ପ୍ରିୟନାଥ ମିଶ୍ର
Appearance
ପ୍ରିୟନାଥ ମିଶ୍ର ( ପୀର ) | |
---|---|
ପ୍ରସିଦ୍ଧି | ଅଭିନେତା |
ଉଲ୍ଲେଖନୀୟ କୃତି | ମଲାଜହ୍ନ |
ପୁରସ୍କାର | ଜୟଦେବ ପୁରସ୍କାର ୧୯୯୦ |
ପ୍ରିୟନାଥ ମିଶ୍ର, ଜଣେ ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ଅଭିନେତା ଥିଲେ ।[୧][୨] ସେ ପୀର ମିଶ୍ର ନାମରେ ମଧ୍ୟ ପରିଚିତ ଥିଲେ । ୧୯୯୦ ମସିହାରେ ଅଭିନୟ କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ନିମନ୍ତେ ତାଙ୍କୁ ଜୟଦେବ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କଦ୍ୱାରା ପ୍ରତିଷ୍ଠିତ ଓଡ଼ିଶା ଥିଏଟର ସହିତ ସେ ଜଡ଼ିତ ଥିଲେ ।[୩] ସାମୁଏଲ ସାହୁଙ୍କ ସହିତ ତାଙ୍କର ଯୋଡ଼ି ବାବି-ପୀର ନାମରେ ପ୍ରଚଳିତ ଥିଲା ।
ଅଭିନୀତ କଥାଚିତ୍ର
[ସମ୍ପାଦନା]ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଜୟଦେବ ପୁରସ୍କାର - ୧୯୯୦ ( ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର )
- ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର - ୧୯୭୬ - ୭୭[୪]
ଆଧାର
[ସମ୍ପାଦନା]- ↑ Sathya Saran (17 January 2020). Breath of Gold: Hariprasad Chaurasia. Penguin Random House India Private Limited. pp. 54–. ISBN 978-93-5305-723-7.
- ↑ Ileana Citaristi (2001). The Making of a Guru: Kelucharan Mohapatra, His Life and Times. Manohar. ISBN 978-81-7304-369-7.
- ↑ Cuttack, One Thousand Years. Cuttack City Millennium Celebrations Committee, The Universe. 1990.
- ↑ "ODISHA SANGEET NATAKA ACADEMY AWARD WINNERS" (PDF). www.http://magazines.odisha.gov.in/. Govt of Odisha. Archived from the original (PDF) on 15 February 2021. Retrieved 15 February 2021.
{{cite web}}
:|archive-date=
/|archive-url=
timestamp mismatch; 8 ଡିସେମ୍ବର 2020 suggested (help); External link in
(help)|website=
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରିୟନାଥ ମିଶ୍ର