ଲୋକ ସଭା
ଦେଖଣା
| ଲୋକ ସଭା House of the People | |
|---|---|
| ୧୮ଶ ଲୋକ ସଭା | |
| ପ୍ରକାର | |
| ପ୍ରକାର | ନିମ୍ନ ସଦନ of the ସଂସଦ |
| ନେତୃତ୍ୱ | |
| ବାଚସ୍ପତି | ଓମ୍ ବିର୍ଲା, ବି.ଜେ.ପି ୨୦୨୪ରୁ |
| ଶାସକ ଦଳ ନେତା | ନରେନ୍ଦ୍ର ମୋଦୀ, ବି.ଜେ.ପି ୨୦୨୪ରୁ |
| ବିରୋଧୀ ଦଳ ନେତା | ରାହୁଲ ଗାନ୍ଧୀ, କଂଗ୍ରେସ ୨୦୨୪ରୁ |
| ଶାସକ ଦଳ ଉପନେତା | ରାଜନାଥ ସିଂହ, ବି.ଜେ.ପି ୨୦୨୪ରୁ |
| ବିରୋଧୀ ଦଳ ଉପନେତା | ଗୌରବ ଗୋଗୋଇ, କଂଗ୍ରେସ ୨୦୨୪ରୁ |
| ଗଠନ | |
| ଆସନ ସଂଖ୍ୟା | ୫୪୩ [୧] |
| ରାଜନୈତିକ ଦଳ | ସରକାର (୨୯୩)
ବିପକ୍ଷ (୨୩୭)
ଅନ୍ୟାନ୍ୟ (୧୩)
|
| ନିର୍ବାଚନ | |
| ସିଧାସଳଖ ମତଦାନ | |
| ଶେଷ ନିର୍ବାଚନ | ୨୦୨୪ |
| ସାକ୍ଷାତକକ୍ଷ | |
| ନୂତନ ଲୋକ ସଭା ଭବନ | |
| Website | |
| loksabha | |
ଲୋକସଭା, ଯାହାକୁ 'ଜନତାଙ୍କ ସଦନ' ବୋଲି କୁହାଯାଏ, ଏହା ଭାରତର ଦ୍ୱି-ସଦନ ବିଶିଷ୍ଟ ସଂସଦର ନିମ୍ନ ସଦନ ଏବଂ ରାଜ୍ୟସଭା ହେଉଛି ଏହାର ଉପରିସ୍ଥ ସଦନ । ଲୋକସଭାର ସଦସ୍ୟମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରିବା ପାଇଁ ସାର୍ବଜନୀନ ବୟସ୍କ ମତାଧିକାର ଏବଂ 'ଫାଷ୍ଟ-ପାଷ୍ଟ-ଦି-ପୋଷ୍ଟ' (ସର୍ବାଧିକ ମତ ପ୍ରାପ୍ତ ବିଜୟୀ) ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ନିର୍ବାଚିତ ହୁଅନ୍ତି । ସେମାନେ ପାଞ୍ଚ ବର୍ଷ ପାଇଁ କିମ୍ବା କେନ୍ଦ୍ର ମନ୍ତ୍ରୀ ପରିଷଦର ପରାମର୍ଶ କ୍ରମେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସଦନ ଭଙ୍ଗ ହେବା ପର୍ଯ୍ୟନ୍ତ ନିଜ ପଦବୀରେ ରହନ୍ତି । ଏହି ସଦନର ଅଧିବେଶନ ନୂଆଦିଲ୍ଲୀରେ ଥିବା ସଂସଦ ଭବନର ଲୋକସଭା କକ୍ଷରେ ଅନୁଷ୍ଠିତ ହୋଇଥାଏ ।
ଇତିହାସ
[ସମ୍ପାଦନା]ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ ମସିହାରେ ହୋଇଥିଲା। ପ୍ରଥମ ସାଧାରଣ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ୨୪୫ଟି ଆସନ ପାଇଥିଲା , ଏହା ସହିତ ଜବାହରଲାଲ ନେହେରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ।
ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ହିସାବରେ ସିଟ ସଂଖ୍ୟା
[ସମ୍ପାଦନା]| Subdivision | Type | No. of constituencies[୨] |
|---|---|---|
| ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ | କେନ୍ଦ୍ର ଶାସିତ ଅଞ୍ଚଳ | ୧ |
| ଆନ୍ଧ୍ର ପ୍ରଦେଶ | ରାଜ୍ୟ | ୨୫ |
| ଅରୁଣାଚଳ ପ୍ରଦେଶ | ରାଜ୍ୟ | ୨ |
| ଆସାମ | ରାଜ୍ୟ | ୧୪ |
| ବିହାର | ରାଜ୍ୟ | ୪୦ |
| ଚଣ୍ଡୀଗଡ଼ | କେନ୍ଦ୍ର ଶାସିତ ଅଞ୍ଚଳ | ୧ |
| ଛତିଶଗଡ଼ | ରାଜ୍ୟ | ୧୧ |
| ଦାଦ୍ରା ଓ ନଗର ହବେଳୀ | କେନ୍ଦ୍ର ଶାସିତ ଅଞ୍ଚଳ | ୧ |
