Jump to content

ବ୍ୟବହାରକାରୀ:MKar/ଉଦ୍ଭିଦ

ଉଇକିପିଡ଼ିଆ‌ରୁ
ବିଷୟସୂଚୀ
କ୍ଷ
ନାମବୈଜ୍ଞାନିକ ନାମଇଂରାଜୀ ନାମଅନ୍ୟ ନାମ / ସୂଚନା
ଅଅଁଳାPhyllanthus emblicaIndian gooseberryAmla
ଅକରକରାAcmella oleracea-ବିକଳ୍ପ ନାମ
ଅକାଣ୍ଡିCalycopteris floribundaUkshiବିକଳ୍ପ ନାମ
ଅକାନବିନ୍ଧିCissampelos pareiravelvetleafପାଠା
ଅଖରୋଟJuglans regiacommon walnut
ଅଗରAquilaria malaccensis-ଅଗର ଚନ୍ଦନ, କୃଷ୍ଣ ଚନ୍ଦନ, ଅଗୁରୁ
ଅଗରୁ ବଚAlpinia galanga-ବିକଳ୍ପ ନାମ
ଅଗ୍ନିଶିଖାGloriosa superbaflame lily
ଅଗସ୍ତିSesbania grandifloraHummingbird Tree[]
ଅଗିବଥୁPremna serratifolia-ଗନ୍ଧଣା[]
ଅଙ୍କରାନ୍ତିSolanum xanthocarpum---
ଅଙ୍କୁ କୋଳିCarissa spinarum-
ଅଙ୍କୁଲAlangium salviifolium-ଆଙ୍କୁଲ
ଅଙ୍ଗୁରVitis viniferaGrapesAngur
ଅଜଗନ୍ଧାCleome gynandra-ଅଣସୋରିଷିଆ
ଅଜମୋଦTrachyspermum roxburghianum-
ଅଣ୍ଟିଲଇTylophora asthmatica-ବିକଳ୍ପ ନାମ
ଅତିକେଶରLinum usitatissimumFlax seedsବିକଳ୍ପ ନାମ
ଅତୁଣ୍ଡିCombretum ovalifolium-ଆତୁଣ୍ଡି
ଅଦାZingiber officinaleGingerAdrak
ଅଦା ଫୁଲHedychium coronarium-ବିକଳ୍ପ ନାମ
ଅନନ୍ତ ନାଗCouroupita guianensisନାଗଲିଙ୍ଗ
ଅନନ୍ତମୂଳHemidesmus indicusସୁଗନ୍ଧି
ଅପରାଜିତାClitoria ternateaClitorisKoyal
ଅପାମାରଙ୍ଗAchyranthes asperaPrickly Chaff Flowerlatjira
ଅଫିମPapaver somniferumOpium PoppyAfim
ଅମରପୋଇBryophyllum pinnatumSprout-leaf Plantହେମକାକର
ଅମରିIpomoea carneapink morning glory
ଅମୃତଜଟାValeriana officinalis-ବିକଳ୍ପ ନାମ
ଅମୃତଭଣ୍ଡାCarica papayaPapaw (Papaya)Papeeta
ଅମୋନାBignonia aequinoctialis-ବିକଳ୍ପ ନାମ
ଅରଖ (କଳା)Calotropis giganteaCrown flowerକଳା ଅରଖ, ଅରଖ
ଅରଖ (ଧଳା)Calotropis proceraapple of Sodomଧଳା ଅରଖ
ଅର୍ଜୁନTerminalia arjunaArjuna*OSFD_44, *ପୂଭା‌_
ଅଳେଇଚElettaria cardamomumCardamomChoti-elachi
ଅଶୋକSaraca asocaAshoka*OSFD_40, *ପୂଭା‌_
ଅଶ୍ଵଗନ୍ଧାWithania somniferaIndian ginseng--
ଅସନTerminalia elliptica-ସାହାଜ *OSFD_45, *ପୂଭା‌_
ଅଷାଢୁଆCapparis zeylanica-ବିକଳ୍ପ ନାମ
   [top]
ନାମବୈଜ୍ଞାନିକ ନାମଇଂରାଜୀ ନାମଅନ୍ୟ ନାମ / ସୂଚନା
ଆକାଶ ମଲ୍ଲୀMillingtonia hortensis-ବିକଳ୍ପ ନାମ
ଆକାଶିଆAcacia auriculiformis-
ଆଖୁSaccharum officinarumSugar caneगन्ना, ईख
* ଆଛୁMorinda tinctoriaIndian Mulberryआल *OSFD1
ଆଜୋଲାAzolla pinnata-
ଆତAnnona squamosaSugar-appleସୀତାଫଳ
ଆତୁଣ୍ଡିCalycopteris floribunda-*ପୂ.ଭା
ଆମଥିBauhinia semla-- - -
ଆମ୍ବMangifera indicaMangoआम
ଆମ୍ବକଷି ଅଦାCurcuma amadamango ginger
ଆମ୍ବଡ଼ାSpondias mangiferahog plums*OSFD2
ଆମ୍ବିଳିତିOxalis corniculataSleeping Beautyचांगेरी
   [top]
ନାମବୈଜ୍ଞାନିକ ନାମଇଂରାଜୀ ନାମଅନ୍ୟ ନାମ / ସୂଚନା
ଇନ୍ଦ୍ରଯଵ Holarrhena pubescens ଜୁଟବ,pitakarwa
ଇନ୍ଦ୍ରମାରିଷAcalypha indicaIndian AcalyphaKuppi
ନାମବୈଜ୍ଞାନିକ ନାମଇଂରାଜୀ ନାମଅନ୍ୟ ନାମ / ସୂଚନା
ଉତୁରିPergularia daemiatrellis-vine--
   [top]
ନାମବୈଜ୍ଞାନିକ ନାମଇଂରାଜୀ ନାମଅନ୍ୟ ନାମ / ସୂଚନା
ଋଦ୍ଧିPlatanthera edgeworthii*HE
ଋଷଭକCrepidium acuminatum[] *HE


   [top]
ନାମବୈଜ୍ଞାନିକ ନାମଇଂରାଜୀ ନାମଅନ୍ୟ ନାମ / ସୂଚନା
ଓଉDillenia indicaelephant apple
ଓଡ଼ଶମାରି[]Cycas circinalis--
ଓସ୍ତFicus religiosaSacred figଅଶ୍ୱତ୍ଥ, ପିପ୍ପଳ
ଓଲଟ କମଳAbroma augustumDevil’s cotton, Indian Hempउलट कमल
ଓଲୁଅAmorphophallus paeoniifoliuselephant foot yamଓଲ
   [top]
ନାମବୈଜ୍ଞାନିକ ନାମଇଂରାଜୀ ନାମଅନ୍ୟ ନାମ/ ସୂଚନା/ ଆଧାର
କଇଥFeronia limoniaWood-appleKowit
କଉକଉଆCheilocostus speciosus-ଗାଈଗୋବରା, ଚେକିକନ୍ଦ
କଙ୍ଗଡ଼ାXylia xylocarpa-*OSFD_18, *ପୂଭା‌_୧୨୧୭
କଣ୍ଟା ଆଳୁDioscorea glabra-
କଣ୍ଟା ସାରୁLasia spinosa-ବିକଳ୍ପ ନାମ
କଣ୍ଟାକୁସୁମArgemone mexicanaMexican Poppyଅଗରା, RPRC-129
କଣ୍ଟା ବେତCalamus guruba-[]
କଣ୍ଟାମାରିଷAmaranthus spinosus-- - -
କଣ୍ଟା ମାଳତିBarleria prionitisporcupine flower
କଣ୍ଟି କପାଳୀCaesalpinia digynaTeri Podsहिन्स/ पुटि करंज
କଣ୍ଟେଇ କୋଳିZiziphus oenopliaJackal JujubeRPRC-1346 []
