୨୯ | ନରେନ୍ଦ୍ର ପ୍ରଧାନ | ଜନତା ଦଳ | ୧ | ୦୨ ଜୁଲାଇ ୧୯୯୨ | ୦୧ ଜୁଲାଇ ୧୯୯୮ |
| ୩୦ | ନାରାୟଣ ପାତ୍ର | ଅନ୍ୟ | ୧ | ୦୩ ଅପ୍ରେଲ ୧୯୬୪ | ୦୨ ଅପ୍ରେଲ ୧୯୭୦ |
| ୩୧ | ନିଳମଣି ରାଉତରାୟ | JAN | ୧ | ୦୩ ଅପ୍ରେଲ ୧୯୭୬ | ୦୨ ଅପ୍ରେଲ ୧୯୮୨ |
| ୩୨ | ପତିତପାବନ ପ୍ରଧାନ | LD | ୧ | ୧୩ ଜୁଲାଇ ୧୯୭୭ | ୦୨ ଅପ୍ରେଲ ୧୯୮୨ |
| ୩୩ | ପି. ଡି. ହିମତସିଙ୍ଗ୍କା | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୫୬ | ୦୨ ଅପ୍ରେଲ ୧୯୬୨ |
| ୩୪ | ପ୍ରଫୁଲ୍ଲ ଚନ୍ଦ୍ର ଭଞ୍ଜଦେଓ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୫୨ | ୦୨ ଅପ୍ରେଲ ୧୯୫୪ |
| ୩୪.୧ | ପ୍ରଫୁଲ୍ଲ ଚନ୍ଦ୍ର ଭଞ୍ଜଦେଓ | ଅନ୍ୟ | ୨ | ୦୩ ଅପ୍ରେଲ ୧୯୫୪ | ୦୨ ଅପ୍ରେଲ ୧୯୬୦ |
| ୩୫ | ପ୍ରଭାତ କୁମାର ସାମନ୍ତରାୟ | ଜନତା ଦଳ | ୧ | ୦୩ ଅପ୍ରେଲ ୧୯୯୦ | ୦୨ ଅପ୍ରେଲ ୧୯୯୬ |
| ୩୬ | ପ୍ରମିଳା ବହିଦାର | ବିଜୁ ଜନତା ଦଳ | ୧ | ୦୩ ଅପ୍ରେଲ ୨୦୦୨ | ୦୨ ଅପ୍ରେଲ ୨୦୦୮ |
| ୩୭ | ପ୍ୟାରିମୋହନ ମହାପାତ୍ର | ବିଜୁ ଜନତା ଦଳ | ୧ | ୦୨ ଜୁଲାଇ ୨୦୦୪ | ୦୧ ଜୁଲାଇ ୨୦୧୦ |
| ୩୭.୧ | ପ୍ୟାରିମୋହନ ମହାପାତ୍ର | ବିଜୁ ଜନତା ଦଳ | ୨ | ୦୨ ଜୁଲାଇ ୨୦୧୦ | ୦୧ ଜୁଲାଇ ୨୦୧୬ |
| ୩୮ | ଫ୍ରିଡ଼ା ଟପ୍ନୋ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୭ ଅପ୍ରେଲ ୧୯୯୮ | ୦୨ ଅପ୍ରେଲ ୨୦୦୨ |
| ୩୯ | ବନମାଳୀ ବାବୁ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୮୨ | ୦୨ ଅପ୍ରେଲ ୧୯୮୮ |
| ୪୦ | ବଲବୀର ପୁଞ୍ଜ | ଭାରତୀୟ ଜନତା ପାର୍ଟି | ୧ | ୦୩ ଅପ୍ରେଲ ୨୦୦୮ | ୦୨ ଅପ୍ରେଲ ୨୦୧୪ |
| ୪୧ | ବସନ୍ତ କୁମାର ଦାସ | ଜନତା ଦଳ | ୧ | ୦୩ ଅପ୍ରେଲ ୧୯୯୦ | ୦୨ ଅପ୍ରେଲ ୧୯୯୬ |
| ୪୨ | ବାଙ୍କ ବିହାରୀ ଦାସ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୬୬ | ୦୨ ଅପ୍ରେଲ ୧୯୭୨ |
