ଦିୱାନା ହେଲି ତୋ ପାଇଁ

ଉଇକିପିଡ଼ିଆ ରୁ
Jump to navigation Jump to search
ଦିୱାନା ହେଲି ତୋ ପାଇଁ
ନିର୍ଦ୍ଦେଶକ ଶ୍ରୀତମ ଦାସ[୧]
ପ୍ରଯୋଜକ ଅଶୋକ କୁମାର ଦାଶ
ସଂଳାପ ରଣଜିତ ପଟ୍ଟନାୟକ
କାହାଣୀ ରଣଜିତ ପଟ୍ଟନାୟକ
କଳାକାର ମୁନ୍ନା
ରିୟା ଦେ
ସିଦ୍ଧାନ୍ତ ମହାପାତ୍ର
ଶ୍ରୀତମ ଦାସ
ଉଷସୀ ମିଶ୍ର
ପପୁ ପମ ପମ
ସଙ୍ଗୀତ ଅଭିଜିତ ମଜୁମଦାର
ଚିତ୍ରଗ୍ରହଣ ନିରଞ୍ଜନ ଦାସ
ମୁକ୍ତିଲାଭ ତାରିଖ
୧୩ ଅପ୍ରେଲ ୨୦୧୮[୨]
ଦେଶ  ଭାରତ
ଭାଷା ଓଡ଼ିଆ

ଦିୱାନା ହେଲି ତୋ ପାଇଁ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୩][୪] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କୁମାର ଦାସ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ ।[୫] ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଅଭିନେତା ଶ୍ରୀତମ ଦାସ ।[୬] ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।

ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ମୁନ୍ନା ଏବଂ ରିୟା ଦେ ।[୭][୮] ଶ୍ରୀତମ ଦାସ, ସିଦ୍ଧାନ୍ତ ମହାପାତ୍ର[୫], ଉଷାସୀ ମିଶ୍ର, ପ‌ପୁ ପମ ପମ, ଦେବୁ ପଟ୍ଟନାୟକ, ପିଙ୍କି ପ୍ରଧାନ, ବ୍ରଜ ସିଂହ, ସାତ୍ୱକୀ ମିଶ୍ର, ଗୁଡ୍ଡୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୯]

ଅଭିନୟ[ସମ୍ପାଦନା]

ଶ୍ରୀତମ ଦାସଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ପ୍ରଥମ କରି ଅଭିନୟ ଆରମ୍ଭ କରିଥିଲେ ମୁନ୍ନା ଏବଂ ନିଜେ ଶ୍ରୀତମ ମଧ୍ୟ ପୂର୍ବପରି ଖଳନାୟକ ଭୂମିକାରେ ଅଭିନୟ କରିବା ସ‌ହ ସିଦ୍ଧାନ୍ତ ମହାପାତ୍ର ସ‌ହଯୋଗୀ ଭୂମିକାରେ ଅଭିନୟ କରିଥିଲେ ।[୧୦]

ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ:

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଟୁକୁମୁସି ଲୋ ଟୁକୁମୁସି" 
2."ଦିୱାନା ହେଲି ତୋ ପାଇଁ" 
3."ରସିଆ ପିଲାଟା ମୁଣ୍ଡରେ ଫୁଲଟା" 
4."ଚାଲିବ ଇସ୍କ" 

ଆଧାର[ସମ୍ପାଦନା]

  1. "ହାସ୍ୟରସ ପରିବେଷଣ କରିବେ ଶ୍ରୀତମ୍‌ ଦାସ , ଜାଣନ୍ତୁ କିପରି". sambad.in. 17 May 2018. http://sambad.in/story/sritam-in-comic-role-141141/. Retrieved 6 June 2018. 
  2. "ଗତ ଦୁଇ ମାସଭିତରେ ଓଲିଉଡରେ କ’ଣ ସବୁ ଘଟିଛି". sambad.in. 1 June 2018. http://sambad.in/entertainment/two-months-ollywood-movies-150857/. Retrieved 6 June 2018. 
  3. "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍‌ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 4 September 2018. http://www.webcitation.org/72BfXe1cS. Retrieved 4 September 2018. 
  4. "୨୦ରେ ‘ଯୋଗୀ’, ୨୭ରେ ‘ଶକ୍ତି’". sambad.in. 18 April 2018. http://sambad.in/entertainment/movies-jogi-on-20th-and-shakti-27th-will-be-released-this-april-123593/. Retrieved 6 June 2018. 
  5. ୫.୦ ୫.୧ ୫.୨ "ସିଦ୍ଧାନ୍ତ ମହାପାତ୍ରଙ୍କର ସାନଭାଇ ଭୂମିକାରେ ଏହି ଦୁଇ ନାୟକ". sambad.in. 11 March 2018. http://sambad.in/entertainment/youngerbrotherofsiddhant-99626/. Retrieved 13 March 2018. 
  6. "ଦିୱାନା ହେଲି ତୋ ପାଇଁ". ସମାଜ. 26 February 2017. http://samajaepaper.in/epaperimages/26022017/26022017-md-sn-8/2522017211813391.jpg. Retrieved 28 February 2017. 
  7. "ଓଲିଉଡର ଏହି ଲୋକପ୍ରିୟ ନାୟିକା ଦୁଇଜଣ ନବାଗତଙ୍କ ସହ ରୋମାନସ୍‌ କରିଛନ୍ତି | Sambad". Sambad. 19 August 2018. Archived from the original on 31 August 2018. http://www.webcitation.org/725iNrraO. Retrieved 31 August 2018. 
  8. "ପଛରେ ପଡ଼ିଯାଇଛନ୍ତି କି ଓଲିଉଡର ଏହି ନାମୀ ନାୟିକା ?". ସମ୍ବାଦ. 22 October 2017. http://sambad.in/entertainment/ollywood-riya-13779/. Retrieved 24 October 2017. 
  9. "ବାହୁଡ଼ିଲେ ଜଗା-ବଳିଆ". ସମାଜ. 13 May 2017. http://samajaepaper.in/epaperimages/13052018/13052018-md-sn-8/1252018205240765.jpg. Retrieved 19 May 2018. 
  10. "ସିଦ୍ଧାନ୍ତ-ଶ୍ରୀତମ ପୁଣି ବାହୁଡ଼ିବେ". ସମାଜ. 22 October 2017. http://samajaepaper.in/epaperimages/22102017/22102017-md-sn-8/21102017194341206.jpg. Retrieved 22 October 2017. 
  11. "ଏହା ଓଲିଉଡର ଲୋକପ୍ରିୟ ନାୟିକା ରୀୟାଙ୍କପାଇଁ ଭଲ ଲକ୍ଷଣ , ଜାଣନ୍ତୁ ତାହା କ'ଣ | Sambad". Sambad. 10 September 2018. Archived from the original on 10 September 2018. http://www.webcitation.org/72KKhe5jB. Retrieved 10 September 2018. 
  12. "ଜାଣନ୍ତୁ କେଉଁ ଓଲିଉଡ୍‌ ନାୟକଙ୍କ ମାମୁ ପପୁ ପମ୍‌ପମ୍‌ !". sambad.in. 17 January 2018. http://sambad.in/entertainment/papu-pampam-acted-as-uncle-of-main-lead-67181/. Retrieved 1 February 2018.