ମଙ୍ଗଳା କିଶାନ
Appearance
ମଙ୍ଗଳା କିଶାନ | |
---|---|
ସଭ୍ୟ: ବିଧାନ ସଭା, ରାଜ୍ୟ ସଭା | |
ନିର୍ବାଚନ ମଣ୍ଡଳୀ | ରାଜଗାଙ୍ଗପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ସୁନ୍ଦରଗଡ଼, ଓଡ଼ିଶା | ୬ ଜୁନ ୧୯୪୭
ଜାତୀୟତା | ବ୍ରିଟିଶ ରାଜ ଭାରତ ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଫିଲିସିଆ କିଶାନ |
ସନ୍ତାନ | ୩ ପୁଅ, ୧ ଝିଅ |
ଜୁନ, ୨୦୧୪ ସୁଦ୍ଧା ଆଧାର: [୧] |
ମଙ୍ଗଳା କିଶାନ (ଜନ୍ମ: ୬ ଜୁନ ୧୯୪୭) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ବିଜୁ ଜନତା ଦଳର ଜଣେ ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭା ଏବଂ ରାଜ୍ୟ ସଭାରେ ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି ।[୧] ମଙ୍ଗଳା କିଶାନ ୦୩ ଅପ୍ରେଲ ୨୦୦୮ରେ ଓଡ଼ିଶାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୦୨ ଅପ୍ରେଲ ୨୦୧୪ ଯାଏଁ ୬ବର୍ଷ ଧରି ସେଠାରେ କାର୍ଯ୍ୟ କରିଥିଲେ । ସେ ରାଜଗାଙ୍ଗପୁର ବିଧାନ ସଭା ମଣ୍ଡଳୀରୁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ସେ ରାଜ୍ୟ ସଭା ସାଂସଦ ଥିବାବେଳେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଦାବି ଉପସ୍ଥାପନ କରିଥିଲେ, ତାଙ୍କ ସହ ଆଉ ୧୩ ଜଣ ସାଂସଦ ମଧ୍ୟ ଏହି ଉଦ୍ୟମରେ ଥିଲେ ।[୩]
ଆଧାର
[ସମ୍ପାଦନା]- ↑ "Mohapatra quits as BJD leader in RS". Mail Today. August 5, 2012. Archived from the original on June 29, 2014. Retrieved 13 August 2012.
- ↑ "ଓଡ଼ିଶା ଭାଷାକୁ ବଞ୍ଚାଇବାକୁ ଉଦ୍ୟମ ଆବଶ୍ୟକ". Dharitri.com (in ଇଂରାଜୀ). 8 October 2018. Retrieved 25 December 2018.
- ↑ "ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଓଡ଼ିଶାର ୧୪ ଜଣ ସାଂସଦ ପୁନର୍ବାର ଦାବି କଲେ". ଓଡ଼ିଶାନ. 12 May 2013. Retrieved 25 December 2018.