ବାବୁଲାଲ ଦୋଶୀ

ଉଇକିପିଡ଼ିଆ‌ରୁ
ବାବୁଲାଲ ଦୋଶୀ
ଜାତୀୟତାଭାରତୀୟ
ପ୍ରସିଦ୍ଧିକଳା ବିକାଶ କେନ୍ଦ୍ର, କଟକର ପ୍ରତିଷ୍ଠାତା

ବାବୁଲାଲ ଦୋଶୀ, ଜଣେ ସମାଜସେବୀ, ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଓ କଳା ସଂସ୍କୃତିର ପୃଷ୍ଠପୋଷକ ଥିଲେ । ସେ କଟକରେ କଳା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିଥିଲେ ।[୧] ସେ ଗୁଜରାଟର ଲୋକ ଥିଲେ ଓ କଟକରେ ତାଙ୍କର ବ୍ୟବସାୟ ଥିଲା ।[୨]

କଳା ବିକାଶ କେନ୍ଦ୍ର[ସମ୍ପାଦନା]

ବାବୁଲାଲ ଦୋଶୀ, ୧୯୫୨ ମସିହାରେ କଳା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ଏହି କେନ୍ଦ୍ରରେ ନୃତ୍ୟ, ସଙ୍ଗୀତ, ନାଟକ ଓ ଅନ୍ୟାନ୍ୟ କଳଶିକ୍ଷା ପ୍ରଦାନ କରାଯାଉଥିଲା ।[୩] ଗୁରୁ କେଳୁଚରଣ ମହାପାତ୍ର କଳା ବିକାଶ କେନ୍ଦ୍ରରେ ୧୯୫୩ରୁ ୧୯୬୫ ପର୍ଯ୍ୟନ୍ତ ନୃତ୍ୟ ଶିକ୍ଷା ଦେଉଥିଲେ ।[୪] ଏହି କେନ୍ଦ୍ରରୁ ହିଁ ଆରମ୍ଭ ହୋଇଥିଲା ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟ ମାନ୍ୟତା ପାଇବାର ଯଶଯାତ୍ରା ।[୫] ସେ କଟକରେ ଜନ ସଂସ୍କୃତି ସଂଘ ମଧ୍ୟ ପ୍ରତିଷ୍ଠା କରିଥିଲେ ।[୬]

ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜନା[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ( ମାଟିର ମଣିଷ ) - ୧୯୭୦ ( ଜାତୀୟ ଚଳଚ୍ଚିତ୍ର ପୁରସ୍କାର )[୯][୧୦]

ଆଧାର[ସମ୍ପାଦନା]

  1. Kala Vikash Kendra, Cuttack (2003). Journal.
  2. Link. United India Periodicals. 1977.
  3. Orissa (India) (1966). Orissa District Gazetteers. Superintendent, Orissa Government Press.
  4. Ileana Citaristi (2001). The Making of a Guru: Kelucharan Mohapatra, His Life and Times. Manohar. ISBN 978-81-7304-369-7.
  5. India Today. Thomson Living Media India Limited. 1985.
  6. Krushna Singh Padhy; P. K. Panigrahy (1992). Socialist Movement in India. Kanishka Publishing House. ISBN 978-81-85475-62-2.
  7. Indian Cinema. Directorate of Film Festivals, Ministry of Information and Broadcasting. 1991.
  8. Orissa (India). Department of Tourism & Cultural Affairs (1975). Annual Administration Report of the Tourism & Cultural Affairs Department (Cultural Affairs Wing) for the Year ... Department of Tourism & Cultural Affairs.
  9. Sir Stanley Reed (1968). The Times of India Directory and Year Book Including Who's who. Times of India Press.
  10. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 66–. ISBN 978-1-136-77284-9.