ଗୋଲ ମରିଚ

ଉଇକିପିଡ଼ିଆ ରୁ
Jump to navigation Jump to search

ଗୋଲ ମରିଚ
Piper nigrum - Köhler–s Medizinal-Pflanzen-107.jpg
କିଛି କଢ଼ସହ ଗୋଲମରିଚ ଗୁଳ୍ମ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ: ଟ୍ରାକିଓଫାଇଟା
ଗୋଷ୍ଠୀ: ସ୍ପର୍ମାଟୋଫାଇଟା
ଗୋଷ୍ଠୀ: ଆବୃତବୀଜୀ
Clade: Magnoliids
Order: Piperales
Family: Piperaceae
Genus: Piper
ଜାତି: ପ ନିଗ୍ରମ
ବାଇନୋମିଆଲ ନାମ
ପ ନିଗ୍ରମ

ଗୋଲ ମରିଚ ଏକ ପିପରାସି ପରିବାରର ପୁଷ୍ପଜାତୀୟ ଭାଇନ । ଏହା ତାହାର ଫଳ (ଗୋଲମରିଚ) ପାଇଁ ଚାଷ କରାଯାଏ ଓ ଏହି ଫଳକୁ ଶୁଖାଇ ମସଲା ଭାବେ ଖାଦ୍ୟରେ ବ୍ୟବହାର କରାଯାଏ ।

ପ୍ରକାର[ସମ୍ପାଦନା]

ବିଭିନ୍ନ ପ୍ରକାରର ଗୋଲମରିଚ ଦେଖିବାକୁ ମିଳିଥାଏ। ଯେପରିକି

  • କଳା ମରିଚ
  • ଧଳା ମରିଚ
  • ସବୁଜ ମରିଚ
  • ଜଙ୍ଗଲୀ ମରିଚ
  • କମଳା ଏବଂ ନାଲି ମରିଚ
  • ଗୋଲାପି ମରିଚ

ଆଧାର[ସମ୍ପାଦନା]

  1. "Piper nigrum", Germplasm Resources Information Network (GRIN), Agricultural Research Service (ARS), United States Department of Agriculture (USDA), retrieved 2 ମାର୍ଚ୍ଚ 2008 Invalid |mode=CS1 (help)