ଚମ୍ପିଆନ

ଉଇକିପିଡ଼ିଆ‌ରୁ
ଚମ୍ପିଆନ
ନିର୍ଦ୍ଦେଶକକେ. ମୂରଲୀକ୍ରିଷ୍ଣା
ପ୍ରଯୋଜକଏନ୍. ଗଙ୍ଗାଧର ରେଡ୍ଡୀ, ଦୀପ୍ତି
ସଂଳାପରଜନୀ ରଞ୍ଜନ
କଳାକାରଅର୍ଚ୍ଚିତା ସାହୁ
ସଙ୍ଗୀତବୈଦ୍ୟନାଥ ଦାଶ
ମୁକ୍ତିଲାଭ ତାରିଖ
୮ ମାର୍ଚ୍ଚ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଚମ୍ପିଆନ, ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏନ୍. ଗଙ୍ଗାଧର ରେଡ୍ଡୀ ଓ ଦୀପ୍ତି ।[୧] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨][୩] କେ. ମୂରଲୀକ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୪][୫]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଚ୍ଚିତା ସାହୁ ।[୬] ଅର୍ଚ୍ଚିତା ଏହି କଥାଚିତ୍ରଟିରେ ଜଣେ ଗାଉଁଲି ଚାଷୀର ଝିଅ ଭୂମିକାରେ ଅଭିନୟ କରିଥିଲେ, ଯିଏକି ପରବର୍ତ୍ତୀ ସମୟରେ ସ‌ହରକୁ ଯାଇ ନିଜର ଇଚ୍ଛା ପୂରଣ କରିବାକୁ କିକ୍ ବକ୍ସର ଭାବରେ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୁଅନ୍ତି ।[୪][୭] ମନୋଜ ମିଶ୍ର, ପୃଥ୍ୱୀରାଜ ନାୟକ, ସଲିଲ ମିତ୍ର, କାଳିଆ, ମୌସୁମୀ, ଆଶିଷ, ପ୍ରୀତିରାଜ ଶତପଥୀ, ଇଲୁ ବାନାର୍ଜୀ, ବାବୁ ପ୍ରଧାନ, କୁନି ମିଶ୍ର, ସନ୍ଦୀପ ମନାଲି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଏହି କଥାଚିତ୍ରରେ ଅର୍ଚ୍ଚିତ ୪ଟି ଅଲଗା ଅଲଗା ଶୈଳୀରେ ଅଭିନୟ କରିଥିଲେ ।[୮][୫] ତାଙ୍କୁ ବକ୍ସିଂ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେବା ସ‌ହ ସେ ନିୟମିତ ବ୍ୟାୟାମ କରୁଥିବା କଥା ତାଙ୍କର ସୋସିଆଲ ମିଡ଼ିଆ ପୃଷ୍ଠାରେ ଫଟୋ ସ‌ହିତ ସେୟାର କରିଥିଲେ ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ[୧]

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Exclusive posters: Ollywood actor Archita Sahu to portray a boxer in upcoming movie". Odisha Sun Times. 1 May 2018. Retrieved 10 June 2018.
  2. ୨.୦ ୨.୧ "ବାଃ ଅର୍ଚ୍ଚିତା". ସମାଜ ରବିବାର. 24 June 2018. Retrieved 27 June 2018.[permanent dead link]
  3. "ପରଦାରେ ନାରୀଶକ୍ତି". ସମାଜ (ରବିବାର) (in Odia). Bhubaneswar. 2 December 2018. p. 8. Archived from the original on 2 December 2018. Retrieved 2 December 2018.{{cite news}}: CS1 maint: unrecognized language (link)
  4. ୪.୦ ୪.୧ "ପରଦାରେ ନାରୀଶକ୍ତି". ସମାଜ ରବିବାର. 20 May 2018. Retrieved 20 May 2018.[permanent dead link]
  5. ୫.୦ ୫.୧ "Champion Odia Movie of Archita Sahu In Lead Role as Boxer". Incredible Orissa. 1 May 2018. Retrieved 10 June 2018.
  6. "କୁଆଡ଼େ ମୁହାଁଇଛନ୍ତି ଅର୍ଚ୍ଚିତା ଓ ବର୍ଷା!". sambad.in. 14 May 2018. Retrieved 6 June 2018.
  7. "Champion Odia Movie of Archita Sahu in Lead role as Boxer-2018". ନୂଆ ଓଡ଼ିଶା. Retrieved 10 June 2018.
  8. "ଚମ୍ପିଆନ୍‌ ଅର୍ଚ୍ଚିତା ଏବେ ଲାଲପାନ୍ ବିବି". Sambad (in Odia). Odisha. 30 January 2019. Archived from the original on 6 February 2019. Retrieved 6 February 2019.{{cite news}}: CS1 maint: unrecognized language (link)
  9. "ଏ ବର୍ଷ ଅର୍ଚ୍ଚିତା ବନିଥିଲେ, ଆଗରୁ ଅନୁ ଚୌଧୁରୀ ବନିଥାନ୍ତେ , ଦ୍ୱିତୀୟ ଥର ଲାଗି ବନିଲେ ଓଲିଉଡର ମହାନାୟିକା ମହାଶ୍ୱେତା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 7 September 2019. Archived from the original on 21 January 2022. Retrieved 21 January 2022.
  10. "ସୋନୁଙ୍କ ନିୟତି". ସମ୍ବାଦ (ରବିବାର). 29 January 2023. p. 8. Archived from the original on 11 February 2023. Retrieved 11 February 2023.

ବାହାର ଆଧାର[ସମ୍ପାଦନା]