| ୪୩ | ବାସୁଦେବ ମହାପାତ୍ର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୨ ଜୁଲାଇ ୧୯୮୬ | ୦୧ ଜୁଲାଇ ୧୯୯୨ |
| ୪୪ | ବିଜୁ ପଟ୍ଟନାୟକ | ଜନତା ଦଳ | ୧ | ୧୩ ମଇ ୧୯୭୧ | ୦୬ ଅକ୍ଟୋବର ୧୯୭୧ |
| ୪୫ | ବିନୟ କୁମାର ମହାନ୍ତି | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୬୪ | ୦୨ ଅପ୍ରେଲ ୧୯୭୦ |
| ୪୫.୧ | ବିନୟ କୁମାର ମହାନ୍ତି | ଭାରତୀୟ ଜାତୀୟ କଂଗ୍ରେସ | ୨ | ୦୩ ଅପ୍ରେଲ ୧୯୭୦ | ୦୨ ଅପ୍ରେଲ ୧୯୭୬ |
| ୪୬ | ବିବୁଧେନ୍ଦ୍ର ମିଶ୍ର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୫୮ | ୦୨ ଅପ୍ରେଲ ୧୯୬୪ |
| ୪୭ | ବିଶ୍ୱନାଥ ଦାସ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୫୪ | ୦୨ ଅପ୍ରେଲ ୧୯୬୦ |
| ୪୭.୧ | ବିଶ୍ୱନାଥ ଦାସ | ଭାରତୀୟ ଜାତୀୟ କଂଗ୍ରେସ | ୨ | ୦୩ ଅପ୍ରେଲ ୧୯୬୦ | ୦୨ ଅପ୍ରେଲ ୧୯୬୬ |
| ୪୮ | ବୀର କେଶରୀ ଦେଓ | ଅନ୍ୟ | ୧ | ୧୯ ଅପ୍ରେଲ ୧୯୬୭ | ୦୨ ଅପ୍ରେଲ ୧୯୭୦ |
| ୪୮.୧ | ବୀର କେଶରୀ ଦେଓ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୭୦ | ୦୨ ଅପ୍ରେଲ ୧୯୭୬ |
| ୪୯ | ବୈକୁଣ୍ଠ ନାଥ ସାହୁ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୭ ଅକ୍ଟୋବର ୧୯୮୮ | ୦୨ ଅପ୍ରେଲ ୧୯୯୦ |
| ୫୦ | ବୈଜୟନ୍ତ ପଣ୍ଡା | ବିଜୁ ଜନତା ଦଳ | ୧ | ୦୪ ଅପ୍ରେଲ ୨୦୦୦ | ୦୩ ଅପ୍ରେଲ ୨୦୦୬ |
| ୫୦.୧ | ବୈଜୟନ୍ତ ପଣ୍ଡା | ବିଜୁ ଜନତା ଦଳ | ୧ | ୦୪ ଅପ୍ରେଲ ୨୦୦୬ | ୦୩ ଅପ୍ରେଲ ୨୦୧୨ |
| ୫୧ | ବୈଦ୍ୟନାଥ ରଥ | ସି. ପି. ଆଇ | ୧ | ୦୩ ଅପ୍ରେଲ ୧୯୫୨ | ୦୨ ଅପ୍ରେଲ ୧୯୫୪ |
| ୫୨ | ବୈରାଗି ଦ୍ୱିବେଦୀ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୬୦ | ୦୨ ଅପ୍ରେଲ ୧୯୬୬ |
| ୫୩ | ବୈଷ୍ଣବ ଚରଣ ପରିଡ଼ା | ବିଜୁ ଜନତା ଦଳ | ୧ | ୦୨ ଜୁଲାଇ ୨୦୧୦ | ୦୧ ଜୁଲାଇ ୨୦୧୬ |
| ୫୪ | ବ୍ରହ୍ମାନନ୍ଦ ପଣ୍ଡା | ଅନ୍ୟ | ୧ | ୩୦ ନଭେମ୍ବର ୧୯୬୭ | ୦୨ ଅପ୍ରେଲ ୧୯୭୨ |
