Jump to content

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ

ଉଇକିପିଡ଼ିଆ‌ରୁ

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ନୃତ୍ୟ, ସଂଗୀତ, ରଙ୍ଗମଞ୍ଚ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ ।[] ପୁରସ୍କାର ବାବଦରେ ଏକଲକ୍ଷ ଟଙ୍କା ନଗଦ ଅର୍ଥ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥାଏ ।

  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ବିଜେତାଙ୍କ ତାଲିକା[]


ବର୍ଷବିଜେତାବିଭାଗଟୀକା
୨୦୨୩ସୋନାଲ ମାନସିଂହଓଡ଼ିଶୀ ନୃତ୍ୟ
୨୦୨୩ଅନନ୍ତ ମହାପାତ୍ରନାଟକ[]
୨୦୨୨ରାମହରି ଦାସଓଡ଼ିଶୀ ସଙ୍ଗୀତ
୨୦୨୨ନିରଞ୍ଜନ ରାଉତଓଡ଼ିଶୀ ନୃତ୍ୟ[]
୨୦୨୧ବିନୋଦିନୀ ଦେବୀରଙ୍ଗମଞ୍ଚ[]
୨୦୨୦ରାଜୁ ମିଶ୍ରକଥାଚିତ୍ର[]
୨୦୧୮ଲିଙ୍ଗରାଜ ବେହେରାଓଡ଼ିଶୀ ନୃତ୍ୟ[]
୨୦୧୮ସଚ୍ଚି ଦାସରଙ୍ଗମଞ୍ଚ[]
୨୦୧୭ଶ୍ୟାମାମଣି ପଟ୍ଟନାୟକଓଡ଼ିଶୀ ଗୀତ[]
୨୦୧୭ଧ୍ରୁବଚରଣ ବିଶ୍ୱାଳଓଡ଼ିଶୀ ନୃତ୍ୟ[୧୦]
୨୦୧୬ଝରଣା ଦାସକଥାଚିତ୍ର[୧୧]
୨୦୧୬କିଶୋର ମହାନ୍ତିଓଡ଼ିଶୀ ନୃତ୍ୟ[୧୨]
୨୦୧୫ଶାନ୍ତନୁ ମହାପାତ୍ରକଥାଚିତ୍ର/ ସଙ୍ଗୀତ
୨୦୧୫ଗିରିଧାରୀ ନାୟକଓଡ଼ିଶୀ ନୃତ୍ୟ[୧୩]
୨୦୧୪ସୁଧାକର ସାହୁଓଡ଼ିଶୀ ନୃତ୍ୟ
୨୦୧୪ନିରଞ୍ଜନ ଶତପଥୀନାଟକ
୨୦୧୪ପ୍ରଶାନ୍ତ ନନ୍ଦକଥାଚିତ୍ର
୨୦୧୪ଉମେଶ ଚନ୍ଦ୍ର କରଓଡ଼ିଶୀ ସଙ୍ଗୀତ
୨୦୧୩ଘନଶ୍ୟାମ ପଣ୍ଡାଓଡ଼ିଶୀ ସଙ୍ଗୀତ
୨୦୧୩ଶଙ୍କର ବେହେରାଓଡ଼ିଶୀ ନୃତ୍ୟ
୨୦୧୨ବୀରବର ସାହୁଗୋଟିପୁଅ ନୃତ୍ୟ
୨୦୧୧ଗ୍ଲୋରିଆ ମହାନ୍ତିକଥାଚିତ୍ର
୨୦୧୧କୁଙ୍କୁମ ମହାନ୍ତିନୃତ୍ୟ
୨୦୧୦ମୋହିନୀ ମୋହନ ପଟ୍ଟନାୟକସଙ୍ଗୀତ
୨୦୧୦ଭାଗିରଥୀ ଦାସନୃତ୍ୟ
୨୦୦୯ଜୟୀରାମ ସାମଲକଥାଚିତ୍ର
୨୦୦୯ଗୋପାଳ ଚନ୍ଦ୍ର ପଣ୍ଡାସଙ୍ଗୀତ
୨୦୦୯ରୀତା ଦେବୀନୃତ୍ୟ
୨୦୦୯ମନୋରଞ୍ଜନ ଦାସରଙ୍ଗମଞ୍ଚ
୨୦୦୮ରମଣୀ ରଞ୍ଜନ ଜେନାନୃତ୍ୟ
୨୦୦୮ବନମାଳି ମହାରଣାସଙ୍ଗୀତ
୨୦୦୮ନିଖିଳ ବରଣ ସେନଗୁପ୍ତାକଥାଚିତ୍ର
୨୦୦୮କୁମୁଦିନି ଦେବୀରଙ୍ଗମଞ୍ଚ
୨୦୦୭ହରେକୃଷ୍ଣ ବେହେରାନୃତ୍ୟ
୨୦୦୭ବୃନ୍ଦାବନ ପାତ୍ରରଙ୍ଗମଞ୍ଚ
୨୦୦୭ନୀଳମାଧବ ପାଣିଗ୍ରାହୀସଙ୍ଗୀତ
୨୦୦୭ଶରତ ପୂଜାରୀକଥାଚିତ୍ର
୨୦୦୬ମିନତି ମିଶ୍ରନୃତ୍ୟ
୨୦୦୬ମାଧବାନନ୍ଦ କରରଙ୍ଗମଞ୍ଚ
୨୦୦୬ରଘୁନାଥ ପାଣିଗ୍ରାହୀସଙ୍ଗୀତ
୨୦୦୬ଗୋବିନ୍ଦ ତେଜକଥାଚିତ୍ର
୨୦୦୫ସୁରେନ୍ଦ୍ର ସାହୁକଥାଚିତ୍ର
୨୦୦୫ରାଖାଲ ଚନ୍ଦ୍ର ମହାନ୍ତିସଙ୍ଗୀତ
୨୦୦୫କାଶୀନାଥ ସାହୁରଙ୍ଗମଞ୍ଚ
୨୦୦୫ରଘୁନାଥ ଦତ୍ତନୃତ୍ୟ
୨୦୦୪ପାର୍ବତୀ ଘୋଷକଥାଚିତ୍ର
୨୦୦୪ଦାମୋଦର ହୋତାସଙ୍ଗୀତ
୨୦୦୪ଭୁବନେଶ୍ୱର ମହାପାତ୍ରରଙ୍ଗମଞ୍ଚ
୨୦୦୪ଗୋପୀକୃଷ୍ଣ ବେହେରାନୃତ୍ୟ
୨୦୦୩ହେମନ୍ତ କୁମାର ଦାସକଥାଚିତ୍ର
୨୦୦୨ପଶ୍ଚିମେଶ୍ୱର ଜେନାସଙ୍ଗୀତ
୨୦୦୧ଭାନୁମତୀ ଦେବୀରଙ୍ଗମଞ୍ଚ
୨୦୦୦ଧୀରେନ୍ଦ୍ର ନାଥ ପଟ୍ଟନାୟକନୃତ୍ୟ
୧୯୯୯ମଣିମାଳା ଦେବୀକଥାଚିତ୍ର
୧୯୯୯କାଶୀନାଥ ପୂଜାପଣ୍ଡାସଙ୍ଗୀତ
୧୯୯୯ଦୁର୍ଲଭ ସିଂରଙ୍ଗମଞ୍ଚ
୧୯୯୮ସାମୁଏଲ ସାହୁ (ବାବି)କଥାଚିତ୍ର
୧୯୯୭ନାରାୟଣ ବେହେରାସଙ୍ଗୀତ
୧୯୯୬କାର୍ତ୍ତିକ କୁମାର ଘୋଷରଙ୍ଗମଞ୍ଚ
୧୯୯୫ମାଗୁଣି ଚରଣ ଦାସନୃତ୍ୟ
