ରଜନୀଗନ୍ଧା (ଫୁଲ)
ଦେଖଣା
| ରଜନୀଗନ୍ଧା | |
|---|---|
| Scientific classification | |
| Kingdom: | |
| (unranked): | Monocots |
| Order: | Asparagales |
| Family: | Asparagaceae |
| Genus: | Polianthes |
| Species: | P. tuberosa |
| Binomial name | |
| Polianthes tuberosa Carolus Linnaeus | |
ରଜନୀଗନ୍ଧା ଏକ ଧଳା ରଙ୍ଗର ବାସଯୁକ୍ତ ଫୁଲ । ଏହା ବର୍ଷର ସବୁ ଋତୁରେ ଫୁଟିଥାଏ । ଏହାର ଗଛ ସରୁ ଓ ଲମ୍ବା ହୋଇଥାଏ ଓ ଅଳ୍ପଦିନ ବଞ୍ଚିଥାଏ । ଏହାକୁ ଏକ ଲାଭକାରୀ ଚାଷରେ ଗଣାଯାଇଥାଏ । ଏହି ଫୁଲ ପୂଜା ଓ ବାହାଘରରେ ସଜାସଜି ପାଇଁ ବ୍ୟବହାର କରଯାଇଥାଏ ।