ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଉଇକିପିଡ଼ିଆ‌ରୁ
ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
କାହା ନିମନ୍ତେ ପୁରସ୍କାରଓଡ଼ିଆ କଥାଚିତ୍ରରେ ଶ୍ରେଷ୍ଠତା ନିମନ୍ତେ
ଦାତାସଂସ୍କୃତି ବିଭାଗ, ଓଡ଼ିଶା ସରକାର
ଦେଶ ଭାରତ
ପ୍ରଥମ ପୁରସ୍କାର୧୯୬୮

ଜୟଦେବ ପୁରସ୍କାର[ସମ୍ପାଦନା]

ଓଡ଼ିଆ କଥାଚିତ୍ରକୁ ଜୀବନ ବ୍ୟାପି ଅବଦାନ ନିମନ୍ତେ ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ।

ଶ୍ରେଷ୍ଠ କଥାଚିତ୍ର: ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର[ସମ୍ପାଦନା]

ବର୍ଷ କଥାଚିତ୍ର ପ୍ରଯୋଜକ ନିର୍ଦ୍ଦେଶକ
୨୦୧୮ ଭିଜା ମାଟିର ସ୍ୱର୍ଗ ଅକ୍ଷୟ କୁମାର ପରିଜା --
୨୦୧୬ ଚିନି କୁମୁଦ ପ୍ରକାଶ ପଣ୍ଡା ପ୍ରଦୀପ ଭୋଳ
୨୦୧୫ କେହି ନୁହେଁ କାହାର ଅକ୍ଷୟ କୁମାର ପରିଜା ସୁଶାନ୍ତ ମଣି
୨୦୧୪ କ୍ରାନ୍ତିଧାରା ଇତି ସାମନ୍ତ ହିମାଂଶୁ ଖଟୁଆ
୨୦୧୩ ଶଲାବୁଢ଼ା ସୁଶାନ୍ତ ମହାପାତ୍ର ସବ୍ୟସାଚୀ ମହାପାତ୍ର
୨୦୧୧ ଏକା ଏକା[୧] ସୁବାସ ଦାସ ନିର୍ଦ୍ଦେଶକ
୨୦୧୦ ସ୍ୱୟଂସିଦ୍ଧା ପ୍ରଯୋଜକ ସୁଧାଂଶୁ ମୋହନ ସାହୁ
୨୦୦୯ ସାତସୁରେ ବନ୍ଧା ଏ ଜୀବନ ମନ୍ମଥ ମିଶ୍ର, ଦିଲିପ ଦାସ ଏସ. କେ. ମୁରଲିଧରନ
୨୦୦୮ ଜୀଅନ୍ତା ଭୂତ ଅକ୍ଷୟ କୁମାର ପରିଜା ପ୍ରଶାନ୍ତ ନନ୍ଦ
୨୦୦୭ ଧଉଳି ଏକ୍ସପ୍ରେସ୍ ଚିତ୍ତରଞ୍ଜନ ତ୍ରିପାଠୀ ଚିତ୍ତ ରଞ୍ଜନ ତ୍ରିପାଠୀ
୨୦୦୬ କଥାନ୍ତର ଇତି ସାମନ୍ତ ହିମାଂଶୁ ଖଟୁଆ
୨୦୦୫ ପୂଜା ପାଇଁ ଫୁଲଟିଏ ପଦ୍ମିନୀ ପୁଟୀ ଗଦାଧର ପୁଟୀ
୨୦୦୦ ବୋଉ ସବ୍ୟସାଚୀ ମହାପାତ୍ର
୧୯୯୮ ଶୂନ୍ୟସ୍ୱରୂପ ହିମାଂଶୁ ଖଟୁଆ ହିମାଂଶୁ ଖଟୁଆ
୧୯୯୩ ଇନ୍ଦ୍ରଧନୁର ଛାଇ ଯୁଗଳ ଦେବତା ସୁଶାନ୍ତ ମିଶ୍ର
୧୯୮୮ ଯାହାକୁ ରଖିବେ ଅନନ୍ତ ବସନ୍ତ ନାୟକ ଅସୀମ କୁମାର
୧୯୮୬ ତ୍ରିସନ୍ଧ୍ୟା ଜ୍ୟୋତି ଦାସ ମନମୋହନ ମହାପାତ୍ର
୧୯୮୫ ହାକିମ ବାବୁ ଅମିୟ ପଟ୍ଟନାୟକ ପ୍ରଣବ ଦାସ
୧୯୮୪ କାବେରୀ ନଗେନ ସାହୁ ଗୋବିନ୍ଦ ତେଜ
୧୯୮୦ ଦଣ୍ଡା ବାଳୁଙ୍ଗା ବସନ୍ତ ନାୟକ ମହମ୍ମଦ ମହସୀନ
୧୯୭୭ ନାଗଫାଶ ବସନ୍ତ ନାୟକ ବସନ୍ତ ନାୟକ
୧୯୭୩ ଅଦିନ ମେଘ ବାବୁଲାଲ ଦୋଶୀ ଅମିତ ମୈତ୍ର

ଶ୍ରେଷ୍ଠ ନିର୍ଦ୍ଦେଶକ[ସମ୍ପାଦନା]

