Jump to content

ବୃନ୍ଦାବନ ପାତ୍ର

ଉଇକିପିଡ଼ିଆ‌ରୁ
ବୃନ୍ଦାବନ ପାତ୍ର
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪  ୧୯୭୭
ପୂର୍ବ ଅଧିକାରୀସୁରେନ୍ଦ୍ର ନାଥ ନାୟକ
ପର ଅଧିକାରୀସୁରେନ୍ଦ୍ର ନାଥ ନାୟକ
ନିର୍ବାଚନ ମଣ୍ଡଳୀକାକଟପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1924-01-06)୬ ଜାନୁଆରୀ ୧୯୨୪
ମୃତ୍ୟୁ୧୭ ସେପ୍ଟେମ୍ବର ୨୦୧୯(2019-09-17) (ବୟସ ୯୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଇଚ୍ଛାବତୀ ପାତ୍ର
ବାପା/ବୋଉଚେମଇ ପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ବୃନ୍ଦାବନ ପାତ୍ର (୬ ଜାନୁଆରୀ ୧୯୨୪ - ୧୭ ଜୁନ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[] ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କାକଟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ବୃନ୍ଦାବନ ପାତ୍ର ୧୯୨୪ ମସିହାର ଜାନୁଆରୀ ମାସ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚେମଇ ପାତ୍ର ଓ ପତ୍ନୀଙ୍କ ନାମ ମାଳତି ଦେବୀ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ବୃନ୍ଦାବନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଭାବରେ ଥରେ କାର୍ଯ୍ୟ କରିଥିଲେ ।[]

ମୃତ୍ୟୁ

[ସମ୍ପାଦନା]

ବୃନ୍ଦାବନ ୨୦୧୯ ମସିହାର ଜୁନ ୧୭ ତାରିଖରେ ୯୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[]

  1. "ବିଧାନ ସଭାରେ ଶୋକ". ସମ୍ବାଦ. sambad.in. 14 November 2019. Archived from the original on 13 March 2021. Retrieved 13 March 2021.
  2. 1 2 "ପୂର୍ବତନ ବିଧାୟକ ବୃନ୍ଦାବନ ପାତ୍ରଙ୍କ ପରଲୋକ". Prameyanews7. 17 September 2019. Archived from the original on 13 March 2021. Retrieved 13 March 2021.
  3. 1 2 "Shri Brundaban Patra". odishaassembly.nic.in. Odisha Assembly. Retrieved 13 March 2021.