ଅଗ୍ନିଶିଖା
Jump to navigation
Jump to search
ଅଗ୍ନିଶିଖା | |
---|---|
ନିର୍ଦ୍ଦେଶକ | ହିମାଂଶୁ ପରିଜା |
ପ୍ରଯୋଜକ | ଅଶୋକ କାନ୍ଦୋଇ |
ଚିତ୍ରନାଟ୍ୟ | ହିମାଂଶୁ ପରିଜା |
କଳାକାର | ବର୍ଷା ପ୍ରିୟଦର୍ଶିନୀ, ସୁନୀଲ କୁମାର, ମିହିର ଦାସ, ହର ପଟ୍ଟନାୟକ, ସୁରେଶ ବଳ, ଅକ୍ଷୟ ବସ୍ତିଆ |
ସଙ୍ଗୀତ | ମନ୍ମଥ ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୦୭ |
ଦେଶ | ![]() |
ଭାଷା | ଓଡ଼ିଆ |
ଅଗ୍ନିଶିଖା, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କାନ୍ଦୋଇ । ହିମାଂଶୁ ପରିଜା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ଅଭିନୟ[ସମ୍ପାଦନା]
- ବର୍ଷା ପ୍ରିୟଦର୍ଶିନୀ[୧]
- ସୁନୀଲ କୁମାର
- ମିହିର ଦାସ
- ହର ପଟ୍ଟନାୟକ
- ସୁରେଶ ବଳ
- ଅକ୍ଷୟ ବସ୍ତିଆ
- ସରୋଜ ଦାସ
- ପ୍ରଦ୍ୟୁମ୍ନ ଲେଙ୍କା
- ପୁଷ୍ପା ପଣ୍ଡା
- ରୁନୁ ପରିଜା
- ପପି ସନ୍ତୁକ
- ବ୍ରଜ ସିଂହ
କାହାଣୀ[ସମ୍ପାଦନା]
ଗୀତ ଏବଂ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର । କୁମାର ବାପି, ଶ୍ରୀଚରଣ, ଆଲୋକ କୁଣ୍ଡୁ, ସୁଚରିତା ମିଶ୍ର, ରୂପାଲୀ, ଶୈଳଭାମା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ[ସମ୍ପାଦନା]
କ୍ରମ | ଗୀତ | ସମୟ |
---|---|---|
1. | "ଏ ବାବୁ ଭିଣେଇ ବାବୁ" | |
2. | "ହାତକୁ ଦେବି ତୁମ ସୁନାର କଙ୍କଣ" | |
3. | "ଭଲ କଲୁ ଭୁଲିଗଲୁ ଭଲ ପାଇକି" | |
4. | "ଶୋଇଥାଏ ଚେଇଁଥାଏ" | |
5. | "ସୁଖ ଆକାଶରେ ସୁନା" |
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "ଏହି ସିନେମାରେ ପ୍ରତିଶୋଧ ନେଇଥିଲେ ବର୍ଷା ପ୍ରିୟଦର୍ଶିନୀ!". sambad.in. 2 May 2018. Retrieved 6 June 2018.
ବାହାର ଆଧାର[ସମ୍ପାଦନା]
- ଅଗ୍ନିଶିଖା ଇଣ୍ଟରନେଟ ମୁଭି ଡାଟାବେସରେ