ଗୋଲ ମରିଚ
ଦେଖଣା
| ଗୋଲ ମରିଚ | |
|---|---|
| କିଛି କଢ଼ସହ ଗୋଲମରିଚ ଗୁଳ୍ମ | |
| Scientific classification | |
| Kingdom: | Plantae |
| Clade: | Tracheophytes |
| Clade: | Angiosperms |
| Clade: | Magnoliids |
| Order: | Piperales |
| Family: | Piperaceae |
| Genus: | Piper |
| Species: | ପ ନିଗ୍ରମ
|
| Binomial name | |
| ପ ନିଗ୍ରମ | |
ଗୋଲ ମରିଚ(ପାଇପର୍ ନିଗ୍ରମ୍) ଏକ ପିପରାସି ପରିବାରର ପୁଷ୍ପଜାତୀୟ ଫୁଲ ଦ୍ରାକ୍ଷାଲତା । ଏହା ତାହାର ଫଳ (ଗୋଲମରିଚ) ପାଇଁ ଚାଷ କରାଯାଏ ଓ ଏହି ଫଳକୁ ଶୁଖାଇ ମସଲା ଭାବେ ଖାଦ୍ୟରେ ବ୍ୟବହାର କରାଯାଏ ।ଯାହା ଏକ ଗୋଲ ମରିଚ ଗୁଣ୍ଡ ଭାବରେ ଜଣାଶୁଣା| ଏହି ଫଳ ହେଉଛି ଏକ ଡ୍ରପ୍ (ପଥର ଫଳ) ଯାହା ପ୍ରାୟ 5 ମିମି (0.20 ଇନ୍) ବ୍ୟାସ (ସତେଜ ଏବଂ ସମ୍ପୂର୍ଣ୍ଣ ପରିପକ୍ୱ) |
ପ୍ରକାର
[ସମ୍ପାଦନା]ବିଭିନ୍ନ ପ୍ରକାରର ଗୋଲମରିଚ ଦେଖିବାକୁ ମିଳିଥାଏ। ଯେପରିକି
- କଳା ମରିଚ
- ଧଳା ମରିଚ
- ସବୁଜ ମରିଚ
- ଜଙ୍ଗଲୀ ମରିଚ
- କମଳା ଏବଂ ନାଲି ମରିଚ
- ଗୋଲାପୀ ମରିଚ
ଆଧାର
[ସମ୍ପାଦନା]- ↑ "Piper nigrum", Germplasm Resources Information Network (GRIN), Agricultural Research Service (ARS), United States Department of Agriculture (USDA), retrieved 2 ମାର୍ଚ୍ଚ 2008
{{citation}}: Invalid|mode=CS1(help)