ବର୍ଷ ନିର୍ଦ୍ଦେଶକ କଥାଚିତ୍ର
୨୦୧୮ ମନମୋହନ ମହାପାତ୍ର ଭିଜା ମାଟିର ସ୍ୱର୍ଗ
୨୦୧୧ ପ୍ରଶାନ୍ତ ନନ୍ଦ ଥୁକୁଲ୍[୨]
୨୦୦୯ ସଞ୍ଜୟ ନାୟକ ପାଗଳ କରିଛି ପାଉଁଜି ତୋର
୨୦୦୮ ପ୍ରଶାନ୍ତ ନନ୍ଦ ଜୀଅନ୍ତା ଭୂତ
୨୦୦୭ ଚକ୍ରଧର ସାହୁ ତୁମକୁ ପାରୁନିତ ଭୁଲି
୨୦୦୬ ହିମାଂଶୁ ଖଟୁଆ କଥାନ୍ତର
୨୦୦୫ ଗଦାଧର ପୁଟୀ ପୂଜା ପାଇଁ ଫୁଲଟିଏ
୨୦୦୦ ସବ୍ୟସାଚୀ ମହାପାତ୍ର ବୋଉ
୧୯୯୮ ହିମାଂଶୁ ଖଟୁଆ ଶୂନ୍ୟସ୍ୱରୂପ
୧୯୯୩ ସୁଶାନ୍ତ ମିଶ୍ର ଇନ୍ଦ୍ରଧନୁର ଛାଇ
୧୯୮୬ ମନମୋହନ ମହାପାତ୍ର ତ୍ରିସନ୍ଧ୍ୟା
୧୯୮୫ ଗୋବିନ୍ଦ ତେଜ ସ୍କୁଲ ମାଷ୍ଟର
୧୯୮୪ ଗୋବିନ୍ଦ ତେଜ କାବେରୀ
୧୯୮୨ ମହମ୍ମଦ ମହସୀନ ଫୁଲ ଚନ୍ଦନ

ଶ୍ରେଷ୍ଠ ଅଭିନେତା[ସମ୍ପାଦନା]

ବର୍ଷ ଅଭିନେତା କଥାଚିତ୍ର
୨୦୧୮ ମିହିର ଦାସ ଭିଜା ମାଟିର ସ୍ୱର୍ଗ
୨୦୧୬ ସମରେଶ ରାଉତରାୟ କଥାଚିତ୍ର ନାମ
୨୦୧୫ ସୌମ୍ୟ ରଞ୍ଜନ ଦାସ କଥାଚିତ୍ର ନାମ
୨୦୧୪ ଅଟଳ ବିହାରୀ ପଣ୍ଡା କଥାଚିତ୍ର ନାମ
୨୦୧୩ ଅଟଳ ବିହାରୀ ପଣ୍ଡା କଥାଚିତ୍ର ନାମ
୨୦୧୨ ସବ୍ୟସାଚୀ ମିଶ୍ର କଥାଚିତ୍ର ନାମ
୨୦୧୧ ସିଦ୍ଧାନ୍ତ ମହାପାତ୍ର ଏକା ଏକା[୩]
୨୦୧୦ ବାବୁଶାନ୍ ପ୍ରେମ ଅଢେଇ ଅକ୍ଷର
୨୦୦୯ ଅନୁଭବ ମହାନ୍ତି ଆକାଶେ କି ରଙ୍ଗ ଲାଗିଲା
୨୦୦୮ ଆକାଶ ଦାସନାୟକ କଳିଙ୍ଗ ପୁତ୍ର[୪]
୨୦୦୭ ସବ୍ୟସାଚୀ ମିଶ୍ର ପାଗଳ ପ୍ରେମୀ
୨୦୦୬ ସିଦ୍ଧାନ୍ତ ମହାପାତ୍ର ଶାଶୁଘର ଚାଲିଯିବି
୨୦୦୫ ମିହିର ଦାସ ଫେରିଆ ମୋ ସୁନାଭଉଣୀ
୨୦୦୦ ସିଦ୍ଧାନ୍ତ ମହାପାତ୍ର ବୋଉ
୧୯୯୬ ମୀନକେତନ ନୀଳ ମାଷ୍ଟ୍ରାଣୀ
୧୯୯୪ ବିଜୟ ମହାନ୍ତି ଭାଇ ହେଲା ଭଗାରୀ
୧୯୯୩ ବିଜୟ ମହାନ୍ତି ଭୀଷ୍ମ ପ୍ରତିଜ୍ଞା
୧୯୯୧ ବିଜୟ ମହାନ୍ତି ଆମ ଘର ଆମ ସଂସାର
୧୯୮୬ ବିଜୟ ମହାନ୍ତି ଏଇ ଆମ ସଂସାର
୧୯୮୫ ଅଜିତ ଦାସ ହାକିମ ବାବୁ
୧୯୮୪ ଉତ୍ତମ ମହାନ୍ତି ଦଣ୍ଡା ବାଳୁଙ୍ଗା
୧୯୮୩ ଉତ୍ତମ ମହାନ୍ତି ଝିଅଟି ସୀତା ପରି
୧୯୮୨ ଉତ୍ତମ ମହାନ୍ତି ଫୁଲ ଚନ୍ଦନ
୧୯୮୧ ବିଜୟ ମହାନ୍ତି ଆରତୀ

ଶ୍ରେଷ୍ଠ ଅଭିନେତ୍ରୀ[ସମ୍ପାଦନା]

