କନିଅର

ଉଇକିପିଡ଼ିଆ ରୁ
Jump to navigation Jump to search
କନିଅର
Yellow Oleander (Thevetia peruviana) leaves & flowers in Kolkata W IMG 8008.jpg
Yellow oleander flowers and leaves
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Gentianales
କୁଳ: Apocynaceae
ପ୍ରଜାତି: Cascabela
ଜାତି: C. peruviana
ବାଇନୋମିଆଲ ନାମ
Cascabela thevetia
(L.) Lippold
Synonyms[୧]

କନିଅର ଗଛ ଓଡ଼ିଶାରେ ଓ ଭାରତର ପ୍ରାୟ ସବୁଠାରେ ଦେଖିବାକୁ ମିଳେ । ଏହାର ଫୁଲ ହଳଦିଆ, ଧଳା ଓ ନାଲି ରଙ୍ଗରେ ଥାଏ । ଏହାର କାଣ୍ତର ରଙ୍ଗ ସବୁଜ ଏବଂ ଯେତେବେଳେ ଏହି ଗଛଟିର ବୟସ ବଢ଼େ ଏହାର ରଙ୍ଗ ଧଳା ବା ଧୂସରକୁ ବଦଳିଯାଏ । ଏହି ଫୁଲଟି ଭଗବାନଙ୍କୁ ଲାଗି ହୁଏ । ଏହାର ଫଳ ବିଷାକ୍ତ ଅଟେ । [୨]

ଆଧାର[ସମ୍ପାଦନା]

  1. "The Plant List: A Working List of All Plant Species". Retrieved May 17, 2014.
  2. Shannon D. Langford & Paul J. Boor (1996). "Oleander toxicity: an examination of human and animal toxic exposures". Toxicology. 109 (1): 1–13. doi:10.1016/0300-483X(95)03296-R. PMID 8619248.