କତକଲEntada gigasmonkey-ladder*ପୂଭା: ୧୨୭୩[]
କଦଳୀMusa paradisiacaBananaकेला
କଦମ୍ବNeolamarckia cadamba-ବିକଳ୍ପ ନାମ
କନକEleocharis dulcis-ବିକଳ୍ପ ନାମ
କନିଅରCascabela thevetia-RPRC-285
କନିଶିରିCommelina benghalensis-କାନିଶିରି
କନ୍ଦ ଆଳୁDioscorea belophylla-ବଟ କନ୍ଦ
କନ୍ଦମୂଳIpomoea batatas Sweet potato-
କନ୍ଦ୍ରିଫଳDysphania ambrosioideswormseed-
କପାGossypium herbaceumCottonरूइ
କପାସିଆKydia calycina-RPRC-799
କମଳାଲେମ୍ବୁCitrus reticulataMandarin Orangeसंतरा
କରବDioscorea pentaphyllafiveleaf yam
କରଞ୍ଜMillettia pinnataIndian beech
କରବୀNerium oleander-କରବୀର
କରମଙ୍ଗାAverrhoa carambolaStarfruitRPRC-158
କର୍ପୁର ଗଛCinnamomum camphoracamphor treeRPRC-339
କର୍ପୁର ତୁଳସୀOcimum kilimandscharicum-African blue basil
କରଡ଼ାCleistanthus collinus-*OSFD_12, *ପୂଭା‌_୧୩୪୭
କରୁଣାCitrus × aurantium-ବିକଳ୍ପ ନାମ
କଳମIpomoea aquaticawater spinachRPRC-763
କଳାଗହମ[]Blepharis maderaspatensis-ବିକଳ୍ପ ନାମ
କଳାଜଟି ଲଇ[]Tiliacora acuminata-*ପୂଭା: ୧୪୦୧
କଳା ଜିରାNigella sativanigellaବିକଳ୍ପ ନାମ
କଲରାMomordica charantiabitter gourd
କଷ କନ୍ଦDioscorea puber-
କଷିBridelia retusa-କଷି କୋଳି *OSFD_16
କଷିକୋଳିDiospyros montanaBombay ebonyବିକଳ୍ପ ନାମ
କସ୍ତୁରି କମଳSaussurea gossypiphora-କପାସି ଫୁଲ
କଂସାରିଲତାIpomoea pes-capraebayhops, goat's footRPRC-768
କାଇଁଚAbrus precatoriusIndian licorice
କାଉଁରିଆHibiscus cannabinusBimlipatam juteअम्बारी
କାଇଁଚକାକୁଡ଼ିSolena amplexicaulis-
କାକୁଡ଼ିCucumis sativus----
କାଗଜି ଲେମ୍ବୁCitrus × aurantiifoliaKey lime*ପୂଭା: ୧୪୫୫
କାଣ୍ଡକାଣ୍ଡିଆTypha elephantina-ବିକଳ୍ପ ନାମ
କାଜୁAnacardium occidentaleCashewଲଙ୍କାଆମ୍ବ
କାଳିଚୁଆBruguiera parviflora-ବିକଳ୍ପ ନାମ
କାଟପେସୁCelastrus paniculatusBlack Oil PlantMalkangni
କାଠ ବାଦାମTerminalia catappaTropical almondबदाम
କାଠଚମ୍ପାPlumeria acuminataTemple Treeगोलाइँचि
କାଠ ଡିମ୍ବିରିFicus hispidaFicus hispidaकठुमर
କାଙ୍ଗୁSetaria italicaFoxtail millet--
କାଞ୍ଚନPhanera variegata-ବିକଳ୍ପ ନାମ
କାବୁଲି ବୁଟCicer arietinum-ବିକଳ୍ପ ନାମ
କାମିନୀMurraya paniculata--*OSFD_38, *ପୂଭା‌_
କାଳଚୁଆDiospyros sylvatica-
କାଶSaccharum spontaneum-କାଇଁଶ ଘାସ, କାଶତଣ୍ଡୀ
କାଶୁଣ୍ଡିଶାଗSenna sophera-ବିକଳ୍ପ ନାମ
କାଶେନ୍ଦ୍ରୀSenna occidentalis-ବିକଳ୍ପ ନାମ
କିଆPandanus fascicularisScrew Pine
କୁଜିପାନCarmona retusaFukien tea treeRPRC-283
କୁଞ୍ଜଲତାIpomoea quamoclitCypress vine*ପୂଭା: 1628
କୁନ୍ଦJasminum multiflorum-ଜଙ୍ଗଲି ମଲ୍ଲି, RPRC-784
କୁନ୍ଦୁରୁCoccinia grandisIvy gourdତୋରଡା, କଇଁଚି କାକୁଡ଼ି, RPRC-372
କୁରୁବୁଲି[]Plectranthus amboinicusCountry Borageଜୁଆଣିଗଛ
କୁରୁମPsydrax dicoccos- - -RPRC-267
କୁରୁମୂଲିPavonia odorata-ବିକଳ୍ପ ନାମ
କୁରେଇHolarrhena pubescensକୁରେଇଁ
କୁସୁମCarthamus tinctoriusSafflowerକୁସୁମ (ଗୁଳ୍ମ)
କୁସୁମSchleichera oleosa-କୁସୁମ କୋଳି *OSFD_15
କୁମ୍ଭୀCareya arborea-*OSFD_17, RPRC-279
କୃଷ୍ଣଚୂଡ଼ାCaesalpinia pulcherrimaPeacock Flowerଗୋଡ଼ିବାଣ, RPRC-243
କେଉଟିଆ ଘାସCyperus corymbosus-ବିକଳ୍ପ ନାମ
କେଟିଆDerris trifoliata-ବିକଳ୍ପ ନାମ
କେତକୀPandanus tectoriusकेवडा
କେନୋଲାBrassica napus-କାନୋଲା
କେନ୍ଦୁDiospyros melanoxylon-*OSFD_14
କେରୁଆଁSonneratia apetala-ବିକଳ୍ପ ନାମ
କୋଇଲିଖିଆHygrophila auriculatamarsh barbelକୋଇଲେଖା
କୋଚିଲାStrychnos nux-vomicapoison nutକରା
କୋରୁଆଁWrightia antidysenterica-*ପୂଭା: ୧୮୦୩
କୋଳଥMacrotyloma uniflorumhorse gram
କୋଶଳାAmaranthus viridis-ଲେଉଟିଆ ଶାଗ
କୃଟଜWrightia antidysenterica-*ପୂଭା: ୮୬୯
   [top]
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ଖଇରSenegalia catechu-*OSFD_20
ଖଜୁରୀPhoenix sylvestrissilver date palm
ଖଡ଼ାAmaranthus tricolor-ନାଲି ଖଡ଼ା
ଖଡ଼ିMiscanthus fuscus*ପୂଭା: 1907
ଖଡ଼ିସିଜୁEuphorbia tirucalliIndian Tree Spurge