ବର୍ଷ ଅଭିନେତ୍ରୀ କଥାଚିତ୍ର
୨୦୧୮ ଅର୍ଚ୍ଚିତା ସାହୁ ଚମ୍ପିଆନ
୨୦୧୬ ସଙ୍ଗୀତା ମହାପାତ୍ର କଥାଚିତ୍ର ନାମ
୨୦୧୫ ବର୍ଷା ନାୟକ କଥାଚିତ୍ର ନାମ
୨୦୧୪ ଗାର୍ଗୀ ମହାନ୍ତି କଥାଚିତ୍ର ନାମ
୨୦୧୩ ଅର୍ଚ୍ଚିତା ସାହୁ କଥାଚିତ୍ର ନାମ
୨୦୧୨ ବର୍ଷା ପ୍ରିୟଦର୍ଶିନୀ କଥାଚିତ୍ର ନାମ
୨୦୧୧ ଅର୍ଚ୍ଚିତା ସାହୁ ଚକ୍‌ଲେଟ୍‌[୫]
୨୦୦୯ ଅର୍ଚ୍ଚିତା ସାହୁ ପାଗଳ କରିଛି ପାଉଁଜି ତୋର
୨୦୦୮ ରାଲି ନନ୍ଦ କଥାଚିତ୍ର
୨୦୦୭ ଆମେଲି ପଣ୍ଡା ତୁମକୁ ପାରୁନି ତ ଭୁଲି
୨୦୦୬ ଅନୁ ଚୌଧୁରୀ ଶାଶୁଘର ଚାଲିଯିବି
୨୦୦୫ ଜିନା ସାମଲ ଫେରିଆ ମୋ ସୁନା ଭଉଣୀ
୨୦୦୦ ମହାଶ୍ୱେତା ରାୟ ବୋଉ
୧୯୮୫ ଜୟା ସ୍ୱାମୀ ହାକିମ ବାବୁ
୧୯୮୪ ମହାଶ୍ୱେତା ରାୟ କାବେରୀ
୧୯୮୨ ଅପରାଜିତା ମହାନ୍ତି ଫୁଲ ଚନ୍ଦନ
୧୯୭୭ ଅନିତା ଦାସ ମୁକ୍ତି

ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା[ସମ୍ପାଦନା]

ବର୍ଷ ଅଭିନେତା କଥାଚିତ୍ର
୨୦୧୮ ମନୋଜ ମିଶ୍ର ଚମ୍ପିଆନ
୨୦୦୭ ମନୋଜ ମିଶ୍ର ତୁମକୁ ପାରୁନି ତ ଭୁଲି
୨୦୦୬ ହାଡୁ କଥାନ୍ତର
୨୦୦୫ ଅରିନ୍ଦମ ରାୟ ପ୍ରେମ ଋତୁ ଆସିଲାରେ
୧୯୯୧ ଉତ୍ତମ ମହାନ୍ତି ତୋ ବିନୁ ଅନ୍ୟଗତି ନାହିଁ
୧୯୮୪ ହେମନ୍ତ ଦାସ ଦଣ୍ଡା ବାଳୁଙ୍ଗା


ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ[ସମ୍ପାଦନା]

ବର୍ଷ ଅଭିନେତ୍ରୀ କଥାଚିତ୍ର
୨୦୧୮ ଶିବାନୀ ଖରା ଫେରିଆ କମବ୍ୟାକ
୨୦୦୬ ଭାସ୍ୱତୀ ବସୁ କଥାନ୍ତର
୨୦୦୫ ଅର୍ଚ୍ଚିତା ସାହୁ ବାବୁ ଆଇ ଲଭ ୟୁ
୧୯୯୩ ମୁକ୍ତାବାଳା ରାଉତରାୟ ଇନ୍ଦ୍ରଧନୁର ଛାଇ
୧୯୮୪ ବିଜୟା ଜେନା ଜଗା ବଳିଆ

ଶ୍ରେଷ୍ଠ ହାସ୍ୟ କଳାକାର[ସମ୍ପାଦନା]

ବର୍ଷ ଅଭିନେତା କଥାଚିତ୍ର
୨୦୧୮ ରାକ୍ଷୀ ଦାଶ ଦିୱାନା ହେଲି ତୋ ପାଇଁ
୨୦୦୬ ପିଣ୍ଟୁ ନନ୍ଦ ରଙ୍ଗ ନମ୍ବର
୨୦୦୫ ପିଣ୍ଟୁ ନନ୍ଦ ପ୍ରେମ ଋତୁ ଆସିଲାରେ
୧୯୮୪ ଜୟୀରାମ ସାମଲ ଜଗା ବଳିଆ

ଶ୍ରେଷ୍ଠ ଶିଶୁ କଳାକାର/ ଅଭିନେତା[ସମ୍ପାଦନା]

ବର୍ଷ ଅଭିନେତା କଥାଚିତ୍ର
୨୦୧୮ ସାର୍ଥକ ହୋତା ଫେରିଆ କମବ୍ୟାକ
୨୦୦୬ ପ୍ରକୃତି ମିଶ୍ର ଶାଶୁଘର ଚାଲିଯିବି
୨୦୦୫ ଆଦ୍ୟାଶା ମହାପାତ୍ର ପୂଜା ପାଇଁ ଫୁଲଟିଏ
୧୯୮୪ ଲିସା ମହାନ୍ତି ବସନ୍ତ ରାସ

ଶ୍ରେଷ୍ଠ ଚିତ୍ରତ୍ତୋଳକ: ପ୍ରମୋଦ ପତି ସମ୍ମାନ[ସମ୍ପାଦନା]

