ବୋଉ (୧୯୯୮ର କଥାଚିତ୍ର)

ଉଇକିପିଡ଼ିଆ ରୁ
(ବୋଉ (୨୦୦୦ର କଥାଚିତ୍ର) ରୁ ଲେଉଟି ଆସିଛି)
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହି ଲେଖାଟି ଓଡ଼ିଆ କଥାଚିତ୍ର ବାବଦରେ । ବାକିସବୁ ପାଇଁ, ମା ପ୍ରସଙ୍ଗଟି ଦେଖନ୍ତୁ ।
ବୋଉ
ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର
ପ୍ରଯୋଜକ ସବ୍ୟସାଚୀ ମହାପାତ୍ର
ଲେଖକ ବିଜୟ ମିଶ୍ର
ପଟ୍ଟକଥା ସବ୍ୟସାଚୀ ମହାପାତ୍ର
କଳାକାର ମହାଶ୍ୱେତା ରାୟ, ବିଜୟ ମହାନ୍ତି, ଶରତ ପୂଜାରୀ
ସଙ୍ଗୀତ ରମେଶ ମହାନନ୍ଦ
ମୁକ୍ତିଲାଭ ତାରିଖ
୨୮ ସେପ୍ଟେମ୍ବର ୧୯୯୮
ଦେଶ ଭାରତ
ଭାଷା ଓଡ଼ିଆ
ଖର୍ଚ୍ଚ Indian Rupee ₹ ୯୮ଲକ୍ଷ ୨୫ ହଜାର

ବୋଉ, ୧୯୯୮ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହା ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ବୋଉ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର[ସମ୍ପାଦନା]

  1. "Bou (1998)- Odia Movie". Odiakhati. Retrieved 22 September 2016. 

ଅଧିକ ତଥ୍ୟ[ସମ୍ପାଦନା]