ହୀରାନୀଳା
ଦେଖଣା
| ହୀରାନୀଳା | |
|---|---|
| ନିର୍ଦ୍ଦେଶକ | ପ୍ରଶାନ୍ତ ନନ୍ଦ |
| ପ୍ରଯୋଜକ | ପ୍ରଶାନ୍ତ ନନ୍ଦ |
| କଳାକାର | ପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ, ଶ୍ରୀରାମ ପଣ୍ଡା, ନିହାରିକା ସାହୁ |
| ସଙ୍ଗୀତ | ସ୍ୱରୂପ ନାୟକ |
| ସମ୍ପାଦକ | ପ୍ରଶାନ୍ତ ନନ୍ଦ |
ମୁକ୍ତିଲାଭ ତାରିଖ | ୧୯୮୬ [୧] |
| ଦେଶ | |
| ଭାଷା | ଓଡ଼ିଆ |
ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ହୀରାନୀଳା [୨] ୧୯୮୬ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ହୀରାନୀଳା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର
[ସମ୍ପାଦନା]- ↑ ସିନେ ସମ୍ବାଦ, ଅଗଷ୍ଟ ୧୯୯୭, ପୃଷ୍ଠା-୮୦
- ↑ ଇଣ୍ଟରନେଟ ମୁଭି ଡାଟାବେସରେ ହୀରାନୀଳା
- ↑ "ଭଲ ସିନେମାରେ ଅର୍ଥ ବିନିଯୋଗ କରିବା ମନୋଭାବ ଓଡ଼ିଶାରେ ବିରଳ: ଡଲି ଜେନା" (in Odia). ଓଡ଼ିଶା. 18 October 2017. Archived from the original on 14 October 2020. Retrieved 1 October 2018.
{{cite news}}: CS1 maint: unrecognized language (link)