ଅପରିଚିତା (୧୯୮୦ର ଚଳଚ୍ଚିତ୍ର)
ଦେଖଣା
(ଅପରିଚିତାରୁ ଲେଉଟି ଆସିଛି)
ଅପରିଚିତା | |
---|---|
ନିର୍ଦ୍ଦେଶକ | ସାଧୁ ମେହେର |
ପ୍ରଯୋଜକ | ଜୟନ୍ତ କୁମାର |
କାହାଣୀ | ପ୍ରତିଭା ରାୟ |
କଳାକାର | ଶରତ ପୂଜାରୀ, ଅପରାଜିତା ମହାନ୍ତି, ସାଧୁ ମେହେର |
ସଙ୍ଗୀତ | ମୁସୀର[୧] |
ମୁକ୍ତିଲାଭ ତାରିଖ | ୧୯୮୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସାଧୁ ମେହେରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଅପରିଚିତା[୨] ୧୯୮୦ ମସିହାରେ ମୁକ୍ତିଲାଭ କରିଥିଲା ।[୩] ଚଳଚ୍ଚିତ୍ରଟି ସେହି ନାମରେ ଥିବା ପ୍ରତିଭା ରାୟଙ୍କ ଉପନ୍ୟାସର ନାଟ୍ୟ ରୂପାନ୍ତର ।[୪]
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ଅପରିଚିତା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଶ୍ରେଷ୍ଠ କାହାଣୀ(ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର)[୬]
ଆଧାର
[ସମ୍ପାଦନା]- ↑ "Aparichita :: Odia Music Songs Collection". odiamusic.com. Archived from the original on 24 January 2013. Retrieved 28 December 2012.
Music Director : Mushir
- ↑ "ଆର୍କାଇଭ୍ କପି". Archived from the original on 2013-03-07. Retrieved 2016-01-11.
{{cite web}}
: Cite has empty unknown parameter:|1=
(help) - ↑ Geeta Dharmarajan; Nandita Aggarwal (2001). Katha Prize Stories. Katha.
- ↑ http://indiatoday.intoday.in/story/odia-writer-pratibha-ray-named-for-jnanpith-award/1/239724.html
- ↑ Harris M. Lentz III (7 May 2015). Obituaries in the Performing Arts, 2014. McFarland. pp. 278–. ISBN 978-1-4766-1961-3.
- ↑ http://www.governancenow.com/views/interview/in-conversation-writer-pratibha-ray
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅପରିଚିତା