ଏଇ ଆମ ସଂସାର
ଏଇ ଆମ ସଂସାର | |
---|---|
ନିର୍ଦ୍ଦେଶକ | ଶିଶିର ମିଶ୍ର |
କଳାକାର | ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ତନ୍ଦ୍ରା ରାୟ |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ମୁକ୍ତିଲାଭ ତାରିଖ | ୧୯୮୬ |
ଦେଶ | ![]() |
ଭାଷା | ଓଡ଼ିଆ |
ଏଇ ଆମ ସଂସାର, ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଶିଶିର ମିଶ୍ର ।[୧][୨][୩]
ଅଭିନୟ[ସମ୍ପାଦନା]
- ଉତ୍ତମ ମହାନ୍ତି
- ବିଜୟ ମହାନ୍ତି
- ଶ୍ରୀରାମ ପଣ୍ଡା
- ମିହିର ଦାସ
- ଜୟୀରାମ ସାମଲ
- ଅପରାଜିତା ମହାନ୍ତି
- ତନ୍ଦ୍ରା ରାୟ
- ବୈଶାଳୀ ପରିଡ଼ା
- ସୁଜାତା ଆନନ୍ଦ[୪]
ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।[୨]
ଆଧାର[ସମ୍ପାଦନା]
- ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.
- ↑ ୨.୦ ୨.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
- ↑ "Five from Odisha get Padma honours". Odisha Sun Times. 25 January 2018. Retrieved 13 July 2018.
- ↑ Orissa reference: glimpses of Orissa. TechnoCAD Systems. 2001.
ବାହାର ଆଧାର[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ଏଇ ଆମ ସଂସାର