ବର୍ଷ ଚିତ୍ରତ୍ତୋଳକ କଥାଚିତ୍ର
୨୦୧୮ ଦିଲିପ କୁମାର ରାୟ ଭିଜା ମାଟିର ସ୍ୱର୍ଗ
୨୦୦୬ ସମୀର ମହାଜନ କଥାନ୍ତର
୨୦୦୫ ଯୁଗଳ ଦେବତା ପୂଜା ପାଇଁ ଫୁଲଟିଏ
୧୯୮୯ ସୁଧୀର ପଲସନେ ଶୂନ୍ୟସ୍ୱରୂପ
୧୯୮୪ ସୁରେନ୍ଦ୍ର ସାହୁ ଡୋରା
୧୯୮୨ ରାଜନ କିନ୍ନାଗୀ ଫୁଲ ଚନ୍ଦନ

ଶ୍ରେଷ୍ଠ କାହାଣୀକାର[ସମ୍ପାଦନା]

ବର୍ଷ କାହାଣୀକାର କଥାଚିତ୍ର
୨୦୧୮ ନିରଞ୍ଜନ ରେଡ୍ଡୀ ଓଲେ ଓଲେ ଦିଲ୍ ବୋଲେ
୨୦୦୬ ହିମାଂଶୁ ଖଟୁଆ କଥାନ୍ତର
୨୦୦୫ ଗଦାଧର ପୁଟୀ ପୂଜା ପାଇଁ ଫୁଲଟିଏ
୧୯୯୭ ଗୌରୀ ଶଙ୍କର ଦାସ ମୋକ୍ଷ
୧୯୯୬ ଚକ୍ରଧର ସାହୁ ନୀଳ ମାଷ୍ଟ୍ରାଣୀ
୧୯୮୬ ନନ୍ଦଲାଲ ମହପାତ୍ର ତ୍ରିସନ୍ଧ୍ୟା
୧୯୮୪ ଗାୟତ୍ରୀ ବସୁ ମଲ୍ଲିକ କାବେରୀ
୧୯୮୦ ପ୍ରତିଭା ରାୟ ଅପରିଚିତା

ଶ୍ରେଷ୍ଠ ଚିତ୍ରନାଟ୍ୟ[ସମ୍ପାଦନା]

ବର୍ଷ ଚିତ୍ରନାଟ୍ୟ ଲେଖକ କଥାଚିତ୍ର
୨୦୧୮ ଆଶୁତୋଷ ମହାପାତ୍ର ଭିଜା ମାଟିର ସ୍ୱର୍ଗ
୨୦୦୬ ବିଜୟ ମିଶ୍ର ଶାଶୁଘର ଚାଲିଯିବି
୨୦୦୫ ରଣଜିତ ପଟ୍ଟନାୟକ ଫେରିଆ ମୋ ସୁନାଭଉଣୀ
୧୯୯୩ ସୁଶାନ୍ତ ମିଶ୍ର ଇନ୍ଦ୍ରଧନୁର ଛାଇ

ଶ୍ରେଷ୍ଠ ସଂଳାପ[ସମ୍ପାଦନା]

ବର୍ଷ ସଂଳାପ ଲେଖକ କଥାଚିତ୍ର
୨୦୧୮ ନନ୍ଦଲାଲ ମହାପାତ୍ର ଭିଜା ମାଟିର ସ୍ୱର୍ଗ
୧୯୯୩ ଦେବଦାସ ଛୋଟରାୟ ଇନ୍ଦ୍ରଧନୁର ଛାଇ

ଶ୍ରେଷ୍ଠ ଗୀତିକାର[ସମ୍ପାଦନା]

ବର୍ଷ ଗୀତିକାର କଥାଚିତ୍ର ଗୀତ
୨୦୧୮ ବସନ୍ତରାଜ ସାମଲ ସାଥୀ ତୁ ଫେରିଆ ଶ୍ରାବଣ ଅଛି ବରଷା ନାହିଁ
୨୦୦୭ ନିର୍ମଳ ନାୟକ ତୁମକୁ ପାରୁନି ତ ଭୁଲି
୨୦୦୬ ସ୍ୱରୂପ ନାୟକ ଜୀବନ ମୃତ୍ୟୁ
୨୦୦୫ ରଜନୀ ରଞ୍ଜନ ଭାଗ୍ୟ ଚକ୍ର
୨୦୦୨ ଶ୍ରୀକାନ୍ତ ଗୌତମ ରହିଛି ରହିବି ତୋରି ପାଇଁ

ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ: ବାଳକୃଷ୍ଣ ଦାସ ସମ୍ମାନ[ସମ୍ପାଦନା]

ବର୍ଷ ସଙ୍ଗୀତ ନିର୍ଦ୍ଦେଶକ କଥାଚିତ୍ର
୨୦୧୮ ଶାନ୍ତିରାଜ ଖୋସଲା ଫେରିଆ କମବ୍ୟାକ
୨୦୦୭ ଚିତ୍ତରଞ୍ଜନ ତ୍ରିପାଠୀ ଧଉଳି ଏକ୍ସପ୍ରେସ୍
୨୦୦୬ ସ୍ୱରୂପ ନାୟକ ଶାଶୁଘର ଚାଲିଯିବି
୨୦୦୫ ଓମପ୍ରକାଶ ମହାନ୍ତି ଭାଗ୍ୟ ଚକ୍ର
୧୯୯୮ ବି. ଭି. କରନ୍ଥ ଶୂନ୍ୟସ୍ୱରୂପ
୧୯୯୦ ଅକ୍ଷୟ ମହାନ୍ତି ପରଦେଶୀ ଚଢ଼େଇ
୧୯୮୮ ଅକ୍ଷୟ ମହାନ୍ତି ପାପପୁଣ୍ୟ
୧୯୮୫ ପ୍ରଫୁଲ୍ଲ କର ସ୍କୁଲ ମାଷ୍ଟର
୧୯୮୪ ବାଳକୃଷ୍ଣ ଦାସ ବସନ୍ତ ରାସ
୧୯୮୨ ସରୋଜ ପଟ୍ଟନାୟକ ଫୁଲ ଚନ୍ଦନ
୧୯୮୦ ପ୍ରଫୁଲ୍ଲ କର ସୀତା ଲବକୁଶ
୧୯୭୯ ବାଳକୃଷ୍ଣ ଦାସ ମଥୁରା ବିଜୟ
୧୯୭୮ ପ୍ରଫୁଲ୍ଲ କର ସତୀ ଅନସୂୟା
୧୯୭୭ ପ୍ରଫୁଲ୍ଲ କର ବନ୍ଧୁ ମହାନ୍ତି
୧୯୭୬ ପ୍ରଫୁଲ୍ଲ କର ଶେଷ ଶ୍ରାବଣ
୧୯୭୫ ପ୍ରଫୁଲ୍ଲ କର ମମତା

ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ[ସମ୍ପାଦନା]

ବର୍ଷ ଗାୟକ କଥାଚିତ୍ର ଗୀତ
୨୦୧୮ କରୁଣାକର ସେଠୀ ଫେରିଆ କମବ୍ୟାକ ମାଣକ ପୁରିଲା
୨୦୦୭ ଚିତ୍ତରଞ୍ଜନ ତ୍ରିପାଠୀ ଧଉଳି ଏକ୍ସପ୍ରେସ୍
୨୦୦୬ ସୌରଭ ନାୟକ ମୋମନ ଖାଲି ତୋରି ପାଇଁ
୨୦୦୫ ରତିକାନ୍ତ ଶତପଥୀ ଭାଗ୍ୟଚକ୍ର
୧୯୯୬ ଅକ୍ଷୟ ମହାନ୍ତି ଲକ୍ଷ୍ମଣ ରେଖା
୧୯୯୧ ଅକ୍ଷୟ ମହାନ୍ତି ତୋ ବିନୁ ଅନ୍ୟଗତି ନାହିଁ
୧୯୯୦ ଅକ୍ଷୟ ମହାନ୍ତି, ସିକନ୍ଦର ଆଲାମ ପରଦେଶୀ ଚଢ଼େଇ
୧୯୮୯ ଅକ୍ଷୟ ମହାନ୍ତି ମମତାର ଡୋରୀ
୧୯୮୮ ତାନସେନ ସିଂ, ପ୍ରଣବ ପଟ୍ଟନାୟକ କନ୍ୟାଦାନ
୧୯୮୭ ଅକ୍ଷୟ ମହାନ୍ତି ବଧୂ ନିରୁପମା
୧୯୮୬ ଅକ୍ଷୟ ମହାନ୍ତି ଏଇ ଆମ ସଂସାର
୧୯୮୫ ଅଜୟ ଚକ୍ରବର୍ତ୍ତୀ ସ୍କୁଲ ମାଷ୍ଟର
୧୯୮୪ ଅକ୍ଷୟ ମହାନ୍ତି ଜାଇଫୁଲ
୧୯୮୩ ପ୍ରଣବ ପଟ୍ଟନାୟକ ପ୍ରତିଧ୍ୱନୀ
୧୯୮୨ ପ୍ରଣବ ପଟ୍ଟନାୟକ ଅସ୍ତରଙ୍ଗ
୧୯୮୧ ପ୍ରଣବ ପଟ୍ଟନାୟକ ଝିଅଟି ସୀତା ପରି
୧୯୮୦ ଅକ୍ଷୟ ମହାନ୍ତି ମା ଓ ମମତା
୧୯୭୮ ପ୍ରଫୁଲ୍ଲ କର ବଳିଦାନ
୧୯୭୭ ରଘୁନାଥ ପାଣିଗ୍ରାହୀ ମୁକ୍ତି
୧୯୭୭ ପ୍ରଣବ ପଟ୍ଟନାୟକ ସୁନା ସଂସାର
୧୯୭୬ ପ୍ରଣବ ପଟ୍ଟନାୟକ ସିନ୍ଦୂର ବିନ୍ଦୁ

ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା[ସମ୍ପାଦନା]

ବର୍ଷ ଗାୟିକା କଥାଚିତ୍ର ଗୀତ
୨୦୧୮ ଅନ୍ତରା ଚକ୍ରବର୍ତ୍ତୀ ସାଥୀ ତୁ ଫେରିଆ ଶ୍ରାବଣ ଅଛି ବରଷା ନାହିଁ
୨୦୦୬ ତପୁ ମିଶ୍ର ଶାଶୁଘର ଚାଲିଯିବି
୨୦୦୫ ଶ୍ରୀଜା ପଣ୍ଡା ପୂଜା ପାଇଁ ଫୁଲଟିଏ
୧୯୮୫ ଗୀତା ଦାସ ଗୃହଲକ୍ଷ୍ମୀ
୧୯୮୪ ତୃପ୍ତି ଦାସ ଜଗା ବଳିଆ
୧୯୮୩ ଇନ୍ଦ୍ରାଣୀ ମିଶ୍ର ଧାରେ ଆଲୁଅ
୧୯୮୨ ବାଣୀ ଜୟରାମ ଦେବଜାନୀ

ଶ୍ରେଷ୍ଠ ସମ୍ପାଦକ[ସମ୍ପାଦନା]