ଖମ୍ବ ଆଳୁDioscorea alata-
ଖରଖରିAcrostichum aureum-RPRC-39
ଖେରୱାHolarrhena antidysentericaAntidysentric HolarrhenaKurchi
   [top]
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ଗଙ୍ଗଶିଉଳୀNyctanthes arbor-tristisNight-flowering Jasmineଶେଫାଳି
ଗଙ୍ଗା ତୁଳସୀHyptis suaveolenspignut or chan*ପୂଭା: ୨୦୫୯
ଗଞ୍ଜେଇCannabis sativa-ଭାଙ୍ଗ
ଗନ୍ଧଣାPremna mollissima-ଗନ୍ଧଣା ଶାଗ
ଗନ୍ଧତୃଣCymbopogon citratusLemongrassGandhatrina
ଗମ୍ଭାରୀGmelina arboreaBeechwood
ଗୟସLeucas aspera-- - -
ଗୟା ଅଶ୍ଵତ୍ଥToona ciliataIndian Mahoganyबेलिया पिपल
ଗାଜରDaucus carotaCarrot
ଗାଜର ଘାସParthenium hysterophorusCongress Grass[୧୦]ସଫେଦ ଟୋପ,
ଗିଲGuilandina bonducnicker bean*ପୂଭା: ୨୨୨୧[୧୧]
ଗିଲିରି[୧୨]Indigofera cassioidesCassia Indigoଗିବ୍ରୀ *ପୂଭା: ୨୨୨୧[୧୩]
ଗୁଆAreca catechuBetel Nut PalmSupari
ଗୁଆଁExcoecaria agallocha-- - -
ଗୁଆକୋଳି[୧୪]Diospyros ferreaBlack ebony- - -
ଗୁଗୁଚିଆamorseco---*ପୂଭା: ୨୨୨୯ [୧୫]
ଗୁଗ୍ଗୁଳCommiphora wightiiIndian bdellium-treeଗୁଗୁଳ, RPRC-387
ଗୁଳୁଚୀTinospora cordifoliaguduchi, gaduchi & giloyଗୁଡୁଚୀ, RPRC-1257
ରୁଞ୍ଜAbrus precatoriusCrab's EyeGunchi
ଗୁଡ଼ମାରିGymnema sylvestre-
ଗୁହିରିଆ[୧୬]Vachellia leucophloea-
ଗେଣ୍ଡୁTagetes erecta-ମଣ୍ଡା
ଗେଣ୍ଡୁଳିSterculia urens-*OSFD8
ଗୋଖରାTribulus terrestrisgoatheadଗୋଖୁର
ଗୋଲ ମରିଚPiper nigrumBlack pepperKali mirch
   [top]
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ଘରପୋଡ଼ିଆOldenlandia bifloraକ୍ଷେତପାପଡା *ପୂଭା: ୨୪୦୬
ଘିକୁଆଁରୀAloe veraIndian AloeGhikavar
ଘୋଡ଼ାଲାଞ୍ଜିAristida setaceaPeanutRPRC-137
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ଚକ୍ର କେଦାରCostus spiralis-ବିକଳ୍ପ ନାମ
ଚଣାCicer arietinumChickpea
ଚଣା ଶାଗLathyrus sativus-ବିକଳ୍ପ ନାମ
ଚନ୍ଦନSantalum albumIndian sandalwood*OSFD_41, *ପୂଭା‌_
ଚମ୍ପାMagnolia champacaChampakବିକଳ୍ପ ନାମ
ଚମେଲିJasminum grandiflorum-ଜାଇ
ଚାକୁଣ୍ଡାSenna toraFoetid CassiaRPRC-297
ଚାକୁଣ୍ଡା (ବଡ଼)Albizia samanRain treeବଡ଼ ଚାକୁଣ୍ଡା
ଚାରBuchanania lanzan-*OSFD4, RPRC-224
ଚିଙ୍ଗୁଡ଼ିଆ ଦଳHydrilla verticillataWaterweed
ଚିତାକୁଟିEuphorbia hirtaSanke weedDudhi
ଚିତ୍ରପାରୁPlumbago zeylanicaCeylon Leadwortଚିତାଗଛ, ଚିନ୍ତାମଣି, ଶ୍ଵେତଚିତା, ଧଳାଚିତ୍ରପାରୁ
ଚିନାବାଦାମArachis hypogaeaPeanutRPRC-127
ଚିନିଚମ୍ପାArtabotrys hexapetalus-କଳୋମୁରୋ, RPRC-140
   [top]
ଛତିଅନାAlstonia scholarisBlackboard treeଛଚିନା, RPRC-79, *ପୂଭା:୨୭୫୩
ଛଚିନ୍ଦାTrichosanthes cucumerinasnake gourdପୋଟଳ, ସାପୁଆ *ପୂଭା:୨୭୫୪
ଛୁଇଁପାତୁଳିStereospermum angustifolium-*OSFD5
ଛୁରିଅନା[୧୭]Mammea suriga-
ଛୁରିଅନାOchrocarpos longifolius-*ପୂଭା:୨୮୩୭
ଛୋଟ ରାସ୍ନାGlobba marantina-
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ଜଜାଙ୍ଗBreynia retusa-ବିକଳ୍ପ ନାମ
ଜଡ଼ାRicinus communisCastorErandi
ଜରାସନ୍ଦLitsea glutinosasoft bollygum*OSFD11
ଜରୋଲ୍Lagerstroemia speciosaଜରୁଳ*ପୂଭା: ୨୯୨୧
ଜଳଜଳିLudwigia perennis-ଜଳତଣ୍ଡୁଳ
ଜହ୍ନିLuffa acutangula-ବିକଳ୍ପ ନାମ
ଜାଇJasminum grandiflorum-ଜାଇଫୁଲ
ଜାଇଫଳMyristica fragrans-ବିକଳ୍ପ ନାମ
ଜୟନ୍ତୀSesbania sesban
ଜାମୁ କୋଳିSyzygium cuminiJava Plum
ଜିରାCarum carviCarawayShia-jira
ଜୀବକCrepidium acuminatum*ପୂଭା: ୩୦୦୩
ଜୁଇJasminum auriculatum-ଜୁହି
ଜେଉଟArtocarpus lacuchamonkey fruitଜେଉଠ *ପୂଭା: ୩୦୩୨
   [top]
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ଝରା ଚମ୍ପାActinodaphne angustifolia-ବିକଳ୍ପ ନାମ
ଝରା ମନ୍ଦାରHibiscus schizopetalus-ଝୁଲା ମନ୍ଦାର
ଝାଉଁCasuarina equisetifoliaAustralian pine treeRPRC-302
ଝୁଙ୍କାCrotalaria spectabilis-ବିକଳ୍ପ ନାମ
ଝୁଡୁଙ୍ଗVigna unguiculataCowpea
   [top]
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ଟଗରTabernaemontana divaricataPinwheel Flower
