Jump to content

ସବ୍ୟସାଚୀ ମିଶ୍ର

ଉଇକିପିଡ଼ିଆ‌ରୁ
ସବ୍ୟସାଚୀ ମିଶ୍ର
ଜନ୍ମ (1985-10-06) ୬ ଅକ୍ଟୋବର ୧୯୮୫ (ବୟସ ୪୧)
ବୁର୍ଲା, ସମ୍ବଲପୁର
Educationଯନ୍ତ୍ରଶାସ୍ତ୍ର ସ୍ନାତକ
Alma materସିଲିକନ ଇନଷ୍ଟିଚୁଟ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ସରକାରୀ ବାଳକ ବିଦ୍ୟାଳୟ ୟୁନିଟ-୧, ଭୁବନେଶ୍ୱର[୧]
ପେଷାଓଡ଼ିଆ କଥାଚିତ୍ର ଅଭିନେତା
ଜଣାଶୁଣାଓଡ଼ିଆ କଥାଚିତ୍ର ଅଭିନେତା
ଜୀବନସାଥୀଅର୍ଚ୍ଚିତା ସାହୁ (୧ ମାର୍ଚ୍ଚ ୨୦୨୧- ଏପର୍ଯ୍ୟନ୍ତ)
Parent(s)ସୁରେନ୍ଦ୍ର ପ୍ରସାଦ ମିଶ୍ର (ବାପା)
ସୁଷମା ମିଶ୍ର (ମାଆ)
ସମ୍ପର୍କୀୟସୌମ୍ୟକାନ୍ତ ମିଶ୍ର (ଭାଇ)

ସବ୍ୟସାଚୀ ମିଶ୍ର (ଜନ୍ମ: ୬ ଅକ୍ଟୋବର ୧୯୮୫)ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।[୨] ଅଭିନୟ ବ୍ୟତିତ ସେ ଏକାଧିକ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟନ ମଧ୍ୟ କରିଛନ୍ତି ।[୩]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସବ୍ୟସାଚୀ ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ ୧୯୮୫ ମସିହା ଅକ୍ଟୋବର ୦୬ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।[୪] ତାଙ୍କ ବାପା ସୁରେନ୍ଦ୍ର ପ୍ରସାଦ ମିଶ୍ର ଜଣେ ପ୍ରଶାସନିକ ଅଧିକାରୀ ଓ ତାଙ୍କ ମାଆ ସୁଷମା ମିଶ୍ର ଜଣେ ସାହିତ୍ୟିକ । ୨୦୨୧ ମସିହା ମାର୍ଚ୍ଚ ୧ତାରିଖ ଦିନ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବିବାହ କରିଥିଲେ ।[୫]

ସିନେମା ଜୀବନ

[ସମ୍ପାଦନା]

୨୦୦୭ ମସିହାରେ ପାଗଳ ପ୍ରେମୀ କଥାଚିତ୍ରରୁ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିବା ସବ୍ୟସାଚୀ,[୬] ବର୍ତ୍ତମାନ ସୁଦ୍ଧା ୩୫ଟିରୁ ଅଧିକ ଓଡ଼ିଆ କଥାଚିତ୍ର, ତେଲୁଗୁ କଥାଚିତ୍ର ଓ ୧୦୦ରୁ ଅଧିକ ଆଲବମରେ ଅଭିନୟ କରିସାରିଛନ୍ତି ।[୭] ଏଥିସ‌ହିତ ସେ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।[୮]

ଅଭିନୀତ ଓଡ଼ିଆ କଥାଚିତ୍ର

[ସମ୍ପାଦନା]
କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
ଛାତିରେ ଲେଖିଛି ତୋରି ନାଁ୨୦୧୧ସଞ୍ଜୟ ନାୟକ
ଡ୍ରିମ୍ ଗାର୍ଲ୨୦୦୯ଅଶୋକ ପତି
ମୁଁ ସପନର ସୌଦାଗର୨୦୦୮ସଞ୍ଜୟ ନାୟକ
ପାଗଳ ପ୍ରେମୀ୨୦୦୭ହର ପଟ୍ଟନାୟକ
ପିଲାଟା ବିଗିଡିଗଲା୨୦୧୫ବସନ୍ତ ସାହୁ

ପୁରସ୍କାର

[ସମ୍ପାଦନା]
  1. ↑ https://www.telegraphindia.com/1100804/jsp/orissa/story_12766558.jsp
  2. ↑ https://timesofindia.indiatimes.com/entertainment/telugu/movies/news/meet-sabyasachi-mishra-the-half-telugu-odia-superstar/articleshow/57186332.cms
  3. ↑ http://www.newindianexpress.com/states/odisha/2018/jul/13/sabyasachi-turns-singer-yet-again-1842846.html
  4. ↑ "ଭୁଲ୍ ବୁଝାମଣାକୁ ବହୁତ ଡରେ". ଧରିତ୍ରୀ. ୮ ସେପ୍ଟେମ୍ବର ୨୦୨୧. p. ୫. Retrieved 13 September 2021. {{cite web}}: Check date values in: |date= (help)
  5. ↑ "Ollywood couple Archita Sahu and Sabyasachi Mishra get hitched in Jaipur". ଟାଇମ୍ସ ଅଫ ଇଣ୍ଡିଆ. Retrieved 13 September 2021.
  6. ↑ Sampad, Shilpi (2012). "Hara conquers cancer, directs life". telegraphindia.com. Retrieved 21 January 2013. Actor Sabyasachi, who was inducted into the Odia moviedom by Patnaik in Pagala Premi in 2007
  7. ↑ "ମୋ ଅନୁଭୂତି". No. ମେଟ୍ରୋ ମିଜାଜ ୦୯/୦୮/୨୦୧୮ପୃଷ୍ଠା ୮. Archived from the original on 18 October 2020. Retrieved 9 August 2018.
  8. ↑ "ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ". ଧରିତ୍ରୀ (in Odia). ଓଡ଼ିଶା. 18 October 2018. p. 8. Archived from the original on 23 January 2019. Retrieved 23 October 2018.{{cite news}}: CS1 maint: unrecognized language (link)
  9. ↑ "Person Of The Year 2020: Sabyasachi Mishra". ଆଉଟଲୁକ. ୨୯ ଡିସେମ୍ବର ୨୦୨୦. Archived from the original on 13 September 2021. Retrieved 13 September 2021. {{cite web}}: Check date values in: |date= (help)

ଅଧିକ ତଥ୍ୟ

[ସମ୍ପାଦନା]