ବର୍ଷ ସମ୍ପାଦକ କଥାଚିତ୍ର
୨୦୧୮ ଅମରେନ୍ଦ୍ର ମହାପାତ୍ର ଫେରିଆ କମବ୍ୟାକ
୨୦୦୬ ସୁଶାନ୍ତ ମଣି ଶାଶୁଘର ଚାଲିଯିବି
୨୦୦୫ ରାଜେନ୍ଦ୍ର ମହାପାତ୍ର ଜୟ ଜଗନ୍ନାଥ
୧୯୯୬ ରାଜେନ୍ଦ୍ର ମହାପାତ୍ର ନୀଳ ମାଷ୍ଟ୍ରାଣୀ

ଶ୍ରେଷ୍ଠ କଳା ନିର୍ଦ୍ଦେଶକ[ସମ୍ପାଦନା]

ବର୍ଷ କଳା ନିର୍ଦ୍ଦେଶକ କଥାଚିତ୍ର
୨୦୧୮ ସଂଗ୍ରାମ ମହାରଣା ଫେରିଆ କମବ୍ୟାକ
୨୦୦୭ ଅମିୟ ମହାରଣା ଧଉଳି ଏକ୍ସପ୍ରେସ୍
୨୦୦୬ ପ୍ରଦୀପ ସ୍ୱାଇଁ ଶାଶୁଘର ଚାଲିଯିବି
୨୦୦୫ ଅମିୟ ମହାରଣା ବାବୁ ଆଇ ଲଭ ୟୁ
୧୯୯୮ ଅମିୟ ମହାରଣା ଶୂନ୍ୟସ୍ୱରୂପ
୧୯୮୪ ନିଖିଳ ବରଣ ସେନଗୁପ୍ତା ଜନନୀ

ଶ୍ରେଷ୍ଠ ଶବ୍ଦଗ୍ରହଣକାରୀ[ସମ୍ପାଦନା]

ବର୍ଷ ଶବ୍ଦଗ୍ରହଣକାରୀ କଥାଚିତ୍ର
୨୦୧୮ ନିତ୍ୟଶ୍ରୀ ରଞ୍ଜନ ଜୀବନର ଚଲାପଥେ
୨୦୦୬ ମାନସ ଚୌଧୁରୀ, ଗୀତିମୁଗ୍ଧା ସାହାଣୀ କଥାନ୍ତର
୨୦୦୫ ନିତ୍ୟଶ୍ରୀ ରଞ୍ଜନ ପ୍ରେମ ଋତୁ ଆସିଲାରେ
୧୯୯୬ ସୁବାଶ ସାହୁ ନୀଳ ମାଷ୍ଟ୍ରାଣୀ
୧୯୮୫ ନଗେନ ବାରିକ ସହରୀ ବାଘ
୧୯୮୪ ନଗେନ ବାରିକ ଜନନୀ
୧୯୮୦ ଗୋଲକ ବିହାରି ମିଶ୍ର ଜୟ ମା ମଙ୍ଗଳା

ସ୍ୱତନ୍ତ୍ର ଜୁରୀ ପୁରସ୍କାର[ସମ୍ପାଦନା]

ବର୍ଷ ବିଜେତା କଥାଚିତ୍ର
୨୦୦୬ ରାକେଶ ଦାସ ତୁମକୁ ପାରୁନି ତ ଭୁଲି
୨୦୦୬ ବସନ୍ତ ସାହୁ ଶାଶୁଘର ଚାଲିଯିବି
୨୦୦୫ ସବ୍ୟସାଚୀ ମହାପାତ୍ର ଜୟ ଜଗନ୍ନାଥ
୧୯୯୬ ପ୍ରିୟଙ୍କା ମହାପାତ୍ର ନୀଳ ମାଷ୍ଟ୍ରାଣୀ
୧୯୮୫ ବିଦ୍ୟୁତମୟୀ ଦାସ ଶେଷ ପ୍ରତିକ୍ଷା
୧୯୮୪ ରବି ନାରାୟଣ ମହାନ୍ତି ବସନ୍ତ ରାସ

୨୨ତମ ରାଜ୍ୟ କଥାଚିତ୍ର ପୁରସ୍କାର:୨୦୧୦[ସମ୍ପାଦନା]

