Jump to content

ଘର ସଂସାର

ଉଇକିପିଡ଼ିଆ‌ରୁ

ଗୋପାଳ ଘୋଷବ୍ୟୋମକେଶ ତ୍ରିପାଠୀଙ୍କ ମିଳିତ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ଘର ସଂସାର [] - ୧୯୭୩ ମସିହାରେ ମୁକ୍ତିଲାଭ କରିଥିଲା । ଏହି ସିନେମାରେ ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ, ସରସ୍ୱତୀ ଦେବୀ (ସର ଅପା), ଓ ସୁଜାତା ଆନନ୍ଦ ପ୍ରମୁଖ ଅଭିନୟ କରିଥିଲେ | ସଙ୍ଗୀତ ଭି. ବାଲସରାରାଖାଲ ମହାନ୍ତି ଗୀତ ଗୁଡ଼ିକର ସାରଣୀ

ଗୀତଗୀତିକାରଗାୟକ / ଗାୟିକା
୧) ଶୁଭ ବିବାହ ବାଜେ ରେନାରାୟଣ ପ୍ରସାଦ ସିଂହନିର୍ମଳା ମିଶ୍ର, ସିପ୍ରା ବୋଷ, ଓ ସାଥୀ
୨) ଗେଲବସରର ଦିନ ସରିଗଲାବୃନ୍ଦାବନ ଜେନାମାନ୍ନା ଦେ
୩) ହାପି ବାର୍ଥ ଡେନାରାୟଣ ପ୍ରସାଦ ସିଂହଶ୍ଯାମଲ ମିତ୍ରଶ୍ରାବନ୍ତୀ ମଜୁମଦାର
୪) ସପନ ବିଳାସୀ ଆମେନାରାୟଣ ପ୍ରସାଦ ସିଂହଶ୍ଯାମଲ ମିତ୍ରନିର୍ମଳା ମିଶ୍ର
୫) ପ୍ରଭୁ ପଦ ତଳେ ପ୍ରଣତିନାରାୟଣ ପ୍ରସାଦ ସିଂହଭିକାରୀ ବଳ, ମୀନା, ଓ ନିର୍ମଳା ମିଶ୍ର
୬) ମୋ ମନ ଛନ୍ ଛନ୍ ଛନ‌ରେବୃନ୍ଦାବନ ଜେନାଅକ୍ଷୟ ମହାନ୍ତିସିପ୍ରା ବୋଷ
୭) ରାତ୍ ସରାବି ପ୍ରୀତ୍ ଗୁଲାବିବୃନ୍ଦାବନ ଜେନାଶ୍ରାବନ୍ତୀ ମଜୁମଦାର

ଦ୍ରଷ୍ଟବ୍ୟ

[ସମ୍ପାଦନା]
  1. ଇଣ୍ଟରନେଟ ମୁଭି ଡାଟାବେସରେ ଘର ସଂସାର


ଘର ସଂସାର
ନିର୍ଦ୍ଦେଶକଗୋପାଳ ଘୋଷ, ବ୍ୟୋମକେଶ ତ୍ରିପାଠୀ
କାହାଣୀରାମଚନ୍ଦ୍ର ମିଶ୍ର
କଳାକାରପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ , ସୁଜାତା ଆନନ୍ଦ
ସଙ୍ଗୀତରାଖାଲ ମହାନ୍ତି
ମୁକ୍ତିଲାଭ ତାରିଖ
୧୯୭୩
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚ୬ ଲକ୍ଷ ୬୦ ହଜାର ଟଙ୍କା