କପା
ଦେଖଣା
| Tree cotton | |
|---|---|
| Seed capsules on a cultivated specimen in Osaka, Japan | |
| Scientific classification | |
| Kingdom: | Plantae |
| Clade: | Tracheophytes |
| Clade: | Angiosperms |
| Clade: | Eudicots |
| Clade: | Rosids |
| Order: | Malvales |
| Family: | Malvaceae |
| Genus: | Gossypium |
| Species: | G. arboreum
|
| Binomial name | |
| Gossypium arboreum | |
| Synonyms[୧] | |
| |
କପା ବା କାର୍ପାସ ହେଉଛି ଏକ ଗୁଳ୍ମ ଜାତୀୟ ସପୁଷ୍ପକ ଉଦ୍ଭିଦ। ଏହାର ଉତ୍ପତ୍ତି ଆଫ୍ରିକା ଓ ଆରବ ଦେଶ ବୋଲି ଅନୁମାନ କରାଯାଏ। ଏହା ପ୍ରଥମେ ପଶ୍ଚିମ ସୁଦାନରେ ଚାଷ କରାଯାଇଥିଲା। ପରେ ଏହା ଭାରତକୁ ଆସିଥିଲା। ଚୀନ ଦେଶରେ ୭୦୦ ଖ୍ରୀଷ୍ଟାବ୍ଦରେ ଏହା ପହଂଚିଥିଲା ଓ ସେବେଠାରୁ ସେଠାରେ ଏହାକୁ ଚାଷ କରା ଯାଉଛି।
ବିଭିନ୍ନ ଭାଷାରେ ନାମ
[ସମ୍ପାଦନା]- ଇଉରୋପ
- ଫ୍ରେଞ୍ଚ - Coton Bamieh
- ଜର୍ମାନ - Coton castellamare
- ଏସିଆ
- ବ୍ରହ୍ମଦେଶ (ବର୍ମିଜ) - Wa-gon
- ସିଂହଳ - ପୁଲୁଂଗ
- ଭାରତ
| ଭାଷା | ନାମ |
|---|---|
| ଓଡ଼ିଆ | କପା, କାର୍ପାସ |
| ସଂସ୍କୃତ | ଅନାଗ୍ନିକା |
| ହିନ୍ଦୀ | ରୁଇ |
| କନ୍ନଡ଼ | ଅମ୍ବାରା |
| ତାମିଲ | ପଂଜି |
| ତେଲୁଗୁ | ପିଂଜା |
| ବଙ୍ଗଳା | କପାସ |
| ମରାଠି | କପାସ |
| ମାଲୟାଲମ | ପନ୍ଗ୍ନି |
ପ୍ରୟୋଗ
[ସମ୍ପାଦନା]ସାମାନ୍ୟ
[ସମ୍ପାଦନା]ଏହି ଗଛର ଫଳ ଭିତରେ ତନ୍ତୁମୟ ଏକ ପଦାର୍ଥ ରହିଥାଏ ଯାହା ଭିତରୁ କଳା ରଙ୍ଗର ମଞ୍ଜି ବାହାରେ। ଏହି ତନ୍ତୁଜାତୀୟ ପଦାର୍ଥକୁ ହିଁ କପା କୁହାଯାଇଥାଏ। ଏହି ତନ୍ତୁରୁ ପୋଷାକ ପତ୍ର ପ୍ରସ୍ତୁତ ହୁଏ ଓ ମଞ୍ଜିରୁ ଖାଦ୍ୟୋପଯୋଗୀ ତେଲ ବାହାରିଥାଏ । [୨]
ଔଷଧୀୟ
[ସମ୍ପାଦନା]- ପରିସ୍ରା ସମ୍ବନ୍ଧୀ ରୋଗରେ (ଚେର)
- ପ୍ରସବପରେ ଗର୍ଭାଶୟର ସଂକୋଚନ କରିପାଇଁ
- ଅତିରଜ (ମାସିକ ଧର୍ମସମୟରେ ଅତ୍ୟଧିକ ରକ୍ତସ୍ରାବ) (ମଞ୍ଜି)
- ଅଜୀର୍ଣ୍ଣ, ହଇଜା, କ୍ଷୁଦ୍ରାନ୍ତ୍ରର ପ୍ରଦାହ (ପତ୍ର)
- କ୍ଷତ ଓ ପୋଡ଼ା ଘା’ରେ (ପତ୍ରର ଅର୍କ, ଫୁଲ)
ଆଧାର
[ସମ୍ପାଦନା]- ↑ ୧.୦ ୧.୧ The Plant List: A Working List of All Plant Species, archived from the original on 16 November 2019, retrieved 26 May 2016
- ↑ ପ୍ରହରାଜ, ଗୋପାଳ ଚନ୍ଦ୍ର. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. p. ୧୩୦୮. Retrieved 25 May 2020.
ଅଧିକ ତଥ୍ୟ
[ସମ୍ପାଦନା]
Media related to କପା at Wikimedia Commons