ବନ୍ଧୁ ମହାନ୍ତି (୧୯୭୭ର ଚଳଚ୍ଚିତ୍ର)

ଉଇକିପିଡ଼ିଆ‌ରୁ
ବନ୍ଧୁ ମହାନ୍ତି
ନିର୍ଦ୍ଦେଶକନିତାଇ ପାଲିତ
ପ୍ରଯୋଜକଧିରେନ ପଟ୍ଟନାୟକ
ସଂଳାପ(ସଂଳାପ): ଗୋପାଳ ଛୋଟରାୟ
ଚିତ୍ରନାଟ୍ୟନିତାଇ ପାଲିତ
କାହାଣୀନିତାଇ ପାଲିତ
କଳାକାରଗୋବିନ୍ଦ ତେଜ, ଅନିତା ଦାସ, ଲୀଳା ଦୁଲାଳି
ସଙ୍ଗୀତପ୍ରଫୁଲ୍ଲ କର
ସମ୍ପାଦକମଧୁ ବାନାର୍ଜୀ
ମୁକ୍ତିଲାଭ ତାରିଖ
୬ ଜୁନ ୧୯୭୭
ଦେଶଭାରତ
ଭାଷାଓଡ଼ିଆ

ବନ୍ଧୁ ମହାନ୍ତି ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା ।[୧] ଏଥିରେ 'ଗୋବିନ୍ଦ ତେଜ' ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୨] ଏହାର ଗୀତ ବୃନ୍ଦାବନ ଜେନା ଓ ପ୍ରଫୁଲ୍ଲ କର ରଚନା କରିଥିବା ବେଳେ, ପ୍ରଫୁଲ୍ଲ କର ସ୍ୱରସଂଯୋଜନା କରିଥିଲେ ।

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ବନ୍ଧୁ ମହାନ୍ତି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଗୀତ[ସମ୍ପାଦନା]

  • ହାତ ଛାଡ଼ ଛାଡ଼ ମୋର ନାଗର
  • ନ ଯା ସଜନୀ

ଆଧାର[ସମ୍ପାଦନା]

  1. "BANDHU MOHANTY". incredibleorissa.com. Retrieved 23 January 2016.
  2. "ଅତୀତରୁ". Dharitri. Retrieved 5 May 2016.

ବାହାର ତଥ୍ୟ[ସମ୍ପାଦନା]