ଟଭାଲେମ୍ବୁCitrus medicaCitronତୁରଞ୍ଜ ଲେମ୍ବୁ *ପୂଭା: ୩୧୩୩
ଟମାଟSolanum lycopersicum-ବିଲାତି ବାଇଗଣ,
ଟାକୁଆ ଲଇCissus repanda-ବିକଳ୍ପ ନାମ
ଟିଣିଆAlbizia odoratissimaCeylon Rosewoodକଳା ଶିରିଶ, RPRC-63
   [top]
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ଠେଲକୋRandia uliginosa-ବିକଳ୍ପ ନାମ
   [top]
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ଡାଳଚିନିCinnamomum verum
ଡାହାଲିଆDahlia-
ଡାଳିମ୍ବPunica granatumPomegranateAnar
ଡିମ୍ବିରିFicus racemosa-କାଠ ଡିମ୍ବିରି, ଡିମିରି
ଡିସେମ୍ବର ଫୁଲBarleria cristataPhilippine violetବିକଳ୍ପ ନାମ
ଡେଙ୍ଗାଭେଜିSolanum viarum-
ଡେଙ୍ଗ୍ରିଭିSolanum ferox-*CH47
   [top]
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ତଗରପାଦNymphoides hydrophylla
ତରଭୁଜCitrullus vulgarisWatermelonTarbuj
ତାଳBorassus flabelliferPalmyra PalmTar
ତାଳମୂଳୀChlorophytum borivilianumChlorophytum borivilianumसफेद मुसली
ତିଆଂଶି ଘାସCyperus corymbosis-ବିକଳ୍ପ ନାମ
ତୁତକୋଳିMorus australis -ତୁତ
ଜେଉଟArtocarpus lacuchamonkey fruitତୁରି, RPRC-143
ତୁଳସୀOcimum sanctumHoly BasilKala Tulasi
ତେଜପତ୍ରCinnamomum tamalaIndian bay leafବିକଳ୍ପ ନାମ
ତେନ୍ତୁଳିTamarindus indicaTamarind*OSFD_36, *ପୂଭା‌_
ତେଲିଙ୍ଗି ବାଉଁଶBambusa tuldaIndian timber bambooRPRC-165
   [top]
ଥାଲକୁଡ଼ିCentella asiaticaIndian Pennywortଘୋଡ଼ାଟାପୁଆ, RPRC-314
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ଦଅଣାArtemisia indica--ଦଏଣା, ଦମନକ, ଦୟଣା
ଦନ୍ତାରୀAcacia torta-କାନ୍ତି, RPRC-17
ଦହିଦହିଆTinospora tomentosaPadma gulanchaसुदर्शन
ଦାନ୍ତିBaliospermum montanumwild castorRPRC-164
ଦାସକେରେଣ୍ଟାBarleria prionitis-RPRC-168
ଦୁର୍ଲଭାOcimum basilicumThai basilଲଣ୍ଡାବଗୁଲି
ଦୁଦୁରାDatura innoxiaThorn AppleSadah Dhatura
ଦୁଧିHemidesmus indicus-ଦୁଧୋଲେ
ଦୁଧିଆ କଳମିIpomoea alba-କୁଞ୍ଜଲତା, RPRC-762
ଦୁବCynodon dactylonBermuda Grass, Scutch Grassदूब घास
ଦେବଦାରୁPolyalthia longifoliaFalse Ashoka
   [top]
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ଧଉରାAnogeissus latifolia-ଢାଉ
ଧଣିଆCoriandrum sativumCorianderHara Dhaniya
ଧଣିଚାSesbania bispinosa-
ଧଳା ଜାହାଜିJatropha curcas-ବାଇଗବ
ଧଳା ବାଣିAvicennia alba- - -RPRC-159
ଧନୁରଞ୍ଜHoloptelia integrifolia-*OSFD6
ଧାତୁକିWoodfordia fruticosa-ଧବତି
ଧୁଆଁ ପତ୍ରNicotiana tabacum-
ଧୋଇTacca leontopetaloides-
   [top]
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ନଡ଼ିଆCoconutCoconutNariyal
ନଳିତାHibiscus cannabinusBimlipatam juteअम्बारी
ନର କୋଳିPhyllanthus acidusGooseberry
ନାକଚଣାAbutilon indicumIndian MallowKanghi
ନାଗଅଇରିLantana camara-ନାଗୁଆରି,[୧୮] ପୁଟୁସ
ନାଗଅଇରିLippia alba-
ନାଗ ଦଅଣାArtemisia vulgariscommon wormwoodଚୋରି ଦଅଣା, ପାନ ଅଇଡ଼
ନାଗଦମନୀCrinum asiaticumpoison bulbଅର୍ଶ
ନାଗଫଣିOpuntia stricta-ନାଗଫେଣି
ନାଗେଶ୍ଵରMesua ferrea-ନାଗକେଦାର *OSFD_37, *RPRC-160
ନାରଙ୍ଗCitrus × aurantiumBitter orangeନାରଙ୍ଗୀ ଲେମ୍ବୁ *ପୂଭା: ୪୨୩୭
ନାଲି ମାରିସAmaranthus gangeticusRed AmaranthLal Sag
ନାସପାତିPyrus communisPearଋଚି ଫଳ, *ପୂଭା: ୭୧୪୪
ନାହାଲବେଲିCipadessa baccifera-ନାହାଲ୍‌ବେଗୁଲି *ପୂଭା: ୪୨୫୬
ନିଆଳୀJasminum arborescens-ବଣମଲ୍ଲି, ମାଧବୀ
ନିମ୍ବAzadirachta indicaNeem TreeNim *OSFD_25, *ପୂଭା‌_
ନିରିମଳାStrychnos potatorumନିର୍ମଳା *OSFD_43, *ପୂଭା‌_୪୩୬୨
ନିର୍ମୂଳିCuscuta reflexadodderବିକଳ୍ପ ନାମ
ନିଳIndigofera tinctoria-ବିକଳ୍ପ ନାମ
ନିଳକଇଁNymphaea nouchali-
ନିଳଗିରିEucalyptus obliquaEucalyptusଇଉକାଲିପଟାସ୍, ଜାରା, *ପୂ‌ଭା_୨୯୭୨
   [top]
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ପଣସArtocarpus heterophyllusJJackfruitRPRC-142
ପଦ୍ମNelumbium speciosumSacred LotusKamal
ପରଶୁ କେଦାରZingiber zerumbet---
ପଳାଶButea monospermaDhak
ପସାରୁଣୀPaederia foetidaSkunkvine; Stinkvine; Chinese Fever Vine.