| ୫୪.୧ | ବ୍ରହ୍ମାନନ୍ଦ ପଣ୍ଡା | ଅନ୍ୟ | ୨ | ୦୩ ଅପ୍ରେଲ ୧୯୭୨ | ୦୨ ଅପ୍ରେଲ ୧୯୭୮ |
| ୫୫ | ଭଗବାନ ମାଝି | ଜନତା ଦଳ | ୧ | ୦୩ ଅପ୍ରେଲ ୧୯୯୪ | ୦୨ ଅପ୍ରେଲ ୨୦୦୦ |
| ୫୬ | ଭବାନି ଚରଣ ପଟ୍ଟନାୟକ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୨୯ ଅଗଷ୍ଟ ୧୯୬୧ | ୦୨ ଅପ୍ରେଲ ୧୯୬୬ |
| ୫୬.୧ | ଭବାନି ଚରଣ ପଟ୍ଟନାୟକ | ଭାରତୀୟ ଜାତୀୟ କଂଗ୍ରେସ | ୨ | ୦୩ ଅପ୍ରେଲ ୧୯୬୬ | ୦୨ ଅପ୍ରେଲ ୧୯୭୨ |
| ୫୬.୨ | ଭବାନି ଚରଣ ପଟ୍ଟନାୟକ | ଭାରତୀୟ ଜାତୀୟ କଂଗ୍ରେସ | ୩ | ୦୩ ଅପ୍ରେଲ ୧୯୭୮ | ୦୨ ଅପ୍ରେଲ ୧୯୮୪ |
| ୫୭ | ଭାଗିରଥୀ ମହାପାତ୍ର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୫୬ | ୦୨ ଅପ୍ରେଲ ୧୯୬୨ |
| ୫୮ | ଭାଗିରଥୀ ମାଝି | ଭାରତୀୟ ଜନତା ପାର୍ଟି | ୧ | ୨୪ ମାର୍ଚ୍ଚ ୨୦୦୬ | ୦୧ ଜୁଲାଇ ୨୦୧୦ |
| ୫୯ | ଭୂବନାନନ୍ଦ ଦାସ | ଅନ୍ୟ | ୧ | ୨୭ ଅପ୍ରେଲ ୧୯୫୭ | ୨୩ ଫେବୃଆରୀ ୧୯୫୮ |
| ୬୦ | ଭୈରବ ଚନ୍ଦ୍ର ମହାନ୍ତି | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୭୪ | ୦୨ ଅପ୍ରେଲ ୧୯୮୦ |
| ୬୧ | ମଙ୍ଗଳା କିଶାନ | ବିଜୁ ଜନତା ଦଳ | ୧ | ୦୩ ଅପ୍ରେଲ ୨୦୦୮ | ୦୨ ଅପ୍ରେଲ ୨୦୧୪ |
| ୬୨ | ମନମୋହନ ମାଥୁର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୮୮ | ୦୨ ଅପ୍ରେଲ ୧୯୯୪ |
| ୬୩ | ମନମୋହନ ସାମଲ | ଭାରତୀୟ ଜନତା ପାର୍ଟି | ୧ | ୦୪ ଅପ୍ରେଲ ୨୦୦୦ | ୦୩ ଅପ୍ରେଲ ୨୦୦୬ |
| ୬୪ | ମନ୍ମଥ ନାଥ ଦାସ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୨ ଜୁଲାଇ ୧୯୯୮ | ୦୧ ଜୁଲାଇ ୨୦୦୪ |
| ୬୫ | ମନ୍ମଥ ନାଥ ମିଶ୍ର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୬୨ | ୦୨ ଅପ୍ରେଲ ୧୯୬୮ |
| ୬୬ | ମହେଶ୍ୱର ନାୟକ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୫୬ | ୦୨ ଅପ୍ରେଲ ୧୯୬୨ |