| ଡାମନ ଓ ଡିଉ | କେନ୍ଦ୍ର ଶାସିତ ଅଞ୍ଚଳ | ୧ |
| ଦିଲ୍ଲୀ | କେନ୍ଦ୍ର ଶାସିତ ଅଞ୍ଚଳ | ୭ |
| ଗୋଆ | ରାଜ୍ୟ | ୨ |
| ଗୁଜରାଟ | ରାଜ୍ୟ | ୨୬ |
| ହରିଆଣା | ରାଜ୍ୟ | ୧୦ |
| ହିମାଚଳ ପ୍ରଦେଶ | ରାଜ୍ୟ | ୪ |
| ଜମ୍ମୁ ଓ କଶ୍ମୀର | ରାଜ୍ୟ | ୬ |
| ଝାଡ଼ଖଣ୍ଡ | ରାଜ୍ୟ | ୧୪ |
| କର୍ଣ୍ଣାଟକ | ରାଜ୍ୟ | ୨୮ |
| କେରଳ | ରାଜ୍ୟ | ୨୦ |
| ଲାକ୍ଷାଦ୍ୱୀପ | କେନ୍ଦ୍ର ଶାସିତ ଅଞ୍ଚଳ | ୧ |
| ମଧ୍ୟ ପ୍ରଦେଶ | ରାଜ୍ୟ | ୨୯ |
| ମହାରାଷ୍ଟ୍ର | ରାଜ୍ୟ | ୪୮ |
| ମଣିପୁର | ରାଜ୍ୟ | ୨ |
| ମେଘାଳୟ | ରାଜ୍ୟ | ୨ |
| ମିଜୋରାମ | ରାଜ୍ୟ | ୧ |
| ନାଗାଲାଣ୍ଡ | ରାଜ୍ୟ | ୧ |
| ଓଡ଼ିଶା | ରାଜ୍ୟ | ୨୧ |
| ପୁଡୁଚେରୀ | କେନ୍ଦ୍ର ଶାସିତ ଅଞ୍ଚଳ | ୧ |
| ପଞ୍ଜାବ | ରାଜ୍ୟ | ୧୩ |
| ରାଜସ୍ଥାନ | ରାଜ୍ୟ | ୨୫ |
| ସିକିମ | ରାଜ୍ୟ | ୧ |
| ତାମିଲନାଡୁ | ରାଜ୍ୟ | ୩୯ |
| ତେଲେଙ୍ଗାନା | ରାଜ୍ୟ | ୧୭ |
| ତ୍ରିପୁରା | ରାଜ୍ୟ | ୨ |
| ଉତ୍ତରାଖଣ୍ଡ | ରାଜ୍ୟ | ୫ |
| ଉତ୍ତର ପ୍ରଦେଶ | ରାଜ୍ୟ | ୮୦ |
| ପଶ୍ଚିମ ବଙ୍ଗ | ରାଜ୍ୟ | ୪୨ |
ଲୋକ ସଭା ଓ ଜାତୀୟ ନିର୍ବାଚନ
[ସମ୍ପାଦନା]| ଲୋକ ସଭା | ନିର୍ବାଚନ ବର୍ଷ |
|---|---|
| ୧ମ ଲୋକ ସଭା | ଜାତୀୟ ନିର୍ବାଚନ ୧୯୫୨ |
| ୨ୟ ଲୋକ ସଭା | ଜାତୀୟ ନିର୍ବାଚନ ୧୯୫୭ |
| ୩ୟ ଲୋକ ସଭା | ଜାତୀୟ ନିର୍ବାଚନ ୧୯୬୨ |
| ୪ର୍ଥ ଲୋକ ସଭା | ଜାତୀୟ ନିର୍ବାଚନ ୧୯୬୭ |
| ୫ମ ଲୋକ ସଭା | ଜାତୀୟ ନିର୍ବାଚନ ୧୯୭୧ |
| ୬ଷ୍ଠ ଲୋକ ସଭା | ଜାତୀୟ ନିର୍ବାଚନ ୧୯୭୭ |
| ୭ମ ଲୋକ ସଭା | ଜାତୀୟ ନିର୍ବାଚନ ୧୯୮୦ |
| ୮ମ ଲୋକ ସଭା | ଜାତୀୟ ନିର୍ବାଚନ ୧୯୮୪ |
| ୯ମ ଲୋକ ସଭା | ଜାତୀୟ ନିର୍ବାଚନ ୧୯୮୯ |
| ୧୦ମ ଲୋକ ସଭା | ଜାତୀୟ ନିର୍ବାଚନ ୧୯୯୧ |
| ୧୧ଶ ଲୋକ ସଭା | ଜାତୀୟ ନିର୍ବାଚନ ୧୯୯୬ |
| ୧୨ଶ ଲୋକ ସଭା | ଜାତୀୟ ନିର୍ବାଚନ ୧୯୯୮ |
| ୧୩ଶ ଲୋକ ସଭା | ଜାତୀୟ ନିର୍ବାଚନ ୧୯୯୯ |
| ୧୪ଶ ଲୋକ ସଭା | ଜାତୀୟ ନିର୍ବାଚନ ୨୦୦୪ |
| ୧୫ଶ ଲୋକ ସଭା | ଜାତୀୟ ନିର୍ବାଚନ ୨୦୦୯ |
| ୧୬ଶ ଲୋକ ସଭା | ଜାତୀୟ ନିର୍ବାଚନ ୨୦୧୪ |
| ୧୭ଶ ଲୋକ ସଭା | ଜାତୀୟ ନିର୍ବାଚନ ୨୦୧୯ |
| ୧୮ଶ ଲୋକ ସଭା | ଜାତୀୟ ନିର୍ବାଚନ ୨୦୨୪ |
ଆଧାର
[ସମ୍ପାଦନା]- ↑ "Lok Sabha". parliamentofindia.nic.in. Retrieved 19 August 2011.
- ↑ "Lok Sabha Introduction". National Informatics Centre, Government of India. Retrieved 22 September 2008.
ବାହାର ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ଲୋକ ସଭା
ବାବଦରେ ମାଧ୍ୟମ ରହିଛି ।
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |