ରେଣୁବାଳା ପ୍ରଧାନ
ଦେଖଣା
ରେଣୁବାଳା ପ୍ରଧାନ | |
|---|---|
| Member: ରାଜ୍ୟ ସଭା | |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୦ ମଇ ୧୯୬୪ ଟକରଡ, ଗଞ୍ଜାମ ଓଡ଼ିଶା |
| ରାଜନୀତିକ ଦଳ | ବିଜୁ ଜନତା ଦଳ |
| ଜୀବନ ସାଥୀ | ରାଜେନ୍ଦ୍ରନାଥ ପ୍ରଧାନ |
| ସନ୍ତାନ | ଗୋଟିଏ ପୁଅ ଓ ଗୋଟିଏ ଝିଅ |
| August 13, 2012 ସୁଦ୍ଧା ଆଧାର: [୧] | |
ରେଣୁବାଳା ପ୍ରଧାନ ବିଜୁ ଜନତା ଦଳର ଜଣେ ଭାରତୀୟ ରାଜନୀତିଜ୍ଞ । ସେ ରାଜ୍ୟସଭାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରନ୍ତି ।[୧]
ଆଧାର
[ସମ୍ପାଦନା]- ↑ "Detailed Profile: Smt. Renubala Pradhan". Government of India. Retrieved 31 July 2014.
ବାହ୍ୟ ଆଧାର
[ସମ୍ପାଦନା]- Profile on Rajya Sabha website
- Profile at PRSIndia