| ୬୬.୧ | ମହେଶ୍ୱର ନାୟକ | ଭାରତୀୟ ଜାତୀୟ କଂଗ୍ରେସ | ୨ | ୦୩ ଅପ୍ରେଲ ୧୯୫୬ | ୦୨ ଅପ୍ରେଲ ୧୯୬୨ |
| ୬୭ | ମୀରା ଦାସ | ଜନତା ଦଳ | ୧ | ୦୩ ଅପ୍ରେଲ ୧୯୯୦ | ୦୨ ଅପ୍ରେଲ ୧୯୯୬ |
| ୬୮ | ମୋରିସ କୁଜୁର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୯୬ | ୦୨ ଅପ୍ରେଲ ୨୦୦୨ |
| ୬୯ | ରଙ୍ଗନାଥ ମିଶ୍ର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୨ ଜୁଲାଇ ୧୯୯୮ | ୦୧ ଜୁଲାଇ ୨୦୦୪ |
| ୭୦ | ରବି ରାୟ | LD | ୧ | ୦୩ ଅପ୍ରେଲ ୧୯୭୪ | ୦୨ ଅପ୍ରେଲ ୧୯୮୦ |
| ୭୧ | ରବିନାରାୟଣ ମହାପାତ୍ର | ବିଜୁ ଜନତା ଦଳ | ୧ | ୦୪ ଅପ୍ରେଲ ୨୦୧୨ | ୦୩ ଅପ୍ରେଲ ୨୦୧୮ |
| ୭୨ | ରାଧାକାନ୍ତ ନାୟକ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୨ ଜୁଲାଇ ୨୦୦୪ | ୦୧ ଜୁଲାଇ ୨୦୧୦ |
| ୭୩ | ରାଧାକୃଷ୍ଣ ବିଶ୍ୱାସରାୟ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୫୨ | ୦୨ ଅପ୍ରେଲ ୧୯୫୮ |
| ୭୪ | ରାମ ଚନ୍ଦ୍ର ଖୁଣ୍ଟିଆ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୨ ଜୁଲାଇ ୧୯୯୮ | ୦୧ ଜୁଲାଇ ୨୦୦୪ |
| ୭୪.୧ | ରାମ ଚନ୍ଦ୍ର ଖୁଣ୍ଟିଆ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୨୦୦୮ | ୦୨ ଅପ୍ରେଲ ୨୦୧୪ |
| ୭୫ | ରାହାସ ବିହାରୀ ବାରିକ | ଜନତା ଦଳ | ୧ | ୦୩ ଅପ୍ରେଲ ୧୯୯୪ | ୦୨ ଅପ୍ରେଲ ୨୦୦୦ |
| ୭୬ | ରୁଦ୍ର ନାରାୟଣ ପାଣି | ଭାରତୀୟ ଜନତା ପାର୍ଟି | ୧ | ୨୪ ଜୁନ ୨୦୦୪ | ୦୩ ଅପ୍ରେଲ ୨୦୦୬ |
| ୭୬.୧ | ରୁଦ୍ର ନାରାୟଣ ପାଣି | ଭାରତୀୟ ଜନତା ପାର୍ଟି | ୨ | ୦୪ ଅପ୍ରେଲ ୨୦୦୬ | ୦୩ ଅପ୍ରେଲ ୨୦୧୨ |
| ୭୭ | ରେଣୁବାଳା ପ୍ରଧାନ | ବିଜୁ ଜନତା ଦଳ | ୧ | ୦୩ ଅପ୍ରେଲ ୨୦୦୮ | ୦୨ ଅପ୍ରେଲ ୨୦୧୪ |
| ୭୮ | ଲକ୍ଷ୍ମଣ ମହାପାତ୍ର | ସି. ପି. ଆଇ | ୧ | ୦୩ ଅପ୍ରେଲ ୧୯୭୪ | ୦୨ ଅପ୍ରେଲ ୧୯୮୦ |
| ୭୯ | ଲିଙ୍ଗରାଜ ମିଶ୍ର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୨୭ ଅପ୍ରେଲ ୧୯୫୭ | ୧୯ ଡିସେମ୍ବର ୧୯୫୭ |