  • ଜୟଦେବ ପୁରସ୍କାର: ଅପୂର୍ବ କିଶୋର ବୀର
  • ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର (ଶ୍ରେଷ୍ଠ କଥାଚିତ୍ର): ସ୍ୱୟଂସିଦ୍ଧା
  • ଶ୍ରେଷ୍ଠ ଅଭିନେତା: ବାବୁସାନ (କଥାଚିତ୍ର: ପ୍ରେମ ଅଢ଼େଇ ଅକ୍ଷର)
  • ଶ୍ରେଷ୍ଠ ଅଭିନେତ୍ରୀ: ରିୟା (କଥାଚିତ୍ର: ପ୍ରେମ ଅଢ଼େଇ ଅକ୍ଷର)
  • ଶ୍ରେଷ୍ଠ ନିର୍ଦ୍ଦେଶକ: ସୁଧାଂଶୁ ମୋହନ ସାହୁ (କଥାଚିତ୍ର: ସ୍ୱୟଂସିଦ୍ଧା)
  • ଶ୍ରେଷ୍ଠ କାହାଣୀ: ନମିତା ମଲିକ (କଥାଚିତ୍ର: ସ୍ୱୟଂସିଦ୍ଧା)
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ: ଅଭିଜିତ ମଜୁମଦାର (କଥାଚିତ୍ର: ତୁ ଥା ମୁଁ ଯାଉଛି ରୁଷି)
  • ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ: ବାବୁସାନ (କଥାଚିତ୍ର: ପ୍ରେମ ଅଢ଼େଇ ଅକ୍ଷର)
  • ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା: ଇରା ମହାନ୍ତି (କଥାଚିତ୍ର: ମେଘ ସବାରୀରେ ଆସିବ ଫେରି)
  • ଶ୍ରେଷ୍ଠ ଚିତ୍ରଗ୍ରହଣ: ସଞ୍ଜିବ କୁମାର ମହାପାତ୍ର (କଥାଚିତ୍ର: ସ୍ୱୟଂସିଦ୍ଧା)
  • ଶ୍ରେଷ୍ଠ ସମ୍ପାଦନା: ସୁକୁମାର ମଣି (କଥାଚିତ୍ର: ସଞ୍ଜୁ ଆଉ ସଞ୍ଜନା)
  • ଶ୍ରେଷ୍ଠ ଗୀତିକାର: ସ୍ୱରୂପ ନାୟକ (କଥାଚିତ୍ର: ସ୍ୱୟଂସିଦ୍ଧା)
  • ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା: ମିହିର ଦାସ (କଥାଚିତ୍ର: ପ୍ରେମ ଅଢ଼େଇ ଅକ୍ଷର)
  • ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ: ଉଶସୀ ମିଶ୍ର (କଥାଚିତ୍ର: ତୁ ଥା ମୁଁ ଯାଉଛି ରୁଷି)
  • ଶ୍ରେଷ୍ଠ ହାସ୍ୟ କଳାକାର: ଜୀବନ ପଣ୍ଡା
  • ଶ୍ରେଷ୍ଠ ଶିଶୁ ଅଭିନେତା: ମାଷ୍ଟର ଅଙ୍କିତ (କଥାଚିତ୍ର: ମେଘ ସବାରୀରେ ଆସିବ ଫେରି)
  • ଶ୍ରେଷ୍ଠ କଳା ନିର୍ଦ୍ଦେଶକ: ବୁଢ଼ା ମହାରଣା
  • ଶ୍ରେଷ୍ଠ ଶବ୍ଦାଙ୍କନ (ଶବ୍ଦ ଗ୍ରହଣକାରୀ): ଅଜୟ
  • ସ୍ୱତନ୍ତ୍ର ଜୁରୀ ପୁରସ୍କାର: ସିଦ୍ଧାନ୍ତ ମହାପାତ୍ର (କଥାଚିତ୍ର: ସ୍ୱୟଂସିଦ୍ଧା)

୨୦୦୯ରାଜ୍ୟ କଥାଚିତ୍ର ପୁରସ୍କାର[ସମ୍ପାଦନା]

  • ଜୟଦେବ ପୁରସ୍କାର: ମହାଶ୍ୱେତା ରାୟ
  • ଶ୍ରେଷ୍ଠ କଥାଚିତ୍ର: ସାତସୁରେ ବନ୍ଧା ଏ ଜୀବନ (ମୋହନ ସୁନ୍ଦର ଗୋସ୍ୱାମୀ ପୁରସ୍କାର)
  • ଶ୍ରେଷ୍ଠ ନିର୍ଦ୍ଦେଶକ: ସଞ୍ଜୟ ନାୟକ (କଥାଚିତ୍ର: ପାଗଳ କରିଛି ପାଉଁଜି ତୋର)
  • ଶ୍ରେଷ୍ଠ ଅଭିନେତା: ଅନୁଭବ (କଥାଚିତ୍ର: ଆକାଶେ କି ରଙ୍ଗ ଲାଗିଲା)
  • ଶ୍ରେଷ୍ଠ ଅଭିନେତ୍ରୀ: ଅର୍ଚ୍ଚିତା (କଥାଚିତ୍ର: ପାଗଳ କରିଛି ପାଉଁଜି ତୋର)
  • ଶ୍ରେଷ୍ଠ ହାସ୍ୟ ଅଭିନେତା: ହରିହର ମହାପାତ୍ର (କ: )
  • ଶ୍ରେଷ୍ଠ ଶିଶୁ କଳାକାର: ଓଁକାର (କ: ସାତସୁରେ ବନ୍ଧା ଏ ଜୀବନ)
  • ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା: ମିହିର ଦାସ (କ: ଅଭିମନ୍ୟୁ)
  • ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ: ମଧୁସ୍ମିତା ମିଶ୍ର (କ: ସୁନା ଚଢ଼େଇ ମୋ ରୂପା ଚଢ଼େଇ)
  • ଶ୍ରେଷ୍ଠ ନିର୍ଦ୍ଦେଶକ: ସଞ୍ଜୟ ନାୟକ (କ: ପାଗଳ କରିଛି ପାଉଁଜି ତୋର)
  • ଶ୍ରେଷ୍ଠ କାହାଣୀ: ଭୁଲ୍ଗୁଲାନ (ସମ୍ବଲପୁରୀ କଥାଚିତ୍ର)
  • ଶ୍ରେଷ୍ଠ ଚିତ୍ରନାଟ୍ୟ: ବିଜୟ ମଲ୍ଲ (କ: ଆକାଶେ କି ରଙ୍ଗ ଲାଗିଲା)
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ: ମନ୍ମଥ ମିଶ୍ର (କ: )
  • ଶ୍ରେଷ୍ଠ ଗୀତିକାର: ବସନ୍ତ ରାଜ ସାମଲ
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ: ପଙ୍କଜ ଜାଲ (ଗୀ: )
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା: ଇରା ମହାନ୍ତି (ଗୀ: )
  • ଶ୍ରେଷ୍ଠ ସମ୍ପାଦନା: ଚନ୍ଦ୍ରଶେଖର ମିଶ୍ର (କ: )
  • ଶ୍ରେଷ୍ଠ ଚିତ୍ରଗ୍ରହଣ: ଶୁଭ୍ରାଂଶୁ ଦାସ (ପ୍ରମୋଦ ପତି ପୁରସ୍କାର)
  • ଶ୍ରେଷ୍ଠ କଳା ନିର୍ଦ୍ଦେଶକ: ମାଗୁଣି ପରିଡ଼ା (କ: )
  • ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ: ସ୍ୱପ୍ନଜିତ ସାବତ (କ: )
  • ସ୍ୱତନ୍ତ୍ର ଜୁରୀ: ତୃପ୍ତି ପଣ୍ଡା

