Jump to content

ଜୟୀରାମ ସାମଲ

ଉଇକିପିଡ଼ିଆ‌ରୁ
ଜୟୀରାମ ସାମଲ
ଜନ୍ମ୧୯୪୮
କୁମୁଡ଼ା ଜଇପୁର, ମାହାଙ୍ଗା, କଟକ, ଓଡ଼ିଶା
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୭୫-ଏବେଯାଏଁ
ପୁରସ୍କାରମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର

ଜୟୀରାମ ସାମଲ ଓଡ଼ିଆ କଥାଚିତ୍ର ଜଗତର ଜଣେ ଜଣାଶୁଣା ହାସ୍ୟ ଅଭିନେତା ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଜୟୀରାମ ସାମଲ ମାହାଙ୍ଗା ନିକଟବର୍ତ୍ତୀ କୁମୁଡ଼ା ଜଇପୁରଠାରେ ଜନ୍ମ ନେଇଥିଲେ ।[]

କଥାଚିତ୍ର ଜୀବନ

[ସମ୍ପାଦନା]

୧୯୭୫ ମସିହାରେ ଯାଯାବର କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଜୟୀ, ବର୍ତ୍ତମାନ ସୁଦ୍ଧା ୨୧୭[]ରୁ ଅଧିକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର

[ସମ୍ପାଦନା]
କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
ଛାତି ଚିରି ଦେଲେ ତୁ୨୦୦୮ଏସ. କେ. ମୁରଲିଧରନ୍
ଏ ଯୁଗର କୃଷ୍ଣ ସୁଦାମା୨୦୦୭ହର ପଟ୍ଟନାୟକ
ଧଉଳି ଏକ୍ସପ୍ରେସ୍୨୦୦୭ଚିତ୍ତ ରଞ୍ଜନ ତ୍ରିପାଠୀ
ନାରୀ ନୁହେଁ ତୁ ନାରାୟଣୀ୨୦୦୭ହିମାଂଶୁ ପରିଜା
ଥ୍ୟାଙ୍କ ୟୁ ଭଗବାନ୨୦୦୬ହର ପଟ୍ଟନାୟକ
ପ୍ରେମ ଋତୁ ଆସିଲାରେ୨୦୦୬ସୁଧାଂଶୁ ସାହୁ
ମା’ ଓ ମମତା୧୯୯୯
ଅମର ପ୍ରେମ୧୯୭୬ଗୋପାଳ ଘୋଷ, ପଳାଶ ବାନାର୍ଜୀ
ସିନ୍ଦୂର ବିନ୍ଦୁ୧୯୭୬ଶିଶିର ମିଶ୍ର
କୃଷ୍ଣ ସୁଦାମା୧୯୭୬ନିତାଇ ପାଲିତ
ଯାଯାବର୧୯୭୫ତ୍ରିମୂର୍ତ୍ତି

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  1. "ଛୋଟ ପରଦାରେ ପୁଣି ଓଲିଉଡର କମେଡି କିଙ୍ଗ". sambad.in. 27 April 2018. Retrieved 6 June 2018.
  2. "SRJAN, Guru Kelucharan Mohapatra Odissi Nrityabasa". srjan.com. Retrieved 8 January 2013. Born in Kumuda Jaipur village in Cuttack district in 1948,[permanent dead link]
  3. ଇଣ୍ଟରନେଟ ମୁଭି ଡାଟାବେସରେ ଜୟୀରାମ ସାମଲ
  4. "The Hindu : Other States / Orissa News : FitFat-2008 award for Uttam Mohanty". hindu.com. 2008. Archived from the original on 15 March 2014. Retrieved 21 January 2013. Last year, comedy king Jairam Samal received the award

ଅଧିକ ତଥ୍ୟ

[ସମ୍ପାଦନା]