ପୂଜା ପାଇଁ ଫୁଲଟିଏ
ଦେଖଣା
| ପୂଜା ପାଇଁ ଫୁଲଟିଏ | |
|---|---|
| ନିର୍ଦ୍ଦେଶକ | ଗଦାଧର ପୁଟୀ |
| ପ୍ରଯୋଜକ | ପଦ୍ମିନୀ ପୁଟୀ |
| ସଂଳାପ | ଗଦାଧର ପୁଟୀ |
| କାହାଣୀ | ଗଦାଧର ପୁଟୀ |
| କଳାକାର | ଆଦ୍ୟାଶା ମହାପାତ୍ର, ଆକାଙ୍କ୍ଷା କବି, ନୈନା ଦାସ, ଲିସା ମହାନ୍ତି, ଶରତ ପୂଜାରୀ |
| ସଙ୍ଗୀତ | ବିକାଶ ଦାସ |
| ଚିତ୍ରଗ୍ରହଣ | ଯୁଗଳ ଦେବତା |
| ସମ୍ପାଦକ | ଗଦାଧର ପୁଟୀ |
ମୁକ୍ତିଲାଭ ତାରିଖ | ୨୯ ସେପ୍ଟେମ୍ବର ୨୦୦୭ |
| ଦେଶ | |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | |
ଗଦାଧର ପୁଟୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ପୂଜା ପାଇଁ ଫୁଲଟିଏ [୧] ୨୦୦୭ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ପୂଜା ପାଇଁ ଫୁଲଟିଏ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଦ୍ରଷ୍ଟବ୍ୟ
[ସମ୍ପାଦନା]- ↑ ଇଣ୍ଟରନେଟ ମୁଭି ଡାଟାବେସରେ ପୂଜା ପାଇଁ ଫୁଲଟିଏ