ଜୟଦେବ ପୁରସ୍କାର

ଉଇକିପିଡ଼ିଆ‌ରୁ

ଜୟଦେବ ପୁରସ୍କାର ଓଡ଼ିଆ କଥାଚିତ୍ରକୁ ଜୀବନ ବ୍ୟାପି ଅବଦାନ ନିମନ୍ତେ ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ । ପୁରସ୍କାର ବାବଦକୁ ଦୁଇଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।[୧]

ବର୍ଷ ବିଜେତା ଦକ୍ଷତା ଆଧାର
୨୦୧୮ ବିଜୟ ମିଶ୍ର ନାଟ୍ୟକାର, ନିର୍ଦ୍ଦେଶକ [୨]
୨୦୧୭ ରବି ପଟ୍ଟନାୟକ ସମ୍ପାଦକ [୩]
୨୦୧୬ ପ୍ରଣବ ପଟ୍ଟନାୟକ ଗାୟକ, ସଂଗୀତକାର [୪]
୨୦୧୫ ଅଶୋକ ସ୍ୱାଇଁ ଚିତ୍ରତ୍ତୋଳକ [୫]
୨୦୧୪ ବିଜୟ ମହାନ୍ତି ଅଭିନେତା [୬]
୨୦୧୩ ସାରଦା ପ୍ରସନ୍ନ ନାୟକ ଗୀତିକାର ଓ ନିର୍ଦ୍ଦେଶକ [୭]
୨୦୧୨ ରାଜୁ ମିଶ୍ର ଚିତ୍ରତ୍ତୋଳକ, ନିର୍ଦ୍ଦେଶକ [୮]
୨୦୧୧ ଶ୍ରୀରାମ ପଣ୍ଡା ଅଭିନେତା [୯] [୧୦]
୨୦୧୦ ଅପୂର୍ବ କିଶୋର ବୀର ନିର୍ଦ୍ଦେଶକ [୧୧]
୨୦୦୯ ମହାଶ୍ୱେତା ରାୟ ଅଭିନେତ୍ରୀ
୨୦୦୮ ସାଧୁ ମେହେର ନିର୍ଦ୍ଦେଶକ, ଅଭିନେତା
୨୦୦୭ ରାମଚନ୍ଦ୍ର ପ୍ରତିହାରୀ ଅଭିନେତା [୧୨]
୨୦୦୬ ସୁରେନ୍ଦ୍ର ସାହୁ ଚିତ୍ରତ୍ତୋଳକ
୨୦୦୫ ଶିଶିର ମିଶ୍ର ନିର୍ଦ୍ଦେଶକ
୨୦୦୪ ପ୍ରଫୁଲ୍ଲ କର ସଂଗୀତ ନିର୍ଦ୍ଦେଶକ [୧୩][୧୪]
୨୦୦୩ ଭାନୁମତୀ ଦେବୀ ଅଭିନେତ୍ରୀ
୨୦୦୨ ବସନ୍ତ ନାୟକ ନିର୍ଦ୍ଦେଶକ
୨୦୦୧ ମନମୋହନ ମହାପାତ୍ର ନିର୍ଦ୍ଦେଶକ
୨୦୦୦ ମଣିମାଳା ଦେବୀ ଅଭିନେତ୍ରୀ
୧୯୯୯ ଉତ୍ତମ ମହାନ୍ତି ଅଭିନେତା
୧୯୯୮ ପ୍ରଶାନ୍ତ ନନ୍ଦ ନିର୍ଦ୍ଦେଶକ, ଅଭିନେତା
୧୯୯୭ ଝରଣା ଦାସ ଅଭିନେତ୍ରୀ
୧୯୯୬ ଅକ୍ଷୟ ମହାନ୍ତି ସଂଗୀତ ନିର୍ଦ୍ଦେଶକ
୧୯୯୫ ସୁଜାତା ଆନନ୍ଦ ଅଭିନେତ୍ରୀ
୧୯୯୪ ଦୁଃଖୀରାମ ସ୍ୱାଇଁ ଅଭିନେତା
୧୯୯୩ ବ୍ୟୋମକେଶ ତ୍ରିପାଠୀ ନିର୍ଦ୍ଦେଶକ ଓ ଅଭିନେତା
୧୯୯୨ ଗ୍ଲୋରିଆ ମହାନ୍ତି ଅଭିନେତ୍ରୀ
୧୯୯୧ ହେମନ୍ତ ଦାସ ଅଭିନେତା
୧୯୯୦ ପ୍ରିୟନାଥ ମିଶ୍ର (ପୀର) ଅଭିନେତା
୧୯୮୯ ଭୁବନେଶ୍ୱର ମିଶ୍ର ସଂଗୀତ ନିର୍ଦ୍ଦେଶକ
୧୯୮୮ ପାର୍ବତୀ ଘୋଷ ନିର୍ଦ୍ଦେଶକ ଓ ଅଭିନେତ୍ରୀ
୧୯୮୭ ବାଳକୃଷ୍ଣ ଦାସ ସଂଗୀତ ନିର୍ଦ୍ଦେଶକ
୧୯୮୬ ଗୋବିନ୍ଦ ତେଜ ନିର୍ଦ୍ଦେଶକ ଓ ଅଭିନେତା
୧୯୮୫ ଶରତ ପୂଜାରୀ ନିର୍ଦ୍ଦେଶକ ଓ ଅଭିନେତା
୧୯୮୪ ସାମୁଏଲ ସାହୁ ଅଭିନେତା
୧୯୮୨ ନିତାଇ ପାଲିତ ପ୍ରଯୋଜକ ଓ ନିର୍ଦ୍ଦେଶକ
୧୯୮୧ କୃଷ୍ଣଚନ୍ଦ୍ର ତ୍ରିପାଠୀ ପ୍ରଯୋଜକ

