ଫୁଲ ଚନ୍ଦନ
Appearance
ଫୁଲ ଚନ୍ଦନ | |
---|---|
ନିର୍ଦ୍ଦେଶକ | ମହମ୍ମଦ ମହସୀନ |
ପ୍ରଯୋଜକ | ବଟକୃଷ୍ଣ ନାୟକ (ଜୟଶ୍ରୀ ପ୍ରଡ଼କ୍ସନ) |
ଚିତ୍ରନାଟ୍ୟ | ମହମ୍ମଦ ମହସୀନ |
କାହାଣୀ | ଆନନ୍ଦ ଶଙ୍କର ଦାସ |
କଳାକାର | ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ଅଜିତ ଦାସ, ଶରତ ପୂଜାରୀ |
ସଙ୍ଗୀତ | ସରୋଜ ପଟ୍ଟନାୟକ |
ଚିତ୍ରଗ୍ରହଣ | ରାଜନ୍ କିନାଗୀ[୧], ଗାଗାରିନ ମିଶ୍ର[୨] |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୮୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | (ମୋଟ ଖର୍ଚ୍ଚ) |
ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଫୁଲ ଚନ୍ଦନ ୧୯୮୨ ମସିହାରେ ମୁକ୍ତିଲାଭ କରିଥିଲା ।
କାହାଣୀ
[ସମ୍ପାଦନା]ପିଲାଦିନେ ଚନ୍ଦନ ନାମଧାରୀ ଗୋଟିଏ ପୁଅ ଓ ଫୁଲ ନାମଧାରୀ ଝିଅ ମଧ୍ୟରେ ପ୍ରୀତି ସମ୍ପର୍କ ଥାଏ । ବଡ଼ ହେଲେ ସେ ଦୁହେଁ ବାହା ହେବେ ବୋଲି ଚନ୍ଦନର ବାପା ଓ ଫୁଲର ମାଆ ସ୍ଥିର କରନ୍ତି । ଘଟଣାକ୍ରମେ ଚନ୍ଦନର ବାପା ଧନାଢ଼୍ୟ ହୋଇଯାଇ ପୁରୁଣା କଥା ଭୁଲି ଯାଆନ୍ତି । ଚନ୍ଦନର ବାହାଘର ଜଣେ ଧନୀକଙ୍କ କନ୍ୟା (ଦୀପା ସାହୁ)ଙ୍କ ସହିତ ଠିକ କରନ୍ତି, କିନ୍ତୁ ପରିଶେଷରେ ଚନ୍ଦନ ଫୁଲକୁ ବିବାହ କରେ । ‘ଡାକ ଅଜା’ ଚରିତ୍ରରେ ଜୟୀଙ୍କ ସଂଳାପ ‘ଦେଖେ ତାକୁ’ ଖୁବ ଲୋକପ୍ରିୟ ହୋଇଥିଲା ।
ଅଭିନୟ
[ସମ୍ପାଦନା]- ଉତ୍ତମ ମହାନ୍ତି
- ଅପରାଜିତା ମହାନ୍ତି
- ଅଜିତ ଦାସ[୩]
- ଦୀପା ସାହୁ
- ଶରତ ପୂଜାରୀ
- ଅନିତା ଦାସ[୪]
- ଜୟୀରାମ ସାମଲ
- ଜୟା ସ୍ୱାମୀ[୫][୬]
- ଦେବୁ ବୋଷ[୭]
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ସରୋଜ ପଟ୍ଟନାୟକ
- ଗୀତିକାର: ନିଜାମ, ସଂଗ୍ରାମ ମହାନ୍ତି, ଦିଲ୍ଲିପ ଦାସ
- ପ୍ରଚ୍ଛଦପଟ ଗାୟକ: ଅକ୍ଷୟ ମହାନ୍ତି, ଅନୁରାଧା ପୌଡ଼ୱାଳ, ଅଲକା ୟାଗ୍ନିକ
ଗୀତ
[ସମ୍ପାଦନା]- ଏଇ ଯେ ବନଲତା ପାହାଡ଼
- କହନା ଏ ଫୁଲ କହନା
- ନାହିଁ ମୋ ପାଦେ ଆଜି ନୁପୁର
- ଏ ମନକୁ ଭୁଲାଇ, ରଖିଥିଲି ସଜାଇ
- ତୋ ବିନା ଲାଗେନା ଭଲ କିଛି
- ମନେ ପଡ଼େ ଯଦି କେଉଁ ଦିନ
- ନା ତାରାଫୁଲ
ପୁରସ୍କାର
[ସମ୍ପାଦନା]- ଓଡ଼ିଶା ରାଜ୍ୟ କଥାଚିତ୍ର ପୁରସ୍କାର, ୧୯୮୨: ୭ଟି ବିଭାଗରେ (ଶ୍ରେଷ୍ଠ କଥାଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ଶ୍ରେଷ୍ଠ ଚିତ୍ରୋତ୍ତଳକ ଓ ଶ୍ରେଷ୍ଠ କାହାଣୀକାର)[୮]
ଆଧାର
[ସମ୍ପାଦନା]- ↑ ପ୍ରଣବ ଦାସ (17 July 2022). "ପରଦା ପଛର କାହାଣୀ". ନିତିଦିନ (ନଜର୍). p. 14. Archived from the original on 18 July 2022. Retrieved 18 July 2022.
- ↑ "ପ୍ରସିଦ୍ଧ ଓଡ଼ିଆ ସିନେମାଟୋଗ୍ରାଫର ଗାଗାରିନ ମିଶ୍ରଙ୍କ ପରଲୋକ | Sambad". 9 September 2020. Archived from the original on 9 September 2020. Retrieved 9 September 2020.
- ↑ "ଖ୍ୟାତନାମା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାସଙ୍କ ଦେହାନ୍ତ". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 13 September 2020. Archived from the original on 14 September 2020. Retrieved 14 September 2020.
{{cite news}}
: CS1 maint: unrecognized language (link) - ↑ "ଏହି ଅଧୁରା ସ୍ୱପ୍ନ ଛାଡି ଚାଲିଗଲେ ଅନୀତା ଦାସ". sambad.in. 12 May 2018. Retrieved 6 June 2018.
- ↑ "ଜୟାଙ୍କ ଜୟଯାତ୍ରା". enewspapr.com/News/NITIDIN. ୨୩ ଅପ୍ରେଲ ୨୦୨୧. p. ୯. Archived from the original on ୨୩ ଅପ୍ରେଲ ୨୦୨୧. Retrieved 23 April 2021.
{{cite web}}
: Check date values in:|date=
and|archivedate=
(help) - ↑ "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 13 August 2020. Retrieved 1 September 2018.
- ↑ "୭୫ ବର୍ଷ ବୟସରେ ଅଭିନେତା ଦେବୁ ବୋଷଙ୍କ ପରଲୋକ | Kanak News". Kanak News. 23 August 2018. Archived from the original on 27 August 2018. Retrieved 4 September 2018.
- ↑ cinemasagar.com: Orissa State Film Award Winners
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଫୁଲ ଚନ୍ଦନ