| ୮୦ | ଲୋକନାଥ ମିଶ୍ର | ଅନ୍ୟ | ୧ | ୦୩ ଅପ୍ରେଲ ୧୯୬୦ | ୦୨ ଅପ୍ରେଲ ୧୯୬୬ |
| ୮୦.୧ | ଲୋକନାଥ ମିଶ୍ର | ଅନ୍ୟ | ୨ | ୦୩ ଅପ୍ରେଲ ୧୯୬୬ | ୦୨ ଅପ୍ରେଲ ୧୯୭୨ |
| ୮୦.୨ | ଲୋକନାଥ ମିଶ୍ର | JAN | ୩ | ୦୩ ଅପ୍ରେଲ ୧୯୭୨ | ୦୨ ଅପ୍ରେଲ ୧୯୭୮ |
| ୮୧ | ଶଙ୍କର ପ୍ରତାପ ସିଂହ ଦେବ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୬୪ | ୦୨ ଅପ୍ରେଲ ୧୯୭୦ |
| ୮୨ | ଶଶିଭୂଷଣ ବେହେରା | ବିଜୁ ଜନତା ଦଳ | ୧ | ୦୨ ଜୁଲାଇ ୨୦୧୦ | ୦୧ ଜୁଲାଇ ୨୦୧୬ |
| ୮୩ | ଶାରଦା ମହାନ୍ତି | ଜନତା ଦଳ | ୧ | ୦୩ ଅପ୍ରେଲ ୧୯୯୦ | ୦୨ ଅପ୍ରେଲ ୧୯୯୬ |
| ୮୪ | ଶୈଳବାଳା ଦାସ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୫୨ | ୦୨ ଅପ୍ରେଲ ୧୯୫୪ |
| ୮୫ | ଶ୍ୟାମ ସୁନ୍ଦର ମହାପାତ୍ର | IND. | ୧ | ୦୨ ଜୁଲାଇ ୧୯୮୦ | ୦୧ ଜୁଲାଇ ୧୯୮୬ |
| ୮୬ | ସତ୍ୟାନନ୍ଦ ମିଶ୍ର | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୭ ଅପ୍ରେଲ ୧୯୬୨ | ୦୨ ଅପ୍ରେଲ ୧୯୬୪ |
| ୮୭ | ସନାତନ ବିଶି | ଜନତା ଦଳ | ୧ | ୦୩ ଅପ୍ରେଲ ୧୯୯୪ | ୦୨ ଅପ୍ରେଲ ୨୦୦୦ |
| ୮୮ | ସନ୍ତୋଷ କୁମାର ସାହୁ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୭୬ | ୦୨ ଅପ୍ରେଲ ୧୯୮୨ |
| ୮୮.୧ | ସନ୍ତୋଷ କୁମାର ସାହୁ | ଭାରତୀୟ ଜାତୀୟ କଂଗ୍ରେସ | ୨ | ୦୩ ଅପ୍ରେଲ ୧୯୮୨ | ୦୨ ଅପ୍ରେଲ ୧୯୮୮ |
| ୮୮.୨ | ସନ୍ତୋଷ କୁମାର ସାହୁ | ଭାରତୀୟ ଜାତୀୟ କଂଗ୍ରେସ | ୩ | ୦୩ ଅପ୍ରେଲ ୧୯୮୮ | ୦୨ ଅପ୍ରେଲ ୧୯୯୪ |
| ୮୯ | ସରସ୍ୱତୀ ପ୍ରଧାନ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୭୨ | ୦୨ ଅପ୍ରେଲ ୧୯୭୮ |
| ୯୦ | ସି. ପି. ମାଝି | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୭୨ | ୦୨ ଅପ୍ରେଲ ୧୯୭୮ |
