ମଙ୍ଗଳା କିଶାନ

ଉଇକିପିଡ଼ିଆ‌ରୁ
ମଙ୍ଗଳା କିଶାନ
Mangala Kisan.JPG
ସଭ୍ୟ: ବିଧାନ ସଭା, ରାଜ୍ୟ ସଭା
ନିର୍ବାଚନ ମଣ୍ଡଳୀରାଜଗାଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1947-06-06) ୬ ଜୁନ ୧୯୪୭ (ବୟସ ୭୫)
ସୁନ୍ଦରଗଡ଼, ଓଡ଼ିଶା
ଜାତୀୟତାବ୍ରିଟିଶ ରାଜ ଭାରତ
ଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଫିଲିସିଆ କିଶାନ
ସନ୍ତାନ୩ ପୁଅ, ୧ ଝିଅ
As of ଜୁନ, ୨୦୧୪
Source: [୧]

ମଙ୍ଗଳା କିଶାନ (ଜନ୍ମ: ୬ ଜୁନ ୧୯୪୭) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ବିଜୁ ଜନତା ଦଳର ଜଣେ ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭା ଏବଂ ରାଜ୍ୟ ସଭାରେ ସଦସ୍ୟ ଭାବରେ କାର୍ଯ୍ୟ କରିଛନ୍ତି ।[୧] ମଙ୍ଗଳା କିଶାନ ୦୩ ଅପ୍ରେଲ ୨୦୦୮ରେ ଓଡ଼ିଶାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୦୨ ଅପ୍ରେଲ ୨୦୧୪ ଯାଏଁ ୬ବର୍ଷ ଧରି ସେଠାରେ କାର୍ଯ୍ୟ କରିଥିଲେ । ସେ ରାଜଗାଙ୍ଗପୁର ବିଧାନ ସଭା ମଣ୍ଡଳୀରୁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ସେ ରାଜ୍ୟ ସଭା ସାଂସଦ ଥିବାବେଳେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଦାବି ଉପସ୍ଥାପନ କରିଥିଲେ, ତାଙ୍କ ସହ ଆଉ ୧୩ ଜଣ ସାଂସଦ ମଧ୍ୟ ଏହି ଉଦ୍ୟମରେ ଥିଲେ ।[୩]

ଆଧାର[ସମ୍ପାଦନା]

  1. "Mohapatra quits as BJD leader in RS". Mail Today. August 5, 2012. Retrieved 13 August 2012.
  2. "ଓଡ଼ିଶା ଭାଷାକୁ ବଞ୍ଚାଇବାକୁ ଉଦ୍ୟମ ଆବଶ୍ୟକ". Dharitri.com (in ଇଂରାଜୀ). 8 October 2018. Retrieved 25 December 2018.
  3. "ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଓଡ଼ିଶାର ୧୪ ଜଣ ସାଂସଦ ପୁନର୍ବାର ଦାବି କଲେ". ଓଡ଼ିଶାନ. 12 May 2013. Retrieved 25 December 2018.

ବାହାର ଆଧାର[ସମ୍ପାଦନା]