ସୁରେନ୍ଦ୍ର ସାହୁ

ଉଇକିପିଡ଼ିଆ‌ରୁ
ସୁରେନ୍ଦ୍ର ସାହୁ
ଜନ୍ମ
ଜାତୀୟତା ଭାରତୀୟ
ଶିକ୍ଷାଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚୁଟ ଅଫ ଇଣ୍ଡିଆ, ପୁନେ ୧୯୭୧
ବୃତ୍ତିଓଡ଼ିଆ କଥାଚିତ୍ର ଚିତ୍ରତ୍ତୋଳନା
ଜଣାଶୁଣାଓଡ଼ିଆ କଥାଚିତ୍ର ଚିତ୍ରତ୍ତୋଳକ

ସୁରେନ୍ଦ୍ର ସାହୁ ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଚିତ୍ରତ୍ତୋଳକ ଅଟନ୍ତି । ସେ ବିଜୁ ପଟ୍ଟନାୟକ ଫିଲ୍ମ୍ ଓ ଟେଲିଭିଜନ ଅନୁଷ୍ଠାନର ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ ନିର୍ବାହ କରିଛନ୍ତି ।[୧] ପ୍ରଥମ ଓଡ଼ିଆ ରଙ୍ଗୀନ କଥାଚିତ୍ର ଗପ ହେଲେବି ସତରେ ସେ ଚିତ୍ରତ୍ତୋଳନ କରିଥିଲେ ।[୨]

କଥାଚିତ୍ର ଜୀବନ[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://newglobalindian.com/entertainment/oriya-cinema-shifting-focus
  2. Ponram P (1 December 2014). Life in India: Culture. Ponram P. pp. 163–. GGKEY:43NZKK4BRBF.
  3. Orissa reference: glimpses of Orissa. TechnoCAD Systems. 2001. Retrieved 13 September 2012.
  4. http://orissadiary.com/ShowOriyaOrbit.asp?id=30773
  5. http://www.hindu.com/fr/2005/09/09/stories/2005090901750200.htm

ଅଧିକ ତଥ୍ୟ[ସମ୍ପାଦନା]