| ୯୧ | ସୁନିଲ କୁମାର ପଟ୍ଟନାୟକ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୮୪ | ୦୨ ଅପ୍ରେଲ ୧୯୯୦ |
| ୯୨ | ସୁନ୍ଦର ମୋହନ ହେମ୍ରମ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୫୨ | ୦୨ ଅପ୍ରେଲ ୧୯୫୬ |
| ୯୩ | ସୁନ୍ଦରମଣି ପଟେଲ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୬୨ | ୦୨ ଅପ୍ରେଲ ୧୯୬୮ |
| ୯୩.୧ | ସୁନ୍ଦରମଣି ପଟେଲ | ଅନ୍ୟ | ୨ | ୦୩ ଅପ୍ରେଲ ୧୯୬୮ | ୦୨ ଅପ୍ରେଲ ୧୯୭୪ |
| ୯୪ | ସୁବାସ ମହାନ୍ତି | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୮୪ | ୦୨ ଅପ୍ରେଲ ୧୯୯୦ |
| ୯୫ | ସୁରେନ୍ଦ୍ର ମହାନ୍ତି | ଅନ୍ୟ | ୧ | ୦୩ ଅପ୍ରେଲ ୧୯୫୨ | ୦୨ ଅପ୍ରେଲ ୧୯୫୮ |
| ୯୫.୧ | ସୁରେନ୍ଦ୍ର ମହାନ୍ତି | ଭାରତୀୟ ଜାତୀୟ କଂଗ୍ରେସ | ୨ | ୦୩ ଅପ୍ରେଲ ୧୯୭୮ | ୦୨ ଅପ୍ରେଲ ୧୯୮୪ |
| ୯୬ | ସୁରେନ୍ଦ୍ର ଲାଠ | ଭାରତୀୟ ଜନତା ପାର୍ଟି | ୧ | ୦୩ ଅପ୍ରେଲ ୨୦୦୨ | ୦୨ ଅପ୍ରେଲ ୨୦୦୮ |
| ୯୭ | ସୁରେନ୍ଦ୍ରନାଥ ଦ୍ୱିବେଦୀ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୫୨ | ୦୨ ଅପ୍ରେଲ ୧୯୫୬ |
| ୯୮ | ସୁଶୀଳା ତିରିୟା | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୨ ଜୁଲାଇ ୧୯୮୬ | ୦୧ ଜୁଲାଇ ୧୯୯୨ |
| ୯୮.୧ | ସୁଶୀଳା ତିରିୟା | ଭାରତୀୟ ଜାତୀୟ କଂଗ୍ରେସ | ୨ | ୦୪ ଅପ୍ରେଲ ୨୦୦୬ | ୦୩ ଅପ୍ରେଲ ୨୦୧୨ |
| ୯୯ | ସୂରଜମଲ ଶାହା | ଅନ୍ୟ | ୧ | ୦୩ ଅପ୍ରେଲ ୧୯୭୦ | ୦୨ ଅପ୍ରେଲ ୧୯୭୬ |
| ୧୦୦ | ସ୍ୱପ୍ନାନନ୍ଦ ପାଣିଗ୍ରାହୀ | ଭାରତୀୟ ଜାତୀୟ କଂଗ୍ରେସ | ୧ | ୦୩ ଅପ୍ରେଲ ୧୯୯୪ | ୦୨ ଅପ୍ରେଲ ୧୯୬୦ |
| ୧୦୧ | ହନୀଫ ମହମ୍ମଦ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୬୬ | ୦୨ ଅପ୍ରେଲ ୧୯୭୨ |
| ୧୦୨ | ହରିହର ପଟେଲ | ଅନ୍ୟ | ୧ | ୦୩ ଅପ୍ରେଲ ୧୯୫୮ | ୦୨ ଅପ୍ରେଲ ୧୯୬୪ |
| ୧୦୩ | ହରେକୃଷ୍ଣ ମଲ୍ଲିକ | ଜନତା ଦଳ | ୧ | ୦୩ ଅପ୍ରେଲ ୧୯୭୮ | ୦୨ ଅପ୍ରେଲ ୧୯୮୪ |