ଗାଜର

ଉଇକିପିଡ଼ିଆ ରୁ
Jump to navigation Jump to search
{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/{{taxonomy/ଛାଞ୍ଚ:Taxonomy/Daucus|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}} |machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}} |machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}|machine code=parent}}
Daucus carota subsp. sativus
Vegetable-Carrot-Bundle-wStalks.jpg
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
Unrecognized taxon (fix): Daucus
ଜାତି: D. carota
ଉପଜାତି: D. c. subsp. sativus
Trinomial name
Daucus carota subsp. sativus
(Hoffm.) (Schübl.) & (G. Martens)

ଗାଜର ଏକ ପରିବା ଅଟେ, ଏହା ଲାଲ, କଳା, ନାରଙ୍ଗୀ, ଧଳା ଏବଂ ହଳଦିଆ ପରି ବିଭିନ୍ନ ରଙ୍ଗରେ ମିଳିଥାଏ ।[୧] ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଏବଂ କୃଷି ସଂଗଠନ (ଏଫ ଏ ଓ)ର ରିପୋର୍ଟ ଅନୁସାରେ କ୍ୟାଲେଣ୍ଡର ବର୍ଷ ୨୦୧୩ ମସିହା ପାଇଁ ଗାଜର ଏବଂ ଉଦ୍ଭିଦ ମୂଳ (ଏହି ଗଛ ଗୁଡିକୁ ଏଫ ଏ ଓଦ୍ୱାରା ସଂଯୁକ୍ତ କରାଗଲା)ର ବିଶ୍ୱ ଉତ୍ପାଦନ ୩୭.୨ ମିଲିୟନ ଟନ ଥିଲା; ପାଖାପାଖି ଅଧା (~ 45%) ଚୀନରେ ବିକଶିତ କରାଯାଇଥିଲା । ଗଜର ବ୍ୟାପକ ରୂପରେ ବହୁ ବ୍ୟଞ୍ଜନରେ ବ୍ୟବହାର କରାଯାଏ । ବିଶେଷ ରୂପେ ସାଲଡ଼ର ପ୍ରସ୍ତୁତିରେ ଏବଂ ବହୁ ସାଂସ୍କୃତିକ ବ୍ୟଞ୍ଜନରେ ଗାଜର ଯୁକ୍ତ ସଲଡ଼ ଏକ ପରମ୍ପରା ଅଟେ ।

ଇତିହାସ[ସମ୍ପାଦନା]

ବିଭିନ୍ନ ରଙ୍ଗର ଗାଜର

ଲିଖିତ ଇତିହାସ ଏବଂ ଆଣବିକ ଅନୁବଂଶୀକ ଅଧ୍ୟୟନଦ୍ୱାରା ଜଣାଯାଏ କି, ଘରୋଇ ଗାଜରର ମଧ୍ୟ ଏସିଆରେ ଏକମାତ୍ର ହିଁ ମୂଳ ରହିଛି । ୮ବିଂ ଶତାବ୍ଦୀରେ "ମୁର୍ସ"ଦ୍ୱାରା ଏହି ଗଛକୁ ସ୍ପେନରେ ପରିଚୟ କରା ଯାଇଥିଲା । ୧୦ବିଂ ଶତାବ୍ଦୀରେ ପଶ୍ଚିମ ଏସିଆ, ଭାରତ ଏବଂ ୟୁରୋପରେ ଗଛର ମୂଳ ବାଇଗେଣି ଥିଲା ।[୨] ଆଧୁନିକ ଗାଜରର ଉତ୍ପତ୍ତି ଏହି ସମୟରେ ଆଫଗାନିସ୍ତାନରେ ହୋଇଥିଲା।[୩] ୧୧ବିଂ ଶତାବ୍ଦୀରେ ୟହୁଦୀ ବିଦ୍ୱାନ "ଶୀମୋନ ସେଠ" , ଲାଲ ଏବଂ ହଳଦିଆ ରଙ୍ଗର ଗାଜର ବିଷୟରେ ବର୍ଣ୍ଣନା କରିଥିଲେ ।