  1. "ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟା: କଥକର ଛନ୍ଦ ସାଙ୍ଗକୁ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ମୂର୍ଚ୍ଛନାରେ ମତୁଆଲା ହେଲେ ଶ୍ରୋତା | Sambad". Sambad (in Odia). ଓଡ଼ିଶା. 8 September 2018. Archived from the original on 4 November 2019. Retrieved 10 September 2018.{{cite news}}: CS1 maint: unrecognized language (link)
  2. "Orissa: Srjan announces Guru Kelucharan Mohapatra Award to Gloria, Kumkum Mohanty". OrissaDiary. Retrieved 2 February 2015.[permanent dead link]
  3. "Kelucharan awards for Mansingh, Mahapatra Read more at: timesofindia.indiatimes.com/articleshow/103154727.cms?utm_source=contentofinterest&utm_medium=text&utm_campaign=cppst". www.timesofindia.indiatimes.com. The Times of India. Archived from the original on 1 September 2023. Retrieved 1 September 2023.
  4. "Guru Kelucharan awards to Niranjan Rout, Ramahari Das for contribution in Odissi dance, music". www.newindianexpress.com. The New Indian Express. Archived from the original on 1 September 2023. Retrieved 1 September 2023.
  5. "ବିନୋଦିନୀ ଦେବୀ ପାଇବେ 'ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ'". ଧରିତ୍ରୀ. ୩ ସେପ୍ଟେମ୍ବର ୨୦୨୧. p. . Retrieved 3 September 2021. {{cite news}}: Check date values in: |date= (help)
  6. "ରାଜୁ ମିଶ୍ରଙ୍କୁ 'ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର'". No. ଧରିତ୍ରୀ ୧୦/୦୯/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. ଧରିତ୍ରୀ. Archived from the original on 10 September 2020. Retrieved 10 September 2020.
  7. "Kelucharan Awards for Odissi gurus". newindianexpress.com. Retrieved 31 August 2018.
  8. "Kelucharan awardees announced". The Telegraph. Retrieved 31 August 2018.
  9. "Guru Kelucharan Mohapatra Award 2017 announced". newindianexpress.com. Retrieved 5 September 2017.
  10. "Guru Kelucharan Awards festival from Sept 5". The Pioneer. Archived from the original on 4 September 2017. Retrieved 5 September 2017.
  11. "Kishore Mohanty, Jharana Das to receive Nalco Guru Kelucharan Mohapatra Award". , Odisha Television Ltd. Archived from the original on 29 July 2017. Retrieved 1 September 2016.
  12. "GURU KELUCHARAN AWARDS FOR 2016 ANNOUNCED". The Pioneer. Archived from the original on 1 September 2016. Retrieved 1 September 2016.
  13. "ଶାନ୍ତନ୍ତୁ, ଗିରିଧାରୀ ପାଇବେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ". ଧରିତ୍ରୀ. Retrieved 20 November 2020.