ଆଧାର[ସମ୍ପାଦନା]

  1. "ଜୟଦେବ ପୁରସ୍କାର ରାଶି ୨ଲକ୍ଷକୁ ବୃଦ୍ଧି". sambad.in. Retrieved 6 June 2021.
  2. "ଶ୍ରେଷ୍ଠ ଚଳଚ୍ଚିତ୍ର 'ଭିଜା ମାଟିର ସ୍ୱର୍ଗ'". ଧରିତ୍ରୀ. ୨୦ ଡିସେମ୍ବର ୨୦୧୯. p. ୧୨. Retrieved 6 June 2021. {{cite web}}: Check date values in: |date= (help)
  3. "ରବି ପଟ୍ଟନାୟକଙ୍କୁ ଜୟଦେବ ପୁରସ୍କାର, ହେଲୋ ଆର୍‌ସି ଶ୍ରେଷ୍ଠ ଚଳଚ୍ଚିତ୍ର". sambad.in. ସମ୍ବାଦ. Retrieved 7 March 2019.
  4. "Pranab gets Jayadev Award; 'Chini' best movie". The Pioneer. Retrieved 29 November 2017.
  5. https://timesofindia.indiatimes.com/city/bhubaneswar/Ashok-Swain-to-receive-Jaydev-Samman/articleshow/55642243.cms
  6. "ବିଜୟ ମହାନ୍ତିଙ୍କୁ ଜୟଦେବ ପୁରସ୍କାର". ଧରିତ୍ରୀ. ୧୩ ଡିସେମ୍ବର ୨୦୧୫. p. ୨. Retrieved 6 June 2021. {{cite web}}: Check date values in: |date= (help)
  7. "ସାରଦାଙ୍କୁ ଦିଆଗଲା ଜୟଦେବ ପୁରସ୍କାର". ଧରିତ୍ରୀ. ୨୨ ନଭେମ୍ବର ୨୦୧୪. p. ୧୦. Retrieved 6 June 2021. {{cite web}}: Check date values in: |date= (help)
  8. Singha, Minati. "No film award in 7 categories". Times of India. Retrieved 10 December 2013.
  9. Singha, Minati. "Sriram Panda to receive Jaydev Award - The Times of India". indiatimes.com. Retrieved 16 November 2012. He was chosen for the Jaydev Award that will be given to him at the 23rd state film awards function
  10. Palit, Ashok. "Odisha: Swami Nitya Chaitanyahan chosen for prestigious Jaydev award, Orissa Current News". orissadiary.com. Archived from the original on 11 March 2013. Retrieved 16 November 2012. Sriram Panda, the yester years Odiya film hero has been chosen for the prestigious Jaydev award
  11. "Odisha: Film Director Aprub Kishore Bir selected for Prestigious 'Jayadev Award' for 2010, Oriya Orbit". orissadiary.com. 2011. Archived from the original on 24 March 2013. Retrieved 10 January 2013. Name of Jayadev Award winner till 2009
  12. Sahoo, Suchismita (2009). "Orissa film awards for 2007 announced; Jayadev Award for Ramchandra Pratihari, Orissa Entertainment News". orissadiary.com. Archived from the original on 7 March 2013. Retrieved 21 January 2013. Versatile actor Ramachandra Pratihari would be conferred the prestigious Jayadev award
  13. http://www.orissacinema.com/history/orissa-state-film-award.html
  14. "ଆର୍କାଇଭ୍ କପି". Archived from the original on 2016-08-18. Retrieved 2021-06-06. {{cite web}}: Cite has empty unknown parameter: |1= (help)