ମୁକ୍ତି (କଥାଚିତ୍ର)
ଦେଖଣା
(ମୁକ୍ତି (କଥାଚିତ୍ର-୧୯୭୭)ରୁ ଲେଉଟି ଆସିଛି)
ମୁକ୍ତି | |
---|---|
ନିର୍ଦ୍ଦେଶକ | ବ୍ୟୋମକେଶ ତ୍ରିପାଠୀ |
ଚିତ୍ରନାଟ୍ୟ | ବ୍ୟୋମକେଶ ତ୍ରିପାଠୀ |
କାହାଣୀ | ରତ୍ନ ଦୀପ |
କଳାକାର | ସୁଜାତା ଆନନ୍ଦ, ଅନିତା ଦାସ, ଦୁର୍ଲ୍ଲଭ |
ସଙ୍ଗୀତ | ପ୍ରଫୁଲ୍ଲ କର |
ମୁକ୍ତିଲାଭ ତାରିଖ | ଅପ୍ରେଲ ୧୯୭୭ |
କଥାଚିତ୍ରର ସମୟ | ୧୫୪ ମିନଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୧ଲକ୍ଷ ୬୫ହଜାର |
ମୁକ୍ତି, ୧୯୭୭ ମସିହାରେ ନିର୍ମିତ ଏକ ଓଡ଼ିଆ କଥାଚିତ୍ର । ଏହା ବ୍ୟୋମକେଶ ତ୍ରିପାଠୀଙ୍କ ନିର୍ଦ୍ଦେଶନାରେ, ମମତା ପ୍ରଡ଼କ୍ସନର ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର 'ମୁକ୍ତି'ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ସୁଜାତା ଆନନ୍ଦ
- ଅନିମା ପେଦିନୀ
- ଭାନୁମତୀ ଦେବୀ
- ବିନୋଦିନୀ
- ଅନିତା ଦାସ
- ଦୁର୍ଲ୍ଲଭ
- ନରେନ୍ଦ୍ର କୁମାର ବେହେରା (ନରି)
- ରାଧା ପଣ୍ଡା
- ରାମଚନ୍ଦ୍ର ପ୍ରତିହାରୀ
- ଦୀପା ସାହୁ
- ସତ୍ୟପ୍ରିୟ
- ବ୍ୟୋମକେଶ ତ୍ରିପାଠୀ
- ଗୋବିନ୍ଦ ସେନାପତି
- ତ୍ରିଭୁବନ
ଗୀତ
[ସମ୍ପାଦନା]ଏଥିରେ ଗୀତିକାର ଶିବବ୍ରତ ଦାସ, ପ୍ରଫୁଲ୍ଲ କର ଓ ବଳଦେବ ରଥଙ୍କ ରଚିତ ଗୀତ ଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ସଙ୍ଗୀତକାର ପ୍ରଫୁଲ୍ଲ କର । 'ମୁକ୍ତି'ର ଗୀତଗୁଡ଼ିକରେ ସିକନ୍ଦର ଆଲାମ, ବାଣୀ ଜୟରାମ, ସୁଧା ଓ ରଘୁନାଥ ପାଣିଗ୍ରାହୀ ପ୍ରମୁଖ କଣ୍ଠଦାନ କରିଥିଲେ ।
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୁକ୍ତି