ଲୋକନାଥ ମିଶ୍ର
ଲୋକନାଥ ମିଶ୍ର | |
---|---|
ଆସାମର ରାଜ୍ୟପାଳ | |
In office ୧୭ ମାର୍ଚ୍ଚ ୧୯୯୧ – ୧ ସେପ୍ଟେମ୍ବର ୧୯୯୭ |
|
ପୂର୍ବ ଅଧିକାରୀ | ଦେବୀ ଦାସ ଠାକୁର |
ପର ଅଧିକାରୀ | ଶ୍ରୀନିବାସ କୁମାର ସିନ୍ହା |
ନାଗାଲ୍ୟାଣ୍ଡର ରାଜ୍ୟପାଳ | |
In office ୧୩ ଅପ୍ରେଲ ୧୯୯୨ – ୧ ଅକ୍ଟୋବର ୧୯୯୨ |
|
ପୂର୍ବ ଅଧିକାରୀ | ଏମ. ଏମ. ଥୋମାସ୍ |
ପର ଅଧିକାରୀ | ଭି.କେ.ନାୟାର |
ଅରୁଣାଚଳ ପ୍ରଦେଶର ରାଜ୍ୟପାଳ | |
In office ୧୭ ମାର୍ଚ୍ଚ ୧୯୯୧ – ୨୫ ମାର୍ଚ୍ଚ ୧୯୯୧ |
|
ପୂର୍ବ ଅଧିକାରୀ | ଦେବୀ ଦାସ ଠାକୁର |
ପର ଅଧିକାରୀ | ସୁରେନ୍ଦ୍ରନାଥ ଦ୍ୱିବେଦୀ |
ସଭ୍ୟ: ରାଜ୍ୟ ସଭା | |
In office ୩ ଅପ୍ରେଲ ୧୯୬୦ – ୨ ଅପ୍ରେଲ ୧୯୭୮ |
|
ନିର୍ବାଚନ ମଣ୍ଡଳୀ | ଓଡ଼ିଶା |
Personal details | |
ଜନ୍ମ | ୨୧ ନଭେମ୍ବର ୧୯୨୨ |
ମୃତ୍ୟୁ | ୨୭ ମଇ ୨୦୦୯ (୮୭ ବର୍ଷ) ଭୁବନେଶ୍ଵର |
ରାଜନୀତିକ ଦଳ | ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୈତିକ ସମ୍ବନ୍ଧ |
ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ବୀଣାପାଣି ମିଶ୍ର |
ସନ୍ତାନ | ପିନାକୀ ମିଶ୍ର |
ଲୋକନାଥ ମିଶ୍ର (୨୧ ନଭେମ୍ବର ୧୯୨୨[୧] - ୨୭ ମଇ ୨୦୦୯) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ରାଜ୍ୟ ସଭାର ସଭ୍ୟ ଥିଲେ ।[୨] ସେ ଆସାମର ରାଜ୍ୟପାଳ (୧୯୯୧-୧୯୯୭)[୩] ଓ ନାଗାଲାଣ୍ଡ ରାଜ୍ୟପାଳ (୧୯୯୨-୧୯୯୩) ଥିଲେ । ଭୁବନେଶ୍ୱରରେ ସେ ୨୭ ମଇ ୨୦୦୯ରେ ମୃତ୍ୟୁ ବରଣ କରିଥିଲେ ।[୪]
ସେ କନସ୍ଟିଚୁଏଣ୍ଟ ଆସେମ୍ବ୍ଲିର ସଭ୍ୟ ଥିଲେ ।
ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ସେ ବଡ଼ ପୁଅ ଥିଲେ । ତାଙ୍କ ସାନ ଭାଇ ରଙ୍ଗନାଥ ମିଶ୍ର ଭାରତର ପୂର୍ବତନ ମୂଖ୍ୟ ବିଚାରପତି ଥିଲେ ।[୫] ତାଙ୍କ ପୁଅ ପିନାକୀ ମିଶ୍ର ୧୧ଶ, ୧୫ଶ ଓ ୧୬ଶ ଲୋକ ସଭାର ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସଦସ୍ୟ ଅଛନ୍ତି ।
ଆଧାର[ସମ୍ପାଦନା]
- ↑ "India Who's Who 1980-81". Retrieved 27 January 2015.
- ↑ "M" (PDF). Rajya Sabha Secretariat. Retrieved 27 January 2015.
- ↑ "Governors since 1937". Assam Legislative Assembly. Retrieved 27 January 2015.
- ↑ "Former Assam Governor Loknath Mishra dies". OrissaDiary. Retrieved 27 January 2015.
- ↑ "Ex-Governor of Assam dead". The Hindu. http://www.thehindu.com/todays-paper/tp-national/tp-otherstates/exgovernor-of-assam-dead/article291994.ece. Retrieved 27 January 2015.