Jump to content

ଅଫିମ

ଉଇକିପିଡ଼ିଆ‌ରୁ

ଅଫିମ
Papaver somniferum
Scientific classification
Kingdom:
Division:
Class:
Order:
Family:
Genus:
Species:
P. somniferum
Binomial name
Papaver somniferum

ଅଫିମ (ଇଂରାଜୀରେ Opium poppy) (ଉଦ୍ଭିଦିକ ନାମ Papaver somniferum) ହେଉଛି ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏଥିରୁ ମର୍ଫିନ ସମେତ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ପ୍ରସ୍ତୁତ କରାଯାଏ। ହେରୋଇନ, ଥେବାଇନ, କୋଡେଇନ, ପାପାଭେରିନ ଓ ନୋସ୍କାପାଇନ ଆଦି ଏହାର ଉପ-ଉତ୍ପାଦ। ଏହାର ନିଦ୍ରାକାରକ ଗୁଣପାଇଁ ଲାଟିନ ଉଦ୍ଭିଦିକ ନାମରେ ଏହାକୁ ନିଦ ଆଣୁଥିବା ଗଛ ଭାବରେ ଅଭିହିତ କରାଯାଇଛି।

ଔଷଧୀୟ ଉପଯୋଗ

[ସମ୍ପାଦନା]
ଅଫିମ ଫଳକୁ କାଟି ଦେଲା ପରେ ସେଥିରୁ ବାହାରୁଥିବା କ୍ଷୀର, ଏହି କ୍ଷୀରକୁ ହିଁ ଅଫିମ କୁହାଯାଏ, ଯାହା ନିଶାକାରକ

ଅଷ୍ଚ୍ରେଲିଆ, ତୁର୍କୀ ଓ ଭାରତରେ ମୋଟ ଅଫିମ ଉତ୍ପାଦନର ଅଧିକାଂଶ ଭାଗ ଔଷଧୀୟ ଦ୍ରବ୍ୟ (ମରଫିନ ଓ କୋଡ଼େଇନ) ପ୍ରସ୍ତୁତିରେ ବ୍ୟବହାର କରାଯାଏ। [] ଆମରିକା ମୋଟ ଅଫିମ ଆମଦାନୀର ଶତକଡ଼ା ୮୦ ଭାଗ ପାରମ୍ପରିକ ଉତ୍ପାଦନକାରୀ ରାଷ୍ଟ୍ର ଯଥା ଭାରତ ଓ ତୁର୍କୀରୁ ନେବ ବୋଲି ନିୟମ ପ୍ରଣୟନ କରିଛି। []

ଖାଦ୍ୟ ଦ୍ରବ୍ୟରେ ଉପଯୋଗ

[ସମ୍ପାଦନା]
ପୋଲାଣ୍ଡ ଦେଶର ପେଷ୍ଟ୍ରିରେ ଅଫିମର ମଞ୍ଜି ଓ ମଞ୍ଜିବଟା ଭରା ଯାଇଛି

ପପି ମଞ୍ଜି ଓ ପପି ମଞ୍ଜିର ତେଲ ପରି ଦୁଇଟି ମୁଖ୍ୟ ଖାଦ୍ୟ ଦ୍ରବ୍ୟର ମୂଳ ସ୍ରୋତ ହେଉଛି ଅଫିମ ଗଛ। ଅଫିମ ମଞ୍ଜିରେ ବହୁତ କମ ପରିମାଣରେ ଓପିଏଟ ଥାଏ। [][] ଓ ତେଲରେ ତା ଠୁ ବି କମ ପରିମାଣରେ ଥାଏ। ଏହି ମଞ୍ଜି ଓ ତେଲ ଉଭୟର ବାଣିଜ୍ୟିକ ଦେଣନେଣ ହୋଇଥାଏ।

  1. Linnaeus, Carl von (1753). Species Plantarum. Holmiae (Laurentii Salvii). p. 508.
  2. Dicker, Jason. "The Poppy Industry in Tasmania". University of Tasmania. Archived from the original on 2011-12-11. Retrieved 2009-09-02.
  3. Braund, Claire (2001). "Research driving the Tasmanian poppy industry". Australian Society of Agronomy. Archived from the original on 2009-07-29. Retrieved 2009-09-02.
  4. "Poppy law" on Erowid.org
  5. Ayatollah (2006-02-25). "How potent are the major culinary (spicerack) varieties such as McCormick?". Poppies. Archived from the original on 2009-09-01. Retrieved 2009-09-02.

ଆହୁରି ଦେଖନ୍ତୁ

[ସମ୍ପାଦନା]

ଔଷଧୀୟ ଗଛଲତାମାନଙ୍କର ତାଲିକା

ଆହୁରି ପଢ଼ନ୍ତୁ

[ସମ୍ପାଦନା]

ଛପା ଦେଖନ୍ତୁ

[ସମ୍ପାଦନା]