ରସୁଣ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ଏକ ଭଲ ମସଲା ଭାବେ ମଧ୍ୟ ଲୋକପ୍ରିୟ। ଏହି ଗୁଳ୍ମ ଅତି ବେଶୀରେ ୩୦ ସେ.ମି. ଉଚ୍ଚତା ଯାଏଁ ବଢ଼ିଥାଏ । ପତ୍ର ଗୁଡ଼ିକ ଚେପଟା, ସରୁ ଓ ଲମ୍ବା । ଏହାର ମୂଳରେ କଲି କଲି ହୋଇ ଏକ ଧଳା ଆବରଣରେ ଆବୃତ ହୋଇ ରସୁଣ ରହିଥାଏ। ଏହାର ମୂଳକୁ ହିଁ ମୁଖ୍ୟତଃ ମସଲା ଓ ଔଷଧ ରୂପରେ ବ୍ୟବହାର କରାଯାଇଥାଏ ।
ଭାରତୀୟ ବ୍ୟଞ୍ଜନରେ ଏହାର ବହୁଳ ବ୍ୟବହାର ହୋଇଥାଏ ।
ବିବିଧ ଭାଷାରେ ନାମ[ସମ୍ପାଦନା]
- ଦେହରୁ କୃମି ମାରିବାରେ
- ଥଣ୍ଡା, ସର୍ଦ୍ଦି ଦୂର କରିବାରେ, ଟନସିଲ (ଗଳାବ୍ୟଥା), କଣ୍ଠର କର୍କଶ ସ୍ୱରରେ
- ଲାଳ ବୃଦ୍ଧି କରିବା ଓ ହଜମରେ ସହାୟତା କରିବାରେ, ପେଟର ବାୟୁ ଓ ପେଟକାମୁଡ଼ା ଆଦି ଦୂର କରିବାରେ
- ମୂତ୍ରର ପ୍ରବାହକୁ ସୁଗମ କରିବାରେ
- ଜ୍ୱର ଦୂର କରିବାରେ
- ଫୁଲା, ଦରଜ ଦୂର କରିବାରେ
- ବ୍ରୋଙ୍କାଇଟିସ, ଯକ୍ଷ୍ମା (ଟ୍ୟୁବରକୁଲୋସିସ) , ନିମୁନିଆ(ସନ୍ନିପାତ), ଆସ୍ଥ୍ମା(ଶ୍ୱାସ), ଏବଂ ଅନ୍ୟାନ୍ୟ ଶ୍ୱାସ ସମ୍ବନ୍ଧିୟ ରୋଗରେ
- ଏହା ଉଚ୍ଚ ରକ୍ତଚାପର ଉତ୍ତମ ଔଷଧ। ଏଥିପାଇଁ କଞ୍ଚା ରସୁଣକୁ ସାଲାଡରେ ଖିଆଯାଏ ।
- ଏହା କର୍କଟ ରୋଗର ପ୍ରତିଷେଧକ ଓ ଆଣ୍ଟିବାୟୋଟିକ
- କାନଟଣା, କାଲାପଣ ଓ ବାଳ ବଢିବାରେ ବିଳମ୍ବ ହେଲେ ଏହାର ପ୍ରୟୋଗ କରାଯାଏ, ଏଥିପାଇଁ ରସୁଣକୁ ଛେଚି ନଡିଆ ତେଲରେ ଗରମ କରି, ସେହି ତେଲକୁ ଛାଣି ତାକୁ ନଖ ଉଷୁମ କାନରେ ପକାଯାଏ।
- ବିଭିନ୍ନ ଚର୍ମରୋଗରେ ଏହା ଗୁଣକାରୀ
- ବୈଜ୍ଞାନିକ ପର୍ଯ୍ୟବେକ୍ଷଣରୁ ଜଣା ପଡ଼ିଛି ଯେ, ରସୁଣ ଖାଇବାଦ୍ୱାରା ଦେହରେ କୋଲେଷ୍ଟରଲର ମାତ୍ରା କମ୍ ହୁଏ ।
- ନିମ୍ନରକ୍ତଚାପ (hypotension)ର ରୋଗୀ ରସୁଣ ଖାଇବା ହାନିକାରକ ।
- Plants That Heal by Dr. J C Kurian, Oriental Watchman Publishing House, Pune, India
 |
garlic ଶବ୍ଦଟି ଉଇକି ଅଭିଧାନରେ ଖୋଜନ୍ତୁ । |
ଜଡ଼ିବୁଟି ଓ ମସଲା |
---|
|
ମସଲା |
---|
- Aonori (ground seaweed)
- Ajwain (bishop's weed)
- Aleppo pepper
- Alligator pepper
- Allspice
- Amchur (mango powder)
- Anise
- Aromatic ginger
- Asafoetida
- Camphor
- Caraway
- ଅଳେଇଚ
- Cardamom, black
- Cassia
- Cayenne pepper
- Celery seed
- Charoli
- Chenpi
- Chili pepper
- Cinnamon
- ଲବଙ୍ଗ
- ଧଣିଆ
- Cubeb
- ଜିରା
- Cumin, black
- Dill and dill seed
- Fennel
- Fenugreek
- Fingerroot (krachai)
- Galangal, greater
- Galangal, lesser
- ରସୁଣ
- ଅଦା
- Golpar
- Grains of Paradise
- Grains of Selim
- Horseradish
- Juniper berry
- Kaempferia galanga (kencur)
- Kokum
- Korarima
- Lime, black
- Liquorice
- Litsea cubeba
- Mace
- Mango-ginger
- Mahlab
- Malabathrum (tejpat)
- ସୋରିଷ
- Nigella (kalonji)
- Nutmeg
- Paprika
- Pepper, Brazilian
- Pepper, Peruvian
- ପିପ୍ପଳୀ
- Peppercorn (black, green, and white)
- Pomegranate seed (anardana)
- Poppy seed
- Radhuni
- Rose
- Sichuan pepper (huājiāo)
- Saffron
- Salt
- Sarsaparilla
- sanshō (berries, ground powder)
- Sassafras
- Sesame
- shiso (seeds, berries)
- Sichuan pepper (huājiāo)
- Star anise
- Sumac
- Tamarind
- Tasmanian pepper
- Tonka bean
- ହଳଦୀ
- Uzazi
- Vanilla
- Voatsiperifery
- Wasabi
- Yuzu (zest)
- Zedoary
- Zereshk
- Zest
|
|