ସରୋଜିନୀ ହେମ୍ବ୍ରମ
Appearance
ସରୋଜିନୀ ହେମ୍ବ୍ରମ | |
---|---|
ରାଜ୍ୟସଭା ସଦସ୍ୟ | |
Assumed office ୩ ଅପ୍ରେଲ୍ ୨୦୧୪ | |
ନିର୍ବାଚନ ମଣ୍ଡଳୀ | ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ରାଇରଙ୍ଗପୁର, ମୟୁରଭଞ୍ଜ ଓଡ଼ିଶା | ୧ ଅକ୍ଟୋବର ୧୯୫୯
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଭାଗିରଥୀ ନାଏକ |
December 9, 2014 ସୁଦ୍ଧା |
ସରୋଜିନୀ ହେମ୍ବ୍ରମ (୧ ଅକ୍ଟୋବର ୧୯୫୯) ଓଡ଼ିଶା ରାଜ୍ୟର ଜଣେ ଭାରତୀୟ ରାଜନୀତିଜ୍ଞ । ସେ ବିଜୁ ଜନତା ଦଳର ସଦସ୍ୟ[୧] । ସେ ୨୦୦୯ରେ ଓଡ଼ିଶା ବିଧାନ ସଭାକୁ ବାଙ୍ଗିରୀପୋଷୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ଓ ହସ୍ତତନ୍ତ ବିଭାଗର ମନ୍ତ୍ରୀ ହୋଇଥିଲେ । ୨୦୧୪ରେ ରାଦ୍ୟସଭାକୁ ନିର୍ବାଚିତ ହୋଇଥିଲେ । [୨][୩][୪]
ଆଦ୍ୟ ଜୀବନ
[ସମ୍ପାଦନା]ସେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି[୫] । ପ୍ରଥମେ କେ ଏନ୍ ଜି ଉଚ୍ଚ ବିଦ୍ୟାଳୟ, ବାରିପଦାରୁ ଶିକ୍ଷା ଗ୍ରହଣ ପରେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ସ୍ନାତ୍ତକୋତ୍ତର ଲାଭ କରିଥିଲେ[୬] ।
ରାଜନୈତିକ ଜୀବନ
[ସମ୍ପାଦନା]- ୨୦୦୯-୧୪ ଓଡ଼ିଶା ବିଧାନ ସଭାର ସଦସ୍ୟ ଥିଲେଆଧାର ଭୁଲ: ଅବୈଧ
<ref>
ଟ୍ୟାଗ;
କୌଣସି ମଧ୍ୟ ବିଷୟବସ୍ତୁ ନଥିବା ଆଧାରର ଏକ ନାମ ଥିବା ଲୋଡ଼ା ।
- ୨୦୧୦ରେ ଆଦିବାସୀ ଉପଦେଷ୍ଟା କାଉନସିଲର ସଦସ୍ୟ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ, ପରିବେଶ ଓ ପ୍ରଦୂଷଣ ବିଭାଗର ଗୃହ କମିଟିରେ ଥିଲେ । Amenities of members, ରାଜ୍ୟସ୍ତରୀୟ ଉଚ୍ଚ ଦୁର୍ନୀତି ନିରୋଧି କମିଟି, ସ୍ୱାସ୍ଥ୍ୟ ୨୦୧୧ ଷ୍ଟାଣ୍ଡିଂ କମିଟି, ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗର ଚୟନ କମିଟିର ସଦସ୍ୟ ଥିଲେଆଧାର ଭୁଲ: ଅବୈଧ
<ref>
ଟ୍ୟାଗ;
କୌଣସି ମଧ୍ୟ ବିଷୟବସ୍ତୁ ନଥିବା ଆଧାରର ଏକ ନାମ ଥିବା ଲୋଡ଼ା ।
- ୨୦୧୨-୧୪, ରାଜ୍ୟ ସରକାରଙ୍କ ହସ୍ତତନ୍ତ ବିଭାଗରେ ସ୍ୱାଧୀନ ମନ୍ତ୍ରୀ ଥିଲେଆଧାର ଭୁଲ: ଅବୈଧ
<ref>
ଟ୍ୟାଗ;
କୌଣସି ମଧ୍ୟ ବିଷୟବସ୍ତୁ ନଥିବା ଆଧାରର ଏକ ନାମ ଥିବା ଲୋଡ଼ା ।
- ଅପ୍ରେଲ ୨୦୧୪ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।
- ସେପ୍ଟେମ୍ବର ୨୦୧୪ରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ କମିଟିର ସଦସ୍ୟ ଥିଲେଆଧାର ଭୁଲ: ଅବୈଧ
<ref>
ଟ୍ୟାଗ;
କୌଣସି ମଧ୍ୟ ବିଷୟବସ୍ତୁ ନଥିବା ଆଧାରର ଏକ ନାମ ଥିବା ଲୋଡ଼ା ।
- ମଇ ୨୦୧୫ଠାରୁ ଆଦିବାସୀ ଓ ହରିଜନ କଲ୍ୟାଣ କମିଟିର ସଦସ୍ୟ ଅଛନ୍ତିଆଧାର ଭୁଲ: ଅବୈଧ
<ref>
ଟ୍ୟାଗ;
କୌଣସି ମଧ୍ୟ ବିଷୟବସ୍ତୁ ନଥିବା ଆଧାରର ଏକ ନାମ ଥିବା ଲୋଡ଼ା ।
ଆଧାର
[ସମ୍ପାଦନା]- ↑ "Sarojini Hembram Biography". Retrieved 22 February 2018.
- ↑ "Sarojini Hembram first woman MLA from Odisha elected to RS". The Economic Times. 8 February 2014. Retrieved 9 December 2014.
- ↑ "Odisha 'focus state' at 33rd India International Trade Fair". Deeptiman Tiwary. The Times of India. 13 November 2013. Retrieved 9 December 2014.
- ↑ "BJD wins 3 Rajya Sabha seats, Congress gets one". Business Standard. February 7, 2014. Retrieved 9 December 2014.
- ↑ "Sarojini Hembram". Retrieved 22 February 2018.
- ↑ "Sarojini Hembram". Retrieved 22 February 2018.