ପାଉଁଶିଆAerva lanatamountain knotgrassRPRC-48
ପାଞ୍ଚ କୋଡ଼ମାଇCitrullus colocynthis-ପାଞ୍ଚ ଆଙ୍ଗୁଳିଆ, ମହାକାଳ, ମେହେଙ୍କାଳ *ପୂ୧୧୮୦
ପାଟଳୀBignonia suaveolensପାଟେଳୀ
ପାଣି ଆମ୍ବCerbera manghassea mangoRPRC-320
ପାଣି ଆଳୁDioscorea oppositifolia-
ପାଣିନଇIpomoea eriocarpa- -RPRC-765
ପାଣିସିଙ୍ଗଡ଼ାTrapa natans-RPRC-1267
ପାତାଳଗରୁଡ଼Rauvolfia serpentinaIndian snakerootସର୍ପଗନ୍ଧା
ପାନPiper betle-ବିକଳ୍ପ ନାମ
ପାନ ଅଇରିAristolochia indica-RPRC-138
ପାନ ମଧୁରୀFoeniculum vulgareFennelପାନମହୁରୀ
ପାନ୍ଥ ପାଦପRavenala madagascariensistraveller's treel*ପୂଭା‌_୪୭୬୯
ପାଳଧୁଆErythrina variegataIndian coral treeରକ୍ତ କୁସୁମ
ପାଳୁଅCurcuma angustifoliaEast Indian Arrowroot
ପାହାଡ଼ି ଶିଶୁDalbergia latifoliablack/rosewood*OSFD_31, *ପୂଭା‌_
ପିଆଜAllium cepaBulb onionRPRC-69
ପିଆଶାଳPterocarpus marsupium-ବିଜଶାଳ, ବିଜ *OSFD_26/39, *ପୂଭା‌_
ପିଜୁଳିPsidium guajavaGuava
ପିତା ଆଳୁDioscorea bulbifera-
ପିତା ଶାଗGlinus oppositifolius-ବିକଳ୍ପ ନାମ
ପୁଦିନାMentha spicataGarden mintPudina
ପୁରା[୧୯]?-ପୁରାଫୁଲ
ପୁରୁଣିBoerhavia diffusared spiderlingଆଟିକାପୋଡ଼ି,
ପେଡ଼ିପେଡ଼ିକାAbutilon indicumIndian Abutilon, Indian Mallowकंघी
ପୋଇBasella albaIndian SpinachPoi
ପୋକଶୁଙ୍ଗାBlumea oxyodontaSpiny Leaved Blumea
ପୋଲାଙ୍ଗCalophyllum inophyllumlaurelwood
ପ୍ରିୟଙ୍ଗୁAglaia elaeagnoidea-*ପୂଭା: ୭୨୪୦
   [top]
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ଫଣଫଣାOroxylum indicum-*OSFD_28, *ପୂଭା‌_
ଫଳ କନ୍ଦDioscorea wallichii-
ଫାସିAnogeissus acuminata-*OSFD_27, *ପୂଭା‌_
ଫୁଲଝଲିVolkameria inermisglory bower
ଫୁଟଫୁଟିକାCardiospermum halicacabumBalloon VineRPRC-278
ଫୁଲ ଛାଞ୍ଚୁଣିThysanolaena latifoliaTiger grass
ଫୁଲନୁAgeratum conyzoide-ନୀଳ ଫୁଲନୁ
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ବଇଞ୍ଚ କୋଳି[୨୦]Flacourtia indicaramontchi
ବଇଞ୍ଚ କୋଳିFlacourtia jangomasIndian plum
କେରଞ୍ଚା କୋଳିCarissa carandasBengal CurrentsKaraunda
ବଉଳMimusops elengiMimusops elengi
ବଚAcorus calamusSweet FlagBach
ବଜ୍ରମୂଳିSida cordifolia-ବିଷିରିପି
ବଡ଼ ସୁନ୍ଦରୀHeritiera fomes-ସୁନ୍ଦରୀ (ବଡ଼), ସୁନ୍ଦରୀ
ବଣ ଆଳୁDioscorea pentaphylla-ମସିଆ କନ୍ଦ
ବଣ କଦଳୀMusa × paradisiaca-କଦଳୀ କନ୍ଦ
ବଣ କମଳାIpomoea cairica-ବିକଳ୍ପ ନାମ
ବଣମଲ୍ଲିJasminum scandens- -RPRC-786
ବଣ ସୋରିଷSonchus wightianus---
ବଣ ହଳଦୀCurcuma aromatica-ବିକଳ୍ପ ନାମ
ବବୁଲVachellia nilotica-ବିକଳ୍ପ ନାମ
ବରଡାPhanera purpurea]]Bauhiniaସନ
ବରଦାBauhinia variegataMountain EbonyKachnar
ବରଗଛFicus benghalensisBanyan Treeबरगद
ବରାହୀ କନ୍ଦDioscorea bulbifera-ବତର୍ଲା କନ୍ଦ
ବରୁଣCrateva religiosaCrateva religiosaबरुण
ବାଇଗବJatropha gossypiifoliabellyache bushଦୁମଜଡ଼[୨୧] RPRC-787
ବାଇଡ଼ଙ୍କMucuna pruriensMucuna pruriensकिवांच
ବାଇବିଡ଼ଙ୍ଗEmbelia ribesFalse Black Pepperବିଡ଼ଙ୍ଗ
ବାଉଁଶBambusa vulgarisBambooUdha-bans
ବାକୁଚୀPsoralea corylifolia
ବାଙ୍କପଶିଆKydia calycina-*CH
ବାଜରାPennisetum typhoidesPearl millet--
ବାଡ଼ି ପୋକଶୁଂଘାAgeratum conyzoides---
ବାଡ଼ି ପୋକଶୁଂଘାCyanthillium cinereumlittle ironweedRPRC- 1308
ବାତାପିCitrus maximaPomelo*ପୂଭା: ୫୫୦୬
ବାଥୁଆ ଶାଗChenopodium albumlamb's quartersRPRC-324
ବାଦାମTerminalia catappa-ବିକଳ୍ପ ନାମ
ବାନ୍ଧଣDesmodium oojeinense-*OSFD3
ବାରବରଷିଆAgave americanacenturyplantବିକଳ୍ପ ନାମ
ବାସଙ୍ଗJusticia adhatodaMalabar nutRPRC-790
ବାସଙ୍ଗJusticia gendarussaMalabar nutକୁକୁରଦାନ୍ତି, RPRC-793
ବାହାଡ଼ାTerminalia belliricaBelericRPRC- 1246
ବିଛାମାଳିଆCanscora diffusa- - -RPRC-265
ବିଛୁଆତିTragia involucrataIndian stinging nettleବିକଳ୍ପ ନାମ
ବିନPhaseolus vulgariscommon bean
ବିରାଡ଼ି ଲାଞ୍ଜAcalypha hispida-RPRC-20
ବିରିVigna mungoblack gram
ବିଲାତି ଦଳEichhornia crassipeswater hyacinth
ବିଲେଇପାଦIpomoea pes-tigridis- -ବିଲେଇପଞ୍ଝା, RPRC-769
ବିଷଲ୍ୟକରଣିTridax procumbens-ବିକଳ୍ପ ନାମ
ବିଷିରିପିSenna auriculatamatura tea treeRPRC-289
ବୁଦେଇ ଲହMagnolia champaca-ଲତା ପଲାସ, ହସ୍ତୀକର୍ଣ୍ଣ ପଲାସ, ଲହ ପଲାସ
