ସୁରେନ୍ଦ୍ର ଲାଠ
ଦେଖଣା
ସୁରେନ୍ଦ୍ର ଲାଠ | |
|---|---|
| ସଭ୍ୟ: ରାଜ୍ୟ ସଭା | |
| କାର୍ଯ୍ୟକାଳ ୨୦୦୨ - ୨୦୦୮[୧] | |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୩୦ ନଭେମ୍ବର ୧୯୪୯ ସମ୍ବଲପୁର, ଓଡ଼ିଶା |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
| ଘର | ସମ୍ବଲପୁର |
ସୁରେନ୍ଦ୍ର ଲାଠ (ଜନ୍ମ: ୩୦ ନଭେମ୍ବର ୧୯୪୯) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ଓଡ଼ିଶାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ସେ ୦୩ ଅପ୍ରେଲ ୨୦୦୨ରୁ ରାଜ୍ୟ ସଭାରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ୬ ବର୍ଷ ପରେ ୦୨ ଅପ୍ରେଲ ୨୦୦୮ରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା ।[୩][୪] ବିମୁଦ୍ରୀକରଣ ପୂର୍ବରୁ ଓଡ଼ିଶାରେ ବିଜେପି ୧୮ଟି ଜିଲ୍ଲାରେ ଜମି କିଣିଥିଲା ବୋଲି ଅଭିଯୋଗ ହୋଇଥିଲା । କେନ୍ଦ୍ରାପଡ଼ାରେ ୨ ଏକର ଜମି ୪୫ ଲକ୍ଷ ଟଙ୍କା ବିନିମୟରେ ସୁରେନ୍ଦ୍ର ଲାଠ କିଣିଥିଲେ ବୋଲି ଆଭିଯୋଗ ହୋଇଥିଲା ।[୫]
ଆଧାର
[ସମ୍ପାଦନା]- ↑ "ବାପାଙ୍କ ପରି ଉପନିର୍ବାଚନରେ ସାଂସଦ ହେଲେ; କିନ୍ତୁ ମା'ଙ୍କ ସହ ରାଜ୍ୟସଭା ଯାଇଥିବା ଦିଲ୍ଲୀପଙ୍କ ପାଇଁ ଇସ୍ତଫା ଦେବେ!". Bartaman Odisha. 18 December 2018. Archived from the original on 5 January 2019. Retrieved 26 December 2018.
- ↑ "India Votes website". Retrieved 4 March 2016.
- ↑ "List of Former Members of Rajya Sabha (Term Wise)". 164.100.47.5. Rajya Sabha. Retrieved 26 December 2018.
- ↑ "'Outsider' irks Orissa BJP". The Telegraph (Calcutta). 13 March 2008. Retrieved 4 March 2016.
- ↑ "ବିମୁଦ୍ରାକରଣ ପୂର୍ବରୁ ବିଜେପି ଓଡ଼ିଶାରେ ଜମି କିଣିଛି: କଂଗ୍ରେସ | Odisha Reporter". odishareporter.in. 30 November 2016. Archived from the original on 6 August 2020. Retrieved 26 December 2018.