ରବିନାରାୟଣ ମହାପାତ୍ର

ଉଇକିପିଡ଼ିଆ‌ରୁ
ରବି ନାରାୟଣ ମହାପାତ୍ର
Sj. Rabinarayan Mohapatra, The member of Rajya Sabha, The Parliament of India.JPG
ରବି ନାରାୟଣ ମହାପାତ୍ର
ସଂଦସର ସଭା, ରାଜ୍ୟ ସଭା
କାର୍ଯ୍ୟକାଳ
୨୦୧୨-୨୦୧୮
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1957-07-04) ୪ ଜୁଲାଇ ୧୯୫୭ (ବୟସ ୬୫)[୧]
ମୃତ୍ୟୁରଣପୁରଗଡ଼, ନୟାଗଡ଼
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀଇନ୍ଦିରା ଦେବୀ (ବିବାହ 1993–ବର୍ତ୍ତମାନ) «Did not recognize date. Try slightly modifying the date in the first parameter.»"Marriage: ଇନ୍ଦିରା ଦେବୀ to ରବିନାରାୟଣ ମହାପାତ୍ର" Location: (linkback://or.wikipedia.org/wiki/%E0%AC%B0%E0%AC%AC%E0%AC%BF%E0%AC%A8%E0%AC%BE%E0%AC%B0%E0%AC%BE%E0%AD%9F%E0%AC%A3_%E0%AC%AE%E0%AC%B9%E0%AC%BE%E0%AC%AA%E0%AC%BE%E0%AC%A4%E0%AD%8D%E0%AC%B0)[୧]

ରବି ନାରାୟଣ ମହାପାତ୍ର (ଜନ୍ମ: ୪ ଜୁଲାଇ ୧୯୫୭) ଜଣେ ଭାରତୀୟ ରାଜନେତା । ସେ ୨୦୧୨ ମସିହାରୁ ୨୦୧୮ ଯାଏଁ ରାଜ୍ୟ ସଭାର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୨] ବର୍ତ୍ତମାନ ସେ ବିଜୁ ଜନତା ଦଳ ସହ ମିଶି ରାଜନୀତିରେ ସକ୍ରିୟ ଅଛନ୍ତି ।[୩] ଶ୍ରୀ ମହାପାତ୍ର ୪ ଅପ୍ରେଲ ୨୦୧୨ରୁ ୩ ଅପ୍ରେଲ ୨୦୧୮ଯାଏଁ ରାଜ୍ୟସଭାର ସାଂସଦ ଭାବରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Detailed Profile: Shri Rabinarayan Mohapatra". india.gov.in. Retrieved 12 December 2018.
  2. Detailed Profile: Shri Rabinarayan Mohapatra. http://india.gov.in (2012-08-13). Retrieved on 2012-08-13.
  3. "Shri Rabinarayan Mohapatra". india.gov.in. Retrieved 12 December 2018.

ବାହାର ଆଧାର[ସମ୍ପାଦନା]