ବୃଦ୍ଧଦାରକArgyreia nervosa-ବୃଦ୍ଧତାରକ, ମୁଣ୍ଡନଇ, ଏନ୍ତୁରୁଡି
ବୃଦ୍ଧିHabenaria intermedia-HE
ବୃହତୀ[୨୨][୨୩]Solanum anguivi
ବେଗୁନିଆVitex negundoChinese chastetreeନିର୍ଗୁଣ୍ଡି, RPRC-1323
ବେଣାChrysopogon zizanioidesVetiverଖସ୍‌ଖସ୍, RPRC- 1311
ବେଲAegle marmelosGolden apple*OSFD_47, *ପୂଭା‌_
ବୈନ୍ୟ ଆଳୁ[୨୪]Dioscorea hispida-ବିକଳ୍ପ ନାମ
ବୋଇତାଳୁCucurbita maxima-କଖାରୁ, ବୋଇତି କଖାରୁ
ବୋରଝାଞ୍ଜିPistia stratioteswater cabbage
ବ୍ରହ୍ମକମଳ[୨୫]Saussurea obvallata-ବିକଳ୍ପ ନାମ
ବ୍ରାହ୍ମୀBacopa monnieri-ପାଣିକୁମ୍ଭୀ, RPRC-163
   [top]
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ଭାଲିଆSemecarpus anacardium-ବଣ ଭାଲିଆ
ଭାଲୁ ପାନିଆଁLepidagathis cristata-ବିକଳ୍ପ ନାମ
ଭୂଇଁ ଅଅଁଳାPhyllanthus niruriବାଡ଼ି ଅଅଁଳା
ଭୂଇଁ କଖାରୁPueraria tuberosa-ହାଣ୍ଡିଫୁଟା
ଭୁଇଁ କଦମ୍ବSphaeranthus indicus-ପାଟଫୁଲିଆ/ ବାଟୁଆଗୋଡି/ ମଣ୍ଡାଖିଆ
ଭୂଇଁନିମAndrographis paniculataଚିରେଇତା
ଭୁର୍ଜ ପତ୍ରBetula utilis-ଭୋଜ ପତ୍ର
ଭୃସଙ୍ଗMurraya koenigiiCurry Leaf Treeଭୁରୁସଙ୍ଗ, ଭୁରୁସୁଙ୍ଗା, ମେରଷିଙ୍ଗା
ଭୃଙ୍ଗରାଜEclipta prostratafalse daisy
ଭେଣ୍ଡିAbelmoschus esculentusOkra/Lady's FingerBhindi
ଭେରୁChloroxylon swietenia-ଭେରୁଆଁ
ଭ୍ରତକୁମାରୀAgave americanaCentury PlantKantala
   [top]
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ମଇLannea coromandelicaIndian ash treeଜିଅଳ, କାଶିମୁଳା *OSFD_23, *ପୂଭା‌_
ମଇଁଷିଆ ଲେମ୍ବୁCitrus maximaGrape FruitChakotra
ମକାZea maysMaize--
ମଞ୍ଜୁଆତିLawsonia inermisHenna
ମନ୍ଦାରHibiscus rosa-sinensisHibiscusJasut
ମରୁଆOriganum majorana
ମଟରPisum sativumPea
ମଦରଙ୍ଗାAlternanthera sessilis-ମଦରଙ୍ଗା ଶାଗ
ମଧୁମାଳତୀCombretum indicumRangoon creeperପୂ*୬୨୪୨
ମସୁରLens culinarisLentil
ମଲ୍ଲିJasminum sambacArabian jasmineମଲ୍ଲୀ, ପୂ*୬୩୩୦
ମହାନିମ୍ବMelia azedarachwhite cedarମହାଲିମ୍ବ
ମହଲAilanthus excelsaଦକ୍ଷିଣକବାଟ *OSFD_23, *ପୂଭା‌_୬୩୫୨
ମହାସିତen:Intsia bijugaipil, merbauRPRC-761
ମହୁକାBassia latifoliaButter TreeJanglimoha
ମହୁଲMadhuca longifolia-*OSFD_22, *ପୂଭା‌_
ମୟୂର ଚୁଳିଆCelosia argenteaplumed cockscombଗଞ୍ଜାଚୂଳିଆ, ନହଙ୍ଗା ଶାଗ RPRC-313
ମାଙ୍କଡ଼ କେନ୍ଦୁDiospyros malabarica-*OSFD_24, *ପୂଭା‌_
ମାଣ ସାରୁAlocasia macrorrhizosGiant TaroRPRC-74
ମାଳତୀAganosma heynei-ପୂ*୬୫୧୫
ମୟୂର ଚୂଳିଆCelosia cristata
ମୁଠି ଶାଗPolygonum plebeium-ବିକଳ୍ପ ନାମ
ମାଣ୍ଡିଆEleusine coracanaFinger milletରାଗି
ମୁଗVigna radiatagreen gram
ମୁଚୁକୁନ୍ଦPterospermum acerifolium-
ମୁତୁରୀSmilax zeylanica-
ମୁଥାCyperus rotundus-ମୁଥ ଘାସ
ମୂଳାRaphanus sativus-
ମୁଷାକାନିCocculus hirsutus-ଦହିଦହିଆ
ମୂଷାକାନୀIpomoea Renniformis
ମେଥିTrigonella foenum-graecumFenugreek
ମେଣ୍ଡି, ମୂଳିନି[୨୬]Tylophora indicaIndian Ipecacଅନ୍ତମୂଳ
ମେହାଙ୍ଗାLepisanthes rubiginosa-*ପୂଭା: ୬୭୧୨
ମୋଡ଼ିମୋଡ଼ିକାHelicteres isora-ଆବର୍ତ୍ତନୀ, ଅଣ୍ଟି
   [top]
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ଯଅHordeum vulgareBarleyଯବ, ବାର୍ଲି
ଯୂଇJasminum auriculatum-ବିକଳ୍ପ ନାମ
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ରକ୍ତ ଚନ୍ଦନPterocarpus santalinusRed Sandalwood*OSFD_35, *ପୂଭା‌_୭୪୫୧
ରକ୍ତଚିତାPlumbago indica---
ରକ୍ତପିଛୁଳିGouania leptostachya-ବିକଳ୍ପ ନାମ
ରକ୍ତପିଛୁଳିVentilago madraspatana-ବିକଳ୍ପ ନାମ
ରଙ୍ଗଣୀ[୨୭]Magnolia champaca-ବାଣ
ରଜନୀଗନ୍ଧାPolianthes tuberosa-
ରବର ଗଛFicus elasticaRubber TreeDagurin
ରସୁଣAllium sativumGarliclahan
ରସୁଣିଆKandelia candel-ଗୋରିଆ, ଗୁଆଳିଆ, RPRC-795
ରାମଫଳAnnona reticulata-
ରାଶିSesamum indicumSesame
ରାସ୍ନା
ରିଠାSapindus mukorossi-ରିଟା, ଇଠା *OSFD_42, *ପୂଭା‌_
ରୋଦନ୍ତିCressa cretica-ରୋଦନ୍ତିକା
   [top]
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ଲହଲାଙ୍ଗଳୀGloriosa superba
ଲଙ୍କାCapsicum annuumChilleRPRC-275
ଲତା କନିଅରAllamanda catharticagolden trumpetRPRC-67
ଲବଙ୍ଗSyzygium aromaticumClove
ଲାଉLagenaria sicerariabottle gourdବିକଳ୍ପ ନାମ
ଲାଜକୁଳୀMimosa pudicaSensitive PlantLajwanti
ଲୁଣଲୁଣିଆSolanum nigrum-ନୁଣନୁଣିଆ,
