ଇଲା ପଣ୍ଡା

ଉଇକିପିଡ଼ିଆ‌ରୁ
ଇଲା ପଣ୍ଡା
ସଂଦସର ସଭା, ରାଜ୍ୟ ସଭା
କାର୍ଯ୍ୟକାଳ
୧୯୯୨-୧୯୯୮
ନିର୍ବାଚନ ମଣ୍ଡଳୀଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1932-10-26)୨୬ ଅକ୍ଟୋବର ୧୯୩୨
ମୃତ୍ୟୁ୧୧ ଜାନୁଆରୀ ୨୦୦୫(2005-01-11) (ବୟସ ୭୨)
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀବଂଶୀଧର ପଣ୍ଡା
ସନ୍ତାନବୈଜୟନ୍ତ ପଣ୍ଡା
ପରମିତା ମହାପାତ୍ର
ଶୁଭ୍ରକାନ୍ତ ପଣ୍ଡା
ନୀତା ଗଣପତି

ଇଲା ପଣ୍ଡା (୨୬ ଅକ୍ଟୋବର ୧୯୩୨-୧୧ ଜାନୁଆରୀ ୨୦୦୫) ଜଣେ ଭାରତୀୟ ରାଜନୀତିଜ୍ଞ ।[୧][୨] ସେ ଭାରତର ସଂସଦର ରାଜ୍ୟ ସଭାର ଜଣେ ସାଂସଦ ଭାବରେ ଜନତା ଦଳରୁ ପ୍ରତିନିଧିତ୍ୱ କରିଥିଲେ ।[୨][୩][୪][୫]

ଇଲା ପଣ୍ଡା ଓଡ଼ିଆ ଉଦ୍ୟୋଗପତି ତଥା ଇମ୍ଫାର ପ୍ରତିଷ୍ଠାତା ବଂଶୀଧର ପଣ୍ଡାଙ୍କର ପତ୍ନି ଥିଲେ ।[୬] ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ ନାମରେ ଏକ ଏନ୍‌ଜିଓ ସଂସ୍ଥା ଅଛି । ଯାହାକୁ ତାଙ୍କର ପତି ବଂଶୀଧର ପଣ୍ଡା ୨୦୧୧ ମସିହାରେ ପ୍ରତିଷ୍ଠା କରିଥିଲେ ।[୭] ତାଙ୍କ ପୃଷ୍ଟପୋଷକତାରେ ପ୍ରତିବର୍ଷ ଶାରଳା ପୁରସ୍କାର, ଏକଲବ୍ୟ ପୁରସ୍କାର ଆଦି ମଧ୍ୟ ପ୍ରଦାନ କରାଯାଇଥାଏ । [୮]

ଆଧାର[ସମ୍ପାଦନା]

  1. "Ila Panda dead". The Hindu. 12 January 2005. Retrieved 2017-12-15.
  2. ୨.୦ ୨.୧ "RAJYA SABHA MEMBERS BIOGRAPHICAL SKETCHES 1952 - 2003" (PDF). Rajya Sabha. Retrieved 28 November 2017.
  3. "Women Members of Rajya Sabha" (PDF). Rajya Sabha. Retrieved 28 November 2017.
  4. The Journal of Parliamentary Information. Lok Sabha Secretariat. 1992. p. 362. Retrieved 28 November 2017.
  5. C. K. Jain (1993). Women parliamentarians in India. Published for Lok Sabha Secretariat by Surjeet Publications. p. 52. Retrieved 28 November 2017.
  6. Sura College of Competition; V.V.K.Subburaj (1 August 2004). Basic Facts of General Knowledge. Sura Books. pp. 1011–. ISBN 978-81-7254-234-4.
  7. http://www.bipf.org.in/history.html[permanent dead link]
  8. ODISHA Reference Year Book 2014. B.K PUBLICATIONS PVT. LTD. p. 778. ISBN 9789380422541.