ବୈକଳ୍ପିକ ଭାବେ (ପ୍ରାୟତଃ ଐତିହାସିକ) ନାମ "ଡ଼କ୍ସ ଗାଜର" ପାଇଁ ରେକର୍ଡ କରାଯାଇଛି । ମହୁମାଛିର ଫେଣା, ମହୁମାଛି ଫେଣାର ଗଛ, ପକ୍ଷୀର ବସା, ପକ୍ଷୀ ବସାର ଗଛ, ପକ୍ଷୀ ବସାର ମୂଳ, ଗାଜର (ଫ୍ରେଞ୍ଚ), ଗାଜର, ସାମାନ୍ୟ ଗାଜର, କାଉର ବସା, ଡ଼କୋନ, ଡ଼ାବକେ, ଡ଼େବିଲ୍ସ ପ୍ଲେଗ, ଫିଡ଼ଲ, ଗୌଲିକ, ଗାର୍ଡେନ ଗାଜର, ଗେଲୱେ (ଜର୍ମାନ), ଗିଙ୍ଗିଡିୟମ, ହିଲ-ଟ୍ରୋଟ, ଲେସଫ୍ଲାବର, ମୋଥରୋ, ମୋହର (ଜର୍ମାନ), ପର ସନୀପ (ଗୁମ ରାହ), କ୍ୱିନ ଏନୀ ର୍ ଫିତା, ଷ୍ଟେଫିଲିନୋ, ଏବଂ ଜାନାହୋରୀୟା (ସ୍ପେନିସ) ।[୪] -->

ସ୍ୱାସ୍ଥ୍ୟ ବର୍ଦ୍ଧକ[ସମ୍ପାଦନା]

ଗୋଟେ ଗ୍ଲାସ ଗାଜର ରସ ମଣିଷ ଶରୀର ପାଇଁ ଏକ ପୂର୍ଣ୍ଣ ଭୋଜନ ଅଟେ । ଏହାର ସେବନଦ୍ୱାରା ରକ୍ତରେ ବୃଦ୍ଧି ଆସିଥାଏ ।[୫] ମଧୁମେହ ଆଦି ରୋଗକୁ ଛାଡି ଗାଜର ପ୍ରାୟତଃ ସବୁ ରୋଗରେ ସେବନ କରାଯାଇ ପାରେ । ଗାଜର ରସରେ ଭିଟାମିନ "ଏ", "ବି", "ସି", "ଇ", "ଜୀ", ଏବଂ "କେ" ମିଳିଥାଏ । ଗାଜର ଜୁସ ପିଇବା କିମ୍ବା କଞ୍ଚା ଗାଜର ଖାଇବାଦ୍ୱାରା ମଳକଣ୍ଟକର ଅସୁବିଧାରୁ ମୁକ୍ତି ମିଳିଥାଏ । ଏହା ଜଣ୍ଡିସ ରୋଗର ପ୍ରାକୃତିକ ଔଷଧ ଅଟେ । ଏହାର ସେବନ ଲ୍ୟୁକେମିୟା (ବ୍ଲଡ଼ କ୍ୟାନ୍ସର) ଏବଂ ପେଟର କ୍ୟାନ୍ସର ପାଇଁ ଲାଭ ଦାୟକ ଅଟେ । ଏହାର ସେବନଦ୍ୱାରା କୋଷ ଏବଂ ଧମନୀକୁ ସଂଜୀବନି ମିଳିଥାଏ । ଗାଜରରେ ବିଟା-କେରୋଟିନ ନାମକ ଔଷଧୀୟ ତତ୍ତ୍ୱ ରହିଥାଏ , ଯାହା କ୍ୟାନ୍ସର ଉପରେ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ କରିଥାଏ ।[ଆଧାର ଲୋଡ଼ା] ଏହାର ସେବନଦ୍ୱାରା ଇମ୍ୟୁନିଟି ସିଷ୍ଟମ ଦୃଢ଼ ହୋଇଥାଏ ଏହା ସହିତ ଆଖିର ପାୱାର ବଢିଥାଏ । ଗାଜର ସେବନଦ୍ୱାରା ଶରୀରକୁ ଉର୍ଜା ମିଳିଥାଏ ।[୬][୭]

ଆଧାର[ସମ୍ପାଦନା]

  1. Sifferlin, Alexandra. "Eat This Now: Rainbow Carrots". Time. Retrieved 27 January 2018.
  2. "Carrots return to purple roots". BBC. May 16, 2002. Retrieved December 5, 2013.
  3. Simon et al. (2008), p. 328
  4. Nowick, E. A. Daucus carota at Historical Common Names of Great Plains Plants
  5. ଗାଜର ରକ୍ତ ବଢ଼ାଇ ଥାଏସମୟ ଲାଇଭ ରେ
  6. http://hindi.webdunia.com/agriculture-news/%E0%A4%97%E0%A5%81%E0%A4%A3%E0%A5%8B%E0%A4%82-%E0%A4%95%E0%A5%80-%E0%A4%96%E0%A4%BE%E0%A4%A8-%E0%A4%97%E0%A4%BE%E0%A4%9C%E0%A4%B0-107071500010_1.htm
  7. http://navbharattimes.indiatimes.com/other/home-and-relations/fitness/-/articleshow/5356070.cms