ଲୁଣି କିଆ[୨୮]Pandanus odorifer-ବିକଳ୍ପ ନାମ
ଲୁହାସିଝୁEuphorbia antiquorumTriangular MilkwortTredhara sehund
ଲେମ୍ବୁCitrus limonLemon*ପୂଭା: ୭୪୨୯
ଲୋଣିPortulaca oleracea-ଛୋଟ ଲୁଣି ଶାଗ, ଲୁଣି ଲୁଣିଆ ଶାଗ *ପୂଭା‌_୭୪୫୦
ଲୋଧSymplocos racemosa-ଲୋଧ୍ର, *OSFD_21, *ପୂଭା‌_୭୪୫୧
   [top]
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ଶଗଡ଼ବାଟୁଆEugenia roxburghiiRoxburgh's Cherry
ଶଙ୍ଖପୁଷ୍ପୀEvolvulus alsinoides-ବିଷ୍ଣୁକ୍ରାନ୍ତି, ଦଣ୍ଡିପୋହଳା
ଶତାବରୀMagnolia champaca-ଶତମୂଳି
*ଶତାବରୀAsparagus officinalisAsparagusSatavari
ଶମୀProsopis cinerariaAdenanthera aculeata Roxb
ଶରପୁଙ୍ଖାTephrosia purpurea
*ଶଲରାTrichosanthes tricuspidataମହାକାଳ, ମେହେଙ୍କାଳ, ପାଞ୍ଚକୋଡ଼ମାଇ,
ଶାଗୁଆନTectona grandisTeak*OSFD_46, *ପୂଭା‌_
ଶାଳShorea robusta*OSFD_29, *ପୂଭା‌_୭୬୩୦
ଶାଳପର୍ଣ୍ଣୀDesmodium gangeticum
ଶିଆଳିPhanera vahlii-ଶିଆଳି ଲଇ
ଶିମାକୟାଁPithecellobium dulceManila tamarind[୨୯] *ପୂଭା‌_୭୬୮୨
ଶିମିଳିBombax ceibaRed Cotton Treeଶିମୁଳି *OSFD_30, *ପୂଭା‌_
ଶିମୂଳି କନ୍ଦManihot esculenta-କଠା ଆଳୁ
ଶିମ୍ବDolichos lablabHyacinth BeanSem
ଶିରିଷିAlbizia lebbeckFlea TreeSiris
ଶିଳାକର୍ଣ୍ଣୀBoswellia serrata-ଶଲଈ *OSFD_32, *ପୂଭା‌_
ଶୁଆଁଲଇIchnocarpus frutescens-ବୋତିଲଇ, ଶ୍ୟାମଲତା
   [top]
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ସଜନାMoringa oleiferaDrumstickମୁନିଗା
ସଦାବିହାରୀCatharanthus roseusrosy periwinkleଆଇଁସକାତି
ସନ୍ତରାTypha angustifolia-
ସର୍ବଜୟାCanna indica-ବିକଳ୍ପ ନାମ
ସମରସିଂହCordia macleodii*OSFD_34, *ପୂଭା‌_
ସଲପCaryota urens-RPRC-284
ସାରୁColocasia esculenta-
ସାଲଗମBrassica rapafield mustard
ସାହାଡ଼ାStreblus asperSand Paper Tree*OSFD_33, *ପୂଭା‌_
ସାହି ଜିରାBunium persicum-ବିକଳ୍ପ ନାମ
ସୁଆଁPanicum sumatrenseLittle Millet
ସୁଗନ୍ଧରାଜGardenia jasminoides-ଗନ୍ଧରାଜ
ସୁଗନ୍ଧିOcimum americanumhoary basilଅରଣ୍ୟ ତୁଳସୀ
ସୁଦର୍ଶନ[୩୦]Crinum asiaticumSpider lily
ସୁନାରଗଡାGrewia hirsuta-ବିକଳ୍ପ ନାମ
ସୁନ୍ଦରୀHeritiera littoralis-ସୁନ୍ଦରୀ (ଧଳା)
ସୁନାମୂଖୀSenna alexandrina-ସନୟ
ସୁନାରିCassia fistulaIndian laburnumRPRC-290
ସୁନିଷୁନିଆMarsilea quadrifoliaFour Leaf Clover
ସୁରୁବୁଲିOldenlandia umbellatachay root*ପୂଭା: ୮୬୪୭
ସୂର୍ଯ୍ୟମୁଖୀHelianthus annuusSunflowerSurajmukhi
ସ୍ଥଳ ପଦ୍ମHibiscus mutabilis-ବିକଳ୍ପ ନାମ
ସେବତୀChrysanthemum indicumChrysanthemumGuldaudi
ସୋଲAeschynomene aspera-ବିକଳ୍ପ ନାମ
ସୋୟାବିନGlycine maxSoyabeanBhat
ସୋରିଷBrassica junceaMustardRailSarson
ସ୍ଵର୍ଣ୍ଣ ଧାରPyrostegia venustaflamevineବିକଳ୍ପ ନାମ
ସ୍ଵର୍ଣ୍ଣ ଯୂଇJasminum fruticans-ବିକଳ୍ପ ନାମ
   [top]
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
ହରଗୌରାHydrocera triflora-ବିକଳ୍ପ ନାମ
ହରକଞ୍ଚAcanthus ilicifolius-RPRC-31
ହରଡ଼Cajanus cajanPigeon peaକାନ୍ଦୁଲ, RPRC-245
ହରିଡ଼ାTerminalia chebulachebulic myrobalan*OSFD_13
ହଳଦୀCurcuma longaTurmeric---
ହାତୀଶୁଣ୍ଢାHeliotropium indicumIndian heliotrop---
ହାଡ଼ଭଙ୍ଗା
ହାଣ୍ଡିଫୁଟାButea parviflora-*OSFD10
ହିଞ୍ଜଳBarringtonia acutangula*OSFD_09
ହିଡ଼ମିଚାEnydra fluctuans-ହିଳମୋଚା
ହେଙ୍ଗୁFerula assa-foetida-ହିଙ୍ଗୁ
ହେନ୍ତାଳPhoenix paludosa--
   [top]
ନାମବୈଜ୍ଞାନିକ ନାମ/ ଇଂରାଜୀ ଉଇକି ପ୍ରସଙ୍ଗଇଂରାଜୀ ନାମଅନ୍ୟନାମ/ ସୂଚନା
କ୍ଷୀର କୋଳିCarissa spinarum[୩୧]conkerberryRPRC-282
କ୍ଷୀର କୋଳିMimosa rubicaulis[୩୨]
କ୍ଷୀର କୋଳିManilkara hexandra*OSFD_19
   [top]
ନାମବୈଜ୍ଞାନିକ ନାମଇଂରାଜୀ ନାମଅନ୍ୟନାମ/ ସୂଚନା
କରନ୍ଦାCarissa carandasbengal currant*ପୂଭା: ୧୩୫୨
ପୋଟଳTrichosanthes dioicapointed gourd
ବଣ ଗଞ୍ଜେଇ[୩୩]Scoparia dulcisgoatweed*ପୂଭା: ୦୦୦୦
ବବୁଲVachellia niloticathorny acaciaବାବୁଲ, *ପୂଭା: ୫୩୬୩
ବାଘ ନଖୀMartynia annua-ବାଘନଖା, *ପୂଭା: ୫୪୭୭
xxx---Ageratina adenophoraCrofton Weed
  • Conservation and Utilization of Medicinal and Aromatic Plants, edited by S. Sahoo
  • Forest Management in Tribal Areas, P. M. Mohapatra
  1. "Ayurvedic Medicinal Plants". toxicologycentre.com. Retrieved 12 August 2015.
