Jump to content

ଶେଷ ଶ୍ରାବଣ

ଉଇକିପିଡ଼ିଆ‌ରୁ
ଶେଷ ଶ୍ରାବଣ
ନିର୍ଦ୍ଦେଶକପ୍ରଶାନ୍ତ ନନ୍ଦ
ଚିତ୍ରନାଟ୍ୟଶିବବ୍ରତ ଦାସ
କାହାଣୀବସନ୍ତ ମହାପାତ୍ର
କଳାକାରହେମନ୍ତ ଦାସ, ବନଜା ମହାନ୍ତି, ପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣରାଜନ୍ କିନାଗୀ[୧]
ସମ୍ପାଦକମୁକ୍ତାର ଅହମ୍ମଦ
ମୁକ୍ତିଲାଭ ତାରିଖ
୧୯୭୬
ଦେଶ ଭାରତ
ଭାଷାଓଡ଼ିଆ

ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଶେଷ ଶ୍ରାବଣ ୧୯୭୬ ମସିହାରେମୁକ୍ତିଲାଭ କରିଥିଲା । ୧୯୭୯ ମସିହାରେ ଏହା ପୁନଶ୍ଚ ହିନ୍ଦୀ ଭାଷାରେ ରାଜଶ୍ରୀ ଚଳଚ୍ଛିତ୍ର ପ୍ରଯୋଜନା ସଂସ୍ଥାଦ୍ୱାରା ନୈୟା ଶୀର୍ଷକରେ ପ୍ରଶାନ୍ତ ନନ୍ଦଙ୍କ ଦେଇ ନିର୍ମିତ ହୋଇଥିଲା । ଏହି କଥାଚିତ୍ର ଜରିଆରେ ପ୍ରଶାନ୍ତ ନନ୍ଦ ନିର୍ଦ୍ଦେଶନା ଆରମ୍ଭ କରିଥିଲେ ।[୨]

ଅଭିନୟରେ

[ସମ୍ପାଦନା]

ଓଡ଼ିଆକଥାଚିତ୍ର ‘ଶେଷ ଶ୍ରାବଣ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ସଙ୍ଗୀତ

[ସମ୍ପାଦନା]

ଓଡ଼ିଆ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ସଙ୍ଗୀତ ଗୀତ କଣ୍ଠ
ହାଏରେ ହାଏ ଗରଜେ ମେଘ ଘୁମ ଘୁମ ମୟୁରୀ ନାଚେପ୍ରଫୁଲ୍ଲ କରଚିତ୍ତ ଜେନା, ବାଣୀ ଜୟରାମ
ମାଝି'ରେଶିବବ୍ରତ ଦାସପ୍ରଫୁଲ୍ଲ କର
ମାଣିକପ୍ରଫୁଲ୍ଲ କରଚିତ୍ତ ଜେନା & ମହମ୍ମଦ ହବିବ
ମେଘ ବରଷିଲା ଟୁପୁରୁ ଟାପୁରୁପ୍ରଫୁଲ୍ଲ କରବାଣୀ ଜୟରାମ
କାଳୀ କପାଳୀ ନରମୁଣ୍ଡମାଳୀପ୍ରଫୁଲ୍ଲ କରପ୍ରଫୁଲ୍ଲ କର

[୬][୭]

  1. ↑ ପ୍ରଣବ ଦାସ (17 July 2022). "ପରଦା ପଛର କାହାଣୀ". ନିତିଦିନ (ନଜର୍). p. 14. Archived from the original on 18 July 2022. Retrieved 18 July 2022.
  2. ↑ "ଅଭିନୟରେ କ'ଣ ପୂର୍ଣ୍ଣଛେଦ ପକାଇଛନ୍ତି ପ୍ରଶାନ୍ତ ନନ୍ଦ ?". sambad.in. 7 June 2018. Retrieved 10 June 2018.
  3. ↑ III, Harris M. Lentz (2011). Obituaries in the Performing Arts, 2010 (in ଇଂରାଜୀ). McFarland. ISBN 9780786441754. Retrieved 21 September 2018.
  4. ↑ "ଏହି ସିନେମା ପାଇଁ ମହାଶ୍ୱେତା ଭଏସ୍‌ ଡବିଂ କରି ନ ଥିଲେ ! | Sambad". Sambad. 1 February 2018. Archived from the original on 3 February 2018. Retrieved 24 August 2018.
  5. ↑ "ପୁଣି ବଡ଼ ପରଦାରେ ମହାଶ୍ୱେତା | Sambad". ସମ୍ବାଦ. sambad.in. 14 December 2021. Archived from the original on 21 December 2021. Retrieved 21 December 2021.
  6. ↑ "Film : Shesha Sharabana". OdiaMusic. Archived from the original on 2015-03-15. Retrieved 2015-08-15.
  7. ↑ "Shesha Srabana Songs". Full Orissa Music. Archived from the original on 2015-05-03. Retrieved 2015-08-15.

ବାହାର ଆଧାର

[ସମ୍ପାଦନା]