୨୦୦୮ରାଜ୍ୟ କଥାଚିତ୍ର ପୁରସ୍କାର[ସମ୍ପାଦନା]

  • ଜୟଦେବ ପୁରସ୍କାର: ସାଧୁ ମେହେର
  • ଶ୍ରେଷ୍ଠ କଥାଚିତ୍ର: ଜୀଅନ୍ତା ଭୂତ (ମୋହନ ସୁନ୍ଦର ଗୋସ୍ୱାମୀ ପୁରସ୍କାର)
  • ଶ୍ରେଷ୍ଠ ଅଭିନେତା: ଆକାଶ (କଥାଚିତ୍ର: କଳିଙ୍ଗ ପୁତ୍ର)
  • ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା: ବିଜୟ ମହାନ୍ତି (କ: ସତ୍ୟମେବ ଜୟତେ)
  • ଶ୍ରେଷ୍ଠ ଅଭିନେତ୍ରୀ: ରାଲି
  • ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ: ଅପରାଜିତା ମହାନ୍ତି (କ: ହସିବ ପୁଣି ମୋ ସୁନା ସଂସାର)
  • ଶ୍ରେଷ୍ଠ ହାସ୍ୟ ଅଭିନେତା: ହାଡୁ (କ: )
  • ଶ୍ରେଷ୍ଠ ଶିଶୁ କଳାକାର: ବୁଦ୍ଧନ (କ: କଳିଙ୍ଗପୁତ୍ର)
  • ଶ୍ରେଷ୍ଠ ନିର୍ଦ୍ଦେଶକ: ପ୍ରଶାନ୍ତ ନନ୍ଦ (କ: ଜୀଅନ୍ତା ଭୂତ)
  • ଶ୍ରେଷ୍ଠ କାହାଣୀ: ସତ୍ୟମେବ ଜୟତେ
  • ଶ୍ରେଷ୍ଠ ଚିତ୍ରନାଟ୍ୟ: ବିରଞ୍ଚି ନାରାୟଣ ପଣ୍ଡା (କ: କଳିଙ୍ଗପୁତ୍ର)
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ: ବୁବୁ ମିଶ୍ର (କ: ହସିବ ପୁଣି ମୋ ସୁନାସଂସାର)
  • ଶ୍ରେଷ୍ଠ ଗୀତିକାର: ଦେବୀଦତ୍ତ
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ: ବିଭୁ କିଶୋର (ଗୀ: ଜୀଇଁବାର ମାନେ)
  • ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା:ଶୈଳଭାମା (ଗୀ: ଦିନ ସରେ ସରିଯାଏ)
  • ଶ୍ରେଷ୍ଠ ସମ୍ପାଦନା: ପ୍ରଶାନ୍ତ ନନ୍ଦ (କ: ଜିଅନ୍ତା ଭୂତ)
  • ଶ୍ରେଷ୍ଠ ଚିତ୍ରଗ୍ରହଣ: ଅପୂର୍ବ କିଶୋର (ପ୍ରମୋଦ ପତି ପୁରସ୍କାର)
  • ଶ୍ରେଷ୍ଠ କଳା ନିର୍ଦ୍ଦେଶକ: ବୁଢ଼ା ମହାରଣା (କ: )
  • ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ: ଅନୁପ ମୁଖାର୍ଜୀ(କ: )
  • ସ୍ୱତନ୍ତ୍ର ଜୁରୀ: ରିମଝିମ (କ: )

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Odisha 23rd state film awards announced". odishatv.in. Retrieved 16 November 2012. 'Eka Eka' also bagged the Mohan Sunder Goswami Dev Award as the best feature film for the year 2011.[permanent dead link]
  2. "OdiaSite.Com". odiasite.com. Retrieved 16 November 2012. Veteran Actor and Director Prashanta Nanda has been adjudged the Best Director and Best Story Teller for the film 'Thukul'.
  3. "Odisha 23rd state film awards announced". mbctv.co.in. Retrieved 16 November 2012. Sidhanta Mohapatra was selected best actor for his film 'Eka Eka'
  4. Prasad, Ananta. "The character KALINGA has own the award in my disguise: Akash". orissadiary.com. Archived from the original on 2 May 2013. Retrieved 27 September 2015.
  5. "Odisha 23rd state film awards announced | Business Standard". business-standard.com. Retrieved 16 November 2012. Archita Sahu was selected for the best actress award for her performance in 'Chocolate'

ଅଧିକ ତଥ୍ୟ[ସମ୍ପାଦନା]