Jump to content

ପ୍ରତାପ କେଶରୀ ଦେଓ

ଉଇକିପିଡ଼ିଆ‌ରୁ
ପ୍ରତାପ କେଶରୀ ଦେଓ
ସାଂସଦ: ୨ୟ, ୩ୟ, ୪ର୍ଥ, ୫ମ, ୬ଷ୍ଠ ଲୋକ ସଭା
କାର୍ଯ୍ୟକାଳ
୧୯୫୭-୧୯୮୦
ପୂର୍ବ ଅଧିକାରୀଗିରିଧାରୀ ଭୋଇ
ପର ଅଧିକାରୀରାସ ବିହାରୀ ବେହେରା
ନିର୍ବାଚନ ମଣ୍ଡଳୀକଳାହାଣ୍ଡି
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭  ୧୯୬୧
ପୂର୍ବ ଅଧିକାରୀଜନାର୍ଦନ ମାଝି, ଯୋଗେଶ ଚନ୍ଦ୍ର ସିଂହ ଦେଓ
ପର ଅଧିକାରୀଚନ୍ଦ୍ର ଶେଖର ପ୍ରଧାନ
ନିର୍ବାଚନ ମଣ୍ଡଳୀଭବାନୀପାଟଣା
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨  ୧୯୫୭
ନିର୍ବାଚନ ମଣ୍ଡଳୀଜୁନାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1919-10-05)୫ ଅକ୍ଟୋବର ୧୯୧୯
ମୃତ୍ୟୁ୮ ଅକ୍ଟୋବର ୨୦୦୧(2001-10-08) (ବୟସ ୮୨)
ସନ୍ତାନଉଦିର ପ୍ରତାପ ଦେଓ

ପ୍ରତାପ କେଶରୀ ଦେଓ ([pɾɔt̪apɔ kesɔri d̪eo] (listen);୫ ଅକ୍ଟୋବର ୧୯୧୯ - ୮ ଅକ୍ଟୋବର ୨୦୦୧) ଜଣେ ଭାରତୀୟ ରାଜନେତା ଥିଲେ । ସେ ଭାରତର ସଂସଦ ତଳ ସଦନ ଲୋକ ସଭାକୁ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲଗାତାର ୫ଥର ନିର୍ବାଚିତ ହୋଇଥିଲେ ।[][][] ସେ ଓଡ଼ିଶା ବିଧାନ ସଭାକୁ ଦୁଇଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।[]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ପ୍ରତାପ କେଶରୀ ଦେଓ ୧୯୧୯ ମସିହାର ଅକ୍ଟୋବର ମାସ ୫ ତାରିଖରେ କଳାହାଣ୍ଡି ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ କଳାହାଣ୍ଡି ରାଜ୍ୟର ଶେଷ ରାଜା ଥିଲେ ।

ରାଜନୈତିକ ଜୀବନ

[ସମ୍ପାଦନା]

ପ୍ରତାପ କେଶରୀ ୧୯୫୨ ମସିହାରୁ ୧୯୫୬ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ବିରୋଧୀ ଦଳର ଉପନେତା ଭାବରେ କାର୍ଯ୍ୟ କରୁଥିଲେ ।[] ୧୯୫୭ ମସିହାରୁ ୧୯୮୦ ମସିହାଯାଏଁ ସେ ଲୋକ ସଭାକୁ ଲଗାତାର ୫ ଥର ନିର୍ବାଚିତ ହୋଇଥିଲେ ।[]

ମୃତ୍ୟୁ

[ସମ୍ପାଦନା]

ପ୍ରତାପ କେଶରୀ ଦେଓ ୨୦୦୧ ମସିହାର ଅକ୍ଟୋବର ମାସ ୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[] ମୃତ୍ୟୁବେଳକୁ ୮୨ ତାଙ୍କୁ ବର୍ଷ ବୟସ ହୋଇଥିଲା ।

  1. "Biographical Sketch Member of Parliament". Lok Sabha. Retrieved 20 October 2017.
  2. Prasanta Patnaik (1996). Lok Sabha Polls in Orissa, 1952-1991. Kalinga Communications (Publication Division). p. 183. Retrieved 20 October 2017.
  3. India. Parliament. Lok Sabha. Committee of Privileges (1967). Report. Lok Sabha Secretariat. p. 15. Retrieved 20 October 2017.
  4. 1 2 3 "Late Pratap Keshari Deo (Bhawanipatna)". odishaassembly.nic.in. Odisha Assembly. Retrieved 27 September 2020.
  5. "Members Bioprofile". loksabhaph.nic.in. Retrieved 2020-05-12.

ବାହାର ଆଧାର

[ସମ୍ପାଦନା]