Jump to content

ଶ୍ରୀକାନ୍ତ ଗୌତମ

ଉଇକିପିଡ଼ିଆ‌ରୁ
ଶ୍ରୀକାନ୍ତ ଗୌତମ
ବୃତ୍ତି(ସମୂହ)(ଓଡ଼ିଆ) ଗୀତିକାର, ଅଭିନେତା, ସଂଳାପକାର
ସକ୍ରିୟ ବର୍ଷ୧୯୭୯ - ଏବେଯାଏଁ
ସମ୍ପର୍କୀୟପ୍ରଶାନ୍ତ ନନ୍ଦ (ବଡ଼ ଭାଇ)

ଶ୍ରୀକାନ୍ତ ଗୌତମ ଜଣେ ଭାରତୀୟ ଗୀତିକାର, ଅଭିନେତା, ସଂଳାପ ଲେଖକ ।[] ସେ ଓଡ଼ିଶାରେ ଜନ୍ମିତ ଓ ଓଡ଼ିଆ ଚଳଚ୍ଚିତ୍ର ତଥା ଆଲବମରେ ଜଣେ ଅଭିନେତା ତଥା ଗୀତିକାର ଭାବେ କାର୍ଯ୍ୟ କରନ୍ତି । ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କର ତାଙ୍କର ବଡ଼ ଭାଇ । ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ମଧ୍ୟରେ ମିଠା ମିଠା ଅନ୍ୟତମ ।[]

ଚଳଚ୍ଚିତ୍ର ତାଲିକା

[ସମ୍ପାଦନା]

ସଂଗୀତ

[ସମ୍ପାଦନା]

ଅଭିନେତା

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରମନ୍ତବ୍ୟ
୨୦୧୭ମିଠା ମିଠା(ସଂଳାପ/କାହାଣୀ)[]
୨୦୧୫ରଘୁପତି ରାଘବ ରାଜାରାମ(ସଂଳାପ)
୨୦୧୪ୱାନ୍ ୱେ ଟ୍ରାଫିକ୍(ସଂଳାପ/କାହାଣୀ)
୨୦୧୪ପାଗଳ କରିଚୁ ତୁ(ସଂଳାପ)
୨୦୧୪ଲେଖୁଲେଖୁ ଲେଖିଦେଲି(ସଂଳାପ)
୨୦୧୪ଗୋଲାପି ଗୋଲାପି(ସଂଳାପ)
୨୦୧୪ଆଖିରେ ଆଖିରେ(ଦ୍ୱାରା ସଂଳାପ)
  1. "Soon: Swara Odishara on Sarthak TV". Indian Television Dot Com (in ଇଂରାଜୀ). 7 June 2014. Retrieved 23 September 2020.
  2. "Actor by chance - OrissaPOST". Odisha News, Odisha Latest news, Odisha Daily - OrissaPOST. 10 August 2019. Retrieved 23 September 2020.
  3. 1 2 "Srikant Goutam Movies: Latest and Upcoming Films of Srikant Goutam | eTimes". timesofindia.indiatimes.com. Retrieved 23 September 2020.
  4. Sahoo, Biswajit (2023-07-07). "ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ ଶ୍ରୀକାନ୍ତ ଗୌତମଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2023-08-29.

ଅଧିକ ତଥ୍ୟ

[ସମ୍ପାଦନା]