ବୈଷ୍ଣବ ଚରଣ ପଟ୍ଟନାୟକ
ଦେଖଣା
ବୈଷ୍ଣବ ଚରଣ ପଟ୍ଟନାୟକ | |
|---|---|
| ସଭ୍ୟ: ତୃତୀୟ ଲୋକ ସଭା | |
| କାର୍ଯ୍ୟକାଳ ୧୯୬୨ – ୧୯୬୭ | |
| ପୂର୍ବ ଅଧିକାରୀ | ସୁରେନ୍ଦ୍ର ମହାନ୍ତି |
| ପର ଅଧିକାରୀ | କାମାକ୍ଷା ପ୍ରସାଦ ସିଂଦେଓ |
| ନିର୍ବାଚନ ମଣ୍ଡଳୀ | ଢେଙ୍କାନାଳ |
| ସଭ୍ୟ: ପ୍ରଥମ ବିଧାନ ସଭା | |
| କାର୍ଯ୍ୟକାଳ ୨୦ ଫେବୃଆରୀ ୧୯୫୨ – ୧୪ ମାର୍ଚ୍ଚ ୧୯୫୭ | |
| ନିର୍ବାଚନ ମଣ୍ଡଳୀ | ଢେଙ୍କାନାଳ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ବୈଷ୍ଣବ ଚରଣ ପଟ୍ଟନାୟକ ୨୯ ଅପ୍ରେଲ ୧୯୧୪ ଢେଙ୍କାନାଳ, ଭାରତ |
| ମୃତ୍ୟୁ | ୧ ଜାନୁଆରୀ ୨୦୧୩ (ବୟସ ୯୮) |
| ରାଜନୀତିକ ଦଳ | କଂଗ୍ରେସ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କମ୍ୟୁନିଷ୍ଟ |
| ପୁରସ୍କାର | କପିଳାସ ସମ୍ମାନ |
ବୈଷ୍ଣବ ଚରଣ ପଟ୍ଟନାୟକ (୨୯ ଅପ୍ରେଲ ୧୯୧୪ - ୦୧ ଜାନୁଆରୀ ୨୦୧୩) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞ ଥିଲେ ।
ଜୀବନୀ
[ସମ୍ପାଦନା]ଯୂବ ଅବସ୍ଥାରୁ ସେ ବୈପ୍ଳବିକ ଚିନ୍ତାଧାରାରେ ବିଶ୍ୱାସ ରଖୁଥିଲେ । ୧୯୩୮ରେ ଭୁବନ, ନୀଳକଣ୍ଠପୁର, କଦାରସୁଙ୍ଘା, ଅଳସୁଆହାଟ ଇତ୍ୟାଦି ଗ୍ରାମରେ ଯୁବକମାନଙ୍କୁ ଏକାଠି କରି ପ୍ରଜା ଆନ୍ଦୋଳନର ନେତୃତ୍ୱ ନେଇଥିଲେ । [୧] ସେ ଓଡ଼ିଶାର ପ୍ରଥମ ବିଧାନ ସଭାକୁ ୧୯୫୨-୫୭ ପର୍ଯ୍ୟନ୍ତ[୨] ଏବଂ ଢେଙ୍କାନାଳ (ଲୋକ ସଭା ନିର୍ବାଚନ ମଣ୍ଡଳୀ)ରୁ ତୃତୀୟ ଲୋକ ସଭାକୁ ୧୯୬୨-୬୭ ପର୍ଯ୍ୟନ୍ତ ନିର୍ବାଚିତ ହୋଇଥିଲେ ।[୩]
ସମ୍ମାନ
[ସମ୍ପାଦନା]୨୦୦୫ ମସିହାରେ ତାଙ୍କୁ କପିଳାସ ସମ୍ମାନ ପ୍ରଦାନ କରାଯାଇଥିଲା ।[୪]
ଆଧାର
[ସମ୍ପାଦନା]- ↑ "Baishnab Charan Patnaik". Retrieved 29 April 2013.[permanent dead link]
- ↑ "MLA Late Baisnab Charan Patnaik Profile - DHENKANAL Constituency". Retrieved 30 April 2016.
- ↑ "Dhenkanal(Orissa) Lok Sabha Election Results 2014 with Sitting MP and Party Name". Retrieved 30 April 2016.
- ↑ "Kapilas Samman". Retrieved 29 April 2013.