ଘିକୁଆଁରୀ
Appearance
ଘିକୁଆଁରୀ | |
---|---|
ଫୁଲର ସବୁ ଅଂଶ ସୁକ୍ଷ୍ମ ଭାବେ ଥିବା ଘିକୁଆଁରୀ ଗଛ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ଉଦ୍ଭିଦ ସାମ୍ରାଜ୍ୟ |
ଗୋଷ୍ଠୀ: | ଟ୍ରାକିଓଫାଇଟା |
ଗୋଷ୍ଠୀ: | ସ୍ପର୍ମାଟୋଫାଇଟା |
ଗୋଷ୍ଠୀ: | ଆବୃତବୀଜୀ |
ଗୋଷ୍ଠୀ: | ଏକବୀଜପତ୍ରୀ |
ଗଣ: | ଆସ୍ପାରାଗେଲ |
Family: | Asphodelaceae |
Subfamily: | Asphodeloideae |
Genus: | Aloe |
ଜାତି: | A. vera |
ବାଇନୋମିଆଲ ନାମ | |
Aloe vera | |
Synonyms[୧][୨] | |
|
ଘିକୁଆଁରୀ (/ˈæloʊiː/ ଅଥବା /ˈæloʊ/) ଏକ ସରସ ଉଦ୍ଭିଦ ଶ୍ରେଣୀ । ପ୍ରଥମ ଶତାବ୍ଦୀରୁ ଏହି ଶ୍ରେଣୀର ଉଦ୍ଭିଦଟି ଭେଷଜ ଔଷଧ ତିଆରିରେ ଲାଗେ ବୋଲି ବାରମ୍ବାର ଲେଖାରେ ଦେଖିବାକୁ ମିଳିଥାଏ । ଘିକୁଆଁରୀରୁ ବାହାରୁଥିବା ରସ ଆଦି ଏହାର ପୁନର୍ଯୌବନ ଲାଭକାରୀ, ଆରୋଗ୍ୟକାରୀ, ସୁଖକାରୀ ଗୁଣ ଥିବା ନାମରେ ଲୋକଙ୍କୁ ବତାଇ ବିଭିନ୍ନ ଅଙ୍ଗରାଗ ଓ ବିକଳ୍ପ ଚିକିତ୍ସା ପଦ୍ଧତିରେ ଲାଗିଥାଏ । ତେବେ ମିଳିଥିବା ପ୍ରମାଣ ଅନୁସାରେ ଘିକୁଆଁରୀର ଉତ୍ପାଦରେ କୌଣସି ରୋଗନାଶକାରୀ ଓ ଅଙ୍ଗରାଗକାରୀ ଗୁଣ ଥିବା [୩] ବାରମ୍ବାର ପରୀକ୍ଷାରେ ଓଲଟା ଫଳ ଦେଇଛି । [୪][୫][୬]
ଆଧାର
[ସମ୍ପାଦନା]- ↑ Aloe vera (L.) Burm. f. Tropicos.org
- ↑ Aloe vera (L.) Burm.f. is an accepted name Archived 2017-09-11 at the Wayback Machine.. theplantlist.org
- ↑ Boudreau MD, Beland FA (2006). "An Evaluation of the Biological and Toxicological Properties of Aloe Barbadensis (Miller), Aloe Vera". J Environ Sci Health C Environ Carcinog Ecotoxicol Rev. 24 (1): 103–54. doi:10.1080/10590500600614303. PMID 16690538.
extract in various solvents has variable but significant antibacterial activity against the five clinical isolates used in this study.
- ↑ Ernst E (2000). "Adverse effects of herbal drugs in dermatology". Br. J. Dermatol. 143 (5): 923–9. doi:10.1046/j.1365-2133.2000.03822.x. PMID 11069498.
Oral and topical aloe vera is promoted for a variety of conditions but the evidence to support its use is not compelling.
- ↑ Marshall JM (1990). "Aloe vera gel: what is the evidence?". Pharm J. 244: 360–362.
- ↑ Vogler BK, Ernst E (1999). "Aloe vera: a systematic review of its clinical effectiveness". Br J Gen Pract. 49 (447): 823–8. PMC 1313538. PMID 10885091.