ଜୀଅନ୍ତା ଭୂତ
ଦେଖଣା
ଜୀଅନ୍ତା ଭୂତ | |
---|---|
ନିର୍ଦ୍ଦେଶକ | ପ୍ରଶାନ୍ତ ନନ୍ଦ[୧] |
ପ୍ରଯୋଜକ | ଅକ୍ଷୟ କୁମାର ପରିଜା |
ସଂଳାପ | (ସଂଳାପ): ପ୍ରଶାନ୍ତ ନନ୍ଦ |
ଚିତ୍ରନାଟ୍ୟ | ପ୍ରଶାନ୍ତ ନନ୍ଦ |
କାହାଣୀ | ପ୍ରଶାନ୍ତ ନନ୍ଦ |
କଳାକାର | ମନୋଜ ମିଶ୍ର, ରିମଝିମ, ମୀନକେତନ, ବିକାଶ ଦାସ |
ସଙ୍ଗୀତ | ମନ୍ମଥ ମିଶ୍ର |
ଚିତ୍ରଗ୍ରହଣ | ଅପୂର୍ବ କିଶୋର ବୀର |
ସମ୍ପାଦକ | ପ୍ରଶାନ୍ତ ନନ୍ଦ |
ମୁକ୍ତିଲାଭ ତାରିଖ | ୨୦୦୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'ଜୀଅନ୍ତା ଭୂତ' [୨] ୨୦୦୮ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ଜୀଅନ୍ତା ଭୂତ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ମନୋଜ ମିଶ୍ର
- ରିମଝିମ
- ମୀନକେତନ
- ବିକାଶ ଦାସ
- ଜର୍ଜ ତିଆଡି଼
- ଇଲୁ ବାନାର୍ଜୀ
- ଭୀମ ସିଂ
- ବେବୀ ପ୍ରଧାନ
- ମାମୁନୀ ମିଶ୍ର
- ବିନୋଦିନୀ ଦେବୀ
- ତୃପ୍ତି ବଳ
- ସୁଦେଶ ସାହୁ
- ସମିତା ମହାନ୍ତି
- ସରସ୍ୱତୀ ଦାସ
- ରୋଜାଲିନ ଦାସ
- ରାଇଚରଣ ଦାସ
- ନବ ଆଚାର୍ଯ୍ୟ
- ମନୋଜ ପଟ୍ଟନାୟକ
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ମନ୍ମଥ ମିଶ୍ର
- ଗୀତିକାର: ପ୍ରଶାନ୍ତ ନନ୍ଦ
ଆଧାର
[ସମ୍ପାଦନା]- ↑ "ଅଭିନୟରେ କ'ଣ ପୂର୍ଣ୍ଣଛେଦ ପକାଇଛନ୍ତି ପ୍ରଶାନ୍ତ ନନ୍ଦ ?". sambad.in. 7 June 2018. Retrieved 10 June 2018.
- ↑ ଇଣ୍ଟରନେଟ ମୁଭି ଡାଟାବେସରେ ଜୀଅନ୍ତା ଭୂତ