କୃଷ୍ଣଚନ୍ଦ୍ର ତ୍ରିପାଠୀ (କବିରାଜ)
କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମା | |||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|
![]() | |||||||||||||||||||
ଜନ୍ମ | ୨୩ ଫେବୃଆରୀ ୧୯୧୪ | ||||||||||||||||||
ମୃତ୍ୟୁ | ୧୭ ଅକ୍ଟୋବର ୨୦୦୬ | (ବୟସ ୯୨)||||||||||||||||||
ସକ୍ରିୟ ବର୍ଷ | ୧୯୫୯-୧୯୬୨ | ||||||||||||||||||
ଜଣାଶୁଣା | ପ୍ରଯୋଜକ | ||||||||||||||||||
ଜୀବନସାଥୀ | ବିନୋଦିନି ଦେବୀ | ||||||||||||||||||
ପୁରସ୍କାର(ଗୁଡ଼ିକ) | ଜୟଦେବ ପୁରସ୍କାର, ୧୯୮୧ | ||||||||||||||||||
|
କୃଷ୍ଣଚନ୍ଦ୍ର ତ୍ରିପାଠୀ (୨୩ ଫେବୃଆରୀ ୧୯୧୪[୧] - ୧୭ ଅକ୍ଟୋବର ୨୦୦୬) ଜଣେ କବିରାଜ, ଓଡ଼ିଆ କଥାଚିତ୍ର ପ୍ରଯୋଜକ, ଲେଖକ ଓ ରାଜନେତା ଥିଲେ । ଓଡ଼ିଆ କଥାଚିତ୍ର ପ୍ରଯୋଜନା, ବିତରଣ ଓ ପ୍ରଦର୍ଶନ ନିମନ୍ତେ ଗଠିତ ପ୍ରଥମ ସମବାୟ ସଂସ୍ଥା ଉତ୍କଳ ଚଳଚ୍ଚିତ୍ର ପ୍ରତିଷ୍ଠାନର ସଂସ୍ଥାପକ । [୨] ୧୯୭୧ରୁ ୧୯୭୩ ପର୍ଯ୍ୟନ୍ତ ସେ ପଞ୍ଚମ ବିଧାନ ସଭାରେ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ପ୍ରତିନିଧି ଥିଲେ ।[୩] ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିନେଟ ସଭ୍ୟ ଥିଲେ । ସେ ଉତ୍କଳ ଆୟୁର୍ବେଦିକ କୋ-ଅପରେଟିଭ ଫାର୍ମାସୀ ଲିମିଟେଡ଼, ଆସିକା, ଉତ୍କଳ କେମିକାଲ କମ୍ପାନୀ ଓ କବିରାଜ ଭବନର ପ୍ରତିଷ୍ଠାତା ଅଟନ୍ତି ।
ପ୍ରଯୋଜିତ କଥାଚିତ୍ର[ସମ୍ପାଦନା]
- ଦସ୍ୟୁ ରତ୍ନାକର, ୧୯୬୨
- ପରିଣାମ, ୧୯୬୧[୪]
- ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା, ୧୯୫୯[୫]
ରଚନାବଳୀ[ସମ୍ପାଦନା]
- ପୂର୍ବାର୍ଦ୍ଧ ଆୟୁର୍ବେଦ ଚିକିତ୍ସା ସଂଗ୍ରହ
- ଉତ୍ତରାର୍ଦ୍ଧ ଆୟୁର୍ବେଦ ଚିକିତ୍ସା ସଂଗ୍ରହ
- ଆୟୁର୍ବେଦ ଚିକିତ୍ସା ସଂଗ୍ରହ ପରିଶିଷ୍ଠ ଭାଗ
- ଜ୍ୱର ଚିକିତ୍ସାର୍ଣ୍ଣବ
- ଜ୍ୱର ଚିକିତ୍ସା ସଂଗ୍ରହ ପରିଶିଷ୍ଠ ଭାଗ
- ସ୍ୱପ୍ନଦୋଷ ଚିକିତ୍ସା
- କୋଷ୍ଠକାଠିନ୍ୟ ଚିକିତ୍ସା
- ବେଦ ବାକ୍ୟ
ପୁରସ୍କାର ଓ ସମ୍ମାନ[ସମ୍ପାଦନା]
- ଜୟଦେବ ପୁରସ୍କାର, ୧୯୮୧[୬]
ଆଧାର[ସମ୍ପାଦନା]
- ↑ ମିଶ୍ର, ସ୍ୱରାଜ. "Ayurvedic Doctor And Film Producer Storms Into Odisha Assembly". sambadenglish.com. Retrieved 25 December 2020.
- ↑ "::DIRECTORATE OF FILM FESTIVALS::". dff.nic.in. Retrieved 10 January 2013.
'Utkal Chalchitra Pratisthan', the first co-operative venture in Odisha to produce, distribute and exhibit Odia films.
- ↑ "Krushna Chandra Tripathy". Odisha Help Line. Retrieved 14 January 2015.
- ↑ "Pramod Panigrahi passes away". Odisha Sun Times. Retrieved 14 January 2015.
- ↑ ଧୃତିକାମ ମହାନ୍ତି,ସୁବ୍ରତ ଦାଶ ଓ ଚିତ୍ତରଞ୍ଜନ ଚିରଞ୍ଜିତ. "ପରଦା 75". ଦ ସନ୍ଡେ ଇଣ୍ଡିୟାନ. Retrieved 14 January 2015.
- ↑ "Odisha: Film Director Aprub Kishore Bir selected for Prestigious 'Jayadev Award' for 2010, Oriya Orbit". orissadiary.com. 2011. Retrieved 10 January 2013.
Kabiraj Krushna Chandra Tripathy(Producer) 1981 Utkal Chalachitra Pratisthana
ଅଧିକ ତଥ୍ୟ[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ କୃଷ୍ଣଚନ୍ଦ୍ର ତ୍ରିପାଠୀ