ସୁଜାତା ଆନନ୍ଦ

ଉଇକିପିଡ଼ିଆ‌ରୁ
ସୁଜାତା ଆନନ୍ଦ
ମାଟିର ମଣିଷ କଥାଚିତ୍ରରେ ସୁଜାତା ଆନନ୍ଦ
Nationalityଭାରତୀୟ
Years active୧୯୬୬-୨୦୦୦
Known forଓଡ଼ିଆ କଥାଚିତ୍ର ଅଭିନେତ୍ରୀ
Spouseକୁମାର ଆନନ୍ଦ
Awardsଜୟଦେବ ପୁରସ୍କାର

ସୁଜାତା ଆନନ୍ଦ ଜଣେ ଓଡ଼ିଆ ସିନେ ଅଭିନେତ୍ରୀ ଥିଲେ । ସେ ନିର୍ଦ୍ଦେଶକ କୁମାର ଆନନ୍ଦଙ୍କୁ ବିବାହ କରିଥିଲେ ।[୧][୨] ତାଙ୍କ ଅଭିନୀତ କିଛି ସ୍ମୃତି କିଛି ଅନୁଭୂତି ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ସମ୍ମାନୀତ ହୋଇଥିଲା ।[୩]


ବୃତ୍ତିଗତ ଜୀବନ[ସମ୍ପାଦନା]

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

ସୁଜାତା ୫୦ରୁ ଅଧିକ କଥାଚିତ୍ରରେ ଅଭିନୟ କରିଥିଲେ ।[୪]

ଆଧାର[ସମ୍ପାଦନା]

  1. ନନ୍ଦ, ପ୍ରଶାନ୍ତ. "ହୃଦୟର ଏଇ ଶୂନ୍ୟତା". ନଜର୍ (ନିତିଦିନ). Archived from the original on 2020-10-18. Retrieved 18 September 2016.
  2. Nagendra Kr Singh (2001). Encyclopaedia of women biography: India, Pakistan, Bangladesh. A.P.H. Pub. Corp. ISBN 978-81-7648-264-6.
  3. National Film Festival. Directorate of Film Festivals, Ministry of Information and Broadcasting, Government of India. 1987.
  4. "ଓଡ଼ିଶାବାର୍ତାରେ ସୁଜାତା ଆନନ୍ଦଙ୍କ ଅଭିନିତ ଚଳଚ୍ଚିତ୍ର". incredibleorissa.com. Retrieved 1 January 2013.

ଅଧିକ ତଥ୍ୟ[ସମ୍ପାଦନା]