  2. "Premna serratifolia L." State Medicinal Plants board. Retrieved 12 August 2015.
  3. Mohanty, Subrat. "Healing effect of rare plants". The Telegraph. Retrieved 10 January 2016.
  4. "Sorting Cycas names". The University of Melbourne. Retrieved 13 August 2015.
  5. 1 2 Patnaik, Madhulita. "Enzymatic antioxidant activities in eight wild edible fruits of Odisha" (PDF). Tropical Plant Research. Retrieved 27 May 2020.
  6. "କତକଲ". ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. Retrieved 8 June 2020.
  7. "kolagohoma - Names of Plants in India". Retrieved 16 October 2016.
  8. Flora of India: Botanical Servey of India , accessdate: October 16, 2016
  9. DAS, P. K. "SOME ETHNOMEDICINAL PLANTS OF KORAPUT DISTRICT ORISSA" (PDF). Ancient Science of Life. VIII (July 1988): 60–67. Retrieved 14 November 2015.
  10. "Himachal moves in to curb spread of 'alien plant species'". The Indian Express. Retrieved 13 August 2015.
  11. "ଗିଲ". ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. Retrieved 27 May 2020.
  12. "ବସନ୍ତର ବ୍ୟଞ୍ଜନ ଗିରିଲି ଫୁଲ". sakalaepaper.com. Retrieved 14 March 2021.
  13. "ଗିବ୍ରୀ". ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. Retrieved 14 March 2021.
  14. R.L. Panigrahi (1 January 2005). Problems of Population in India. Discovery Publishing House. pp. 11–. ISBN 978-81-7141-975-3.
  15. "ଗୁଗୁଚିଆ". ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. Retrieved 27 May 2020.
  16. http://www.niscair.res.in/sciencecommunication/researchjournals/rejour/ijtk/Fulltextsearch/2008/July%202008/IJTK-Vol%20%207(3)-%20July%202008-%20pp%20425-428.htm
  17. "Mammea suriga". Botanical Survey of India. Government of India. Retrieved 19 September 2016.
  18. Barik, Bibhuti. "Ranpur: Where villagers protect forests". The Telegraph. Retrieved 15 August 2015.
  19. "କାଁ ଭାଁ ଟାଣିଲେ ମାଟି ହାତୀଘୋଡ଼ା". ଧରିତ୍ରୀ. Retrieved 4 September 2016.
  20. Sarit Kumar Chaudhuri; Sucheta Sen Chaudhuri (2005). Primitive Tribes in Contemporary India: Concept, Ethnography and Demography. Mittal Publications. pp. 170–. ISBN 978-81-8324-026-0.
  21. "The plant wealth of Boudh district of Odisha, India with reference to Ethnobotany". Retrieved 1 November 2015.
  22. Dr. Parul Joshi (19 May 2014). Planned Progeny: Shreyasi Prajaa. Partridge Publishing India. pp. 97–. ISBN 978-1-4828-2139-0.
  23. "Ayurvedic Medicinal Plants". toxicologycentre.com. Retrieved 17 November 2015.
  24. Misra, Sibangini; Malaya K Misra. "Ethno-botanical study of plants with edible underground parts of south Odisha, India". ISSN 2249-8516. {{cite journal}}: |access-date= requires |url= (help); Cite journal requires |journal= (help)
  25. "ବ୍ରହ୍ମକମଳ: ଅସଲି ଓ ନକଲି". ନିତିଦିନ. Retrieved 26 August 2016.
  26. "Indian Ipecac". Retrieved 28 September 2015.
  27. http://www.asianplant.net/Nyctaginaceae/Mirabilis_jalapa.htm
  28. "THE FLORA DIVERSITY OF BHITARKANIKA AND IT'S FRINGE AREAS: MANGROVES AND THEIR ASSOCIATES". bhitarkanika.org. Retrieved 26 November 2015.
  29. "Nursery Technique of common Forest plant species - Odisha" (PDF). odishaforest.in. p. 67. Retrieved 13 March 2021.
  30. Plant Resources Utilization. Allied Publishers. 2002. pp. 98–. ISBN 978-81-7764-396-1.
  31. "Efforts on to preserve indigenous variety of wild fruits". The Hindu. Retrieved 27 October 2015.
  32. "Flora & Fauna". Divisional Forest Officer, Baripada. Retrieved 27 October 2015.
  33. ମହାନ୍ତି, ଡ. ରାଜବଲ୍ଲଭ. "ମୁଖଗହ୍ଵର ଓ ଦାନ୍ତର ସୁରକ୍ଷାରେ ବୃକ୍ଷଲତା" (PDF). ବିଜ୍ଞାନ ଦିଗନ୍ତ. ୨୪ (୬): ୩୩୮. Retrieved 1 September 2017.

ଅଧିକ ତଥ୍ୟ

[ସମ୍ପାଦନା]