ସୁରେନ୍ଦ୍ର ସାହୁ
Appearance
ସୁରେନ୍ଦ୍ର ସାହୁ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଶିକ୍ଷା | ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚୁଟ ଅଫ ଇଣ୍ଡିଆ, ପୁନେ ୧୯୭୧ |
ବୃତ୍ତି | ଓଡ଼ିଆ କଥାଚିତ୍ର ଚିତ୍ରତ୍ତୋଳନା |
ପ୍ରସିଦ୍ଧି | ଓଡ଼ିଆ କଥାଚିତ୍ର ଚିତ୍ରତ୍ତୋଳକ |
ସୁରେନ୍ଦ୍ର ସାହୁ ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଚିତ୍ରତ୍ତୋଳକ ଅଟନ୍ତି । ସେ ବିଜୁ ପଟ୍ଟନାୟକ ଫିଲ୍ମ୍ ଓ ଟେଲିଭିଜନ ଅନୁଷ୍ଠାନର ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ ନିର୍ବାହ କରିଛନ୍ତି ।[୧] ପ୍ରଥମ ଓଡ଼ିଆ ରଙ୍ଗୀନ କଥାଚିତ୍ର ଗପ ହେଲେବି ସତରେ ସେ ଚିତ୍ରତ୍ତୋଳନ କରିଥିଲେ ।[୨]
କଥାଚିତ୍ର ଜୀବନ
[ସମ୍ପାଦନା]- ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା: (୧୯୮୯) ଚିତ୍ରତ୍ତୋଳନ
- ସବୁ ମାୟାରେ ବାୟା (୧୯୮୭): ଚିତ୍ରତ୍ତୋଳନ
- ବଗୁଲା ବଗୁଲୀ (୧୯୮୬):ଚିତ୍ରତ୍ତୋଳନ
- ପକା କମ୍ବଳ ପୋତ ଛତା (୧୯୮୬):ଚିତ୍ରତ୍ତୋଳନ
- ଶଙ୍ଖା ସିନ୍ଦୂର (୧୯୮୫):ଚିତ୍ରତ୍ତୋଳନ
- ସପନ ବଣିକ (୧୯୮୫):ଚିତ୍ରତ୍ତୋଳନ
- ଡୋରା (୧୯୮୪): ଚିତ୍ରତ୍ତୋଳନ
- ଗପ ହେଲେବି ସତ (୧୯୭୬): ଚିତ୍ରତ୍ତୋଳନ
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୧୯୮୪[୩],୧୯୮୯
- ଜୟଦେବ ସମ୍ମାନ, ୨୦୦୬ [୪]
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୦୫[୫]
ଆଧାର
[ସମ୍ପାଦନା]- ↑ http://newglobalindian.com/entertainment/oriya-cinema-shifting-focus
- ↑ Ponram P (1 December 2014). Life in India: Culture. Ponram P. pp. 163–. GGKEY:43NZKK4BRBF.[permanent dead link]
- ↑ Orissa reference: glimpses of Orissa. TechnoCAD Systems. 2001. Retrieved 13 September 2012.
- ↑ "ଆର୍କାଇଭ୍ କପି". Archived from the original on 2016-08-18. Retrieved 2012-07-24.
{{cite web}}
: Cite has empty unknown parameter:|1=
(help) - ↑ http://www.hindu.com/fr/2005/09/09/stories/2005090901750200.htm
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁରେନ୍ଦ୍ର ସାହୁ