Jump to content

କରମଙ୍ଗା

ଉଇକିପିଡ଼ିଆ‌ରୁ


କରମଙ୍ଗା
ଗଛରେ ଫଳିଥିବା କରମଙ୍ଗା
Scientific classification
Kingdom:
(unranked):
(unranked):
(unranked):
Order:
Family:
Genus:
Species:
A. carambola
Binomial name
Averrhoa carambola

କରମଙ୍ଗା ଏକ ଚିରହରିତ ଫଳ ଗଛ । ଏହା ଦକ୍ଷିଣ-ପୂର୍ବ ଏସିଆ ଓ ଭାରତୀୟ ଉପମହାଦେଶରେ ଦେଖାଯାଏ ।[] ଏହାର ଫଳ ଖଟାଳିଆ ଲାଗେ । ଏହାକୁ ଇଁରାଜୀରେ ଷ୍ଟାର୍ ଫୃଟ୍ କୁହାଯାଏ । ଆଭେରୋଆ କାରାମ୍ବୋଲା ନାମକ ବୃକ୍ଷର ଏହା ଫଳ ।[] ମ୍ୟାଲେସିଆ,ଇଣ୍ଡୋନେସିଆ, ଭିଏତନାମ୍, ଭାରତ, ବାଂଲାଦେଶ ଏବଂ ଶ୍ରୀଲଙ୍କାରେ ଦେଖାଯାଉଥିବା ଏକ ସ୍ଥାନୀୟ ପ୍ରଜାତି । ଦକ୍ଷିଣ-ପୂର୍ବ ଏସିଆ, ଦକ୍ଷିଣ ପ୍ରଶାନ୍ତୀୟ ଅଞ୍ଚଳ ତଥା ପୂର୍ବ ଏସୀୟ ଅଞ୍ଚଳର କେତେକାଂଶରେ ଏହି ଫଳଟି ଲୋକପ୍ରିୟ । ଲାଟିନ୍ ଆମେରିକା, କ୍ୟାରିବିଅନ୍ ତଥା ଦକ୍ଷିଣ ସଂଯୁକ୍ତ ରାଷ୍ଟ୍ର ଭଳି ଅଣ-ଦେଶୀୟ କ୍ରାନ୍ତୀୟ ଅଞ୍ଚଳରେ ମଧ୍ୟ ଏହା ଚାଷ କରାଯାଏ ।

  1. "Avverhoa Carambola L." Archived from the original on 2013-09-25. Retrieved 2016-01-24.
  2. http://www.itis.gov/servlet/SingleRpt/SingleRpt?search_topic=all&search_value=Averrhoa+carambola&search_kingdom=every&search_span=exactly_for&